February 2025

ଋଷିକୁଲ୍ୟା ମୁହାଣରେ ସମୂହ ଅଣ୍ଡାଦାନ କଲେ ଅଲିଭ୍‌ରିଡ୍‌ଲେ

ଗଞ୍ଜାମ : ଗଞ୍ଜାମ ଜିଲା ଋଷିକୁଲ୍ୟା ନଦୀ ମୁହାଣରେ ରବିବାର ଚଳିତବର୍ଷର ପ୍ରଥମ ଥର ପାଇଁ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୋର୍‌ ୪ଟାରେ ହଜାର ହଜାର କଇଁଛ ଋଷିକୁଲ୍ୟା ନଦୀ ମୁହାଣରେ ଏକାଠି ହୋଇ ଅଣ୍ଡାଦାନ କରିଥିଲେ।…

ଓଡ଼ିଆ ସାମ୍ବାଦିକଙ୍କ ବୁମ୍‌, ମୋବାଇଲ୍‌ ଛଡ଼ାଇ ନେଲା ଛତିଶଗଡ଼ ପୁଲିସ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍‌ର ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ପୂର୍ଣଚନ୍ଦ୍ର ଟାକ୍ରୀଙ୍କୁ ଛତିଶଗଡ଼ ରାଜ୍ୟ ଆମଲିପଦର ପୁଲିସ ମାଡ଼ ମାରିବା ସହ ଗୁଳିର ଧମକ ଦେଇ ତାଙ୍କ ଠାରୁ ବୁମ୍‌ ଏବଂ ଦୁଇଟି ମୋବାଇଲ ଫୋନ୍‌ ଛଡ଼ାଇ ନେବା…

ମହାକୁମ୍ଭରେ ବୁଡ଼ ପକାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପ୍ରୟାଗରାଜ, ୧୬।୨: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ଅଂଶଗ୍ରହଣ କରି କରିଛନ୍ତି। ପତ୍ନୀ ମୃଦୁଳା ଠାକୁର ପ୍ରଧାନଙ୍କ ସହିତ ଧର୍ମେନ୍ଦ୍ର ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଥିଲେ, ଯାହା ତିନୋଟି ପବିତ୍ର…

ଜାତିସଂଘ ରିପୋର୍ଟ: ଭାରତରେ ବଡ଼ ଧରଣର ଆକ୍ରମଣ ଯୋଜନା କରିଥିଲା ଇସଲାମିକ୍ ଷ୍ଟେଟ୍, ସବୁ ପଣ୍ଡ କରିଦେଲେ ମୋଦି ସରକାର

ନୂଆଦିଲ୍ଲୀ, ୧୬।୨: ମିଳିତ ଜାତିସଂଘ (UN)ର ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଅନୁଯାୟୀ, ଇସଲାମିକ୍ ଷ୍ଟେଟ୍ (IS) ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିଲା। ​​କିନ୍ତୁ ଭାରତ ସରକାରଙ୍କ ସତର୍କତା ଯୋଗୁଁ ଆତଙ୍କବାଦୀଙ୍କ ସବୁ ଯୋଜନା ବିଫଳ ହୋଇଯାଇଛି। ତଥାପି,…

୧୮ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ

ନୂଆଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ତାରିଖ ଘୋଷଣା କରାଯାଇଛି। ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ୧୮ ଫେବ୍ରୁଆରି ମଧ୍ୟାହ୍ନ ୧୨ଟାରେ ରାଜଧାନୀର ରାମଲୀଳା ମଇଦାନରେ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ସୋମବାର ବିଜେପି ବିଧାୟକ ଦଳର ବୈଠକ…

