ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର୍, ୬ ହଜାର ଟଙ୍କା ନେଉଥିଲେ ଲାଞ୍ଚ
ପୁରୀ: ପୁରୀର ଏସଡିଭିଓ ସେକ୍ସନ ଅଫିସର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଆଜି ସେକ୍ସନ ଅଫିସର (ସ୍ବଡିଭିଜିଓଆଲ ଭେଟେନାରୀ ଅଫିସର) ମନୋଜ ମହାନ୍ତି ୬୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ। ଅଭିଯୋଗକାରୀ ଏବଂ ଅନ୍ୟ ତିନି…