କଂଗ୍ରେସ ସହ ମେଣ୍ଟ ପାଇଁ ଚାଁହୁଥିଲେ କେଜ୍ରିୱାଲ? କଣ ହେଲା ସମସ୍ୟା କହିଲେ ସଞ୍ଜୟ

ମୁମ୍ବାଇ: ଅରବିନ୍ଦ କେଜରିୱାଲ କଂଗ୍ରେସ ସହ ମେଣ୍ଟ କରି ହରିୟାଣା ଏବଂ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ କି? ଯଦି ହଁ, ଏହି ମେଣ୍ଟ କାହିଁକି ହେଲା ନାହିଁ ? ଏବେ ଏହାର କାରଣ ସଞ୍ଜୟ ରାଉତ ଶିବସେନା(ୟୁବିଟି) ମୁଖପତ୍ର…

ଇଣ୍ଡିଆ ମେଣ୍ଟର ଅନ୍ତ ହେବା ନେଇ କଳ୍ପନାଜଳ୍ପନା: ସର୍ଭେରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ

ନୂଆଦିଲ୍ଲୀ: ଗତବର୍ଷ ଲୋକସଭା ନିର୍ବାଚନରେ ​​ବିଜେପି ଏବଂ ଏନଡିଏର ଆସନ ହ୍ରାସ ପରେ, ମିଳିତ ବିରୋଧୀ ଦଳରେ ଏକ ଭିନ୍ନ ଉତ୍ସାହ ଦେଖାଯାଇଥିଲା। ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କୁ କ୍ଷମତାରୁ ହଟାଇ ପାରିଲେ ନାହିଁ କିନ୍ତୁ ବିଶ୍ୱାସ ନିଶ୍ଚିତ…

ଭାରତକୁ ଆମେରିକାର ଛାଟ, ବାତିଲ କଲା ୨୨ ମିଲିୟନ ଡଲାରର ଫଣ୍ଡିଂ

ନୂଆଦିଲ୍ଲୀ,୧୬।୨: ଆମେରିକା ଭାରତ ସମେତ ଅନେକ ଦେଶ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଲନ ମସ୍କଙ୍କ ନେତୃତ୍ୱାଧୀନ ବିଭାଗ (ଆମେରିକା ସରକାରୀ ଦକ୍ଷତା ବିଭାଗ) ଭାରତରେ ‘ଭୋଟର ଟର୍ନଆଉଟ୍‌’ ପାଇଁ ଲକ୍ଷ୍ୟ ରଖାଯାଇଥିବା ୨୨ ନିୟୁତ ଆମେରିକୀୟ ଡଲାର ପାଣ୍ଠିକୁ…

ପ୍ରଥମ ଥର ଭଳି ପୁଣି ବେଡ଼ି ପକାଇ ତଡ଼ିଲା ଆମେରିକା: ବିରୋଧୀଙ୍କ ନିନ୍ଦା

ଚଣ୍ଡିଗଡ଼,୧୬।୨: ଆମେରିକା ଦ୍ୱିତୀୟ ପର୍ଯ୍ୟାୟରେ ବିଦା କରିଥିବା ୧୧୭ ଜଣ ବେଆଇନ ଭାରତୀୟ ପ୍ରବାସୀ ଆମେରିକା ସାମରିକ ବିମାନରେ ଆସି ପଞ୍ଜାବର ଅମୃତସର ବିମାନବନ୍ଦରରେ ପହଞ୍ଚିଛନ୍ତି। ପ୍ରଥମ ଥର ଭଳି ଏଥର ମଧ୍ୟ ପ୍ରବାସୀମାନଙ୍କ ହାତରେ ହ୍ୟାଣ୍ଡକଫ୍‌ ଏବଂ ଗୋଡ଼ରେ ବେଡ଼ି…

ଭାରତୀୟ ନିର୍ବାଚନରେ ହସ୍ତକ୍ଷେପ ପାଇଁ ୧୮୨ କୋଟି ଖର୍ଚ୍ଚ କରିଥିଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ଭାରତୀୟ ନିର୍ବାଚନରେ ହସ୍ତକ୍ଷେପ କରିବା କଥା ଗତ ବର୍ଷ ବିଜେପି ଅଭିଯୋଗ କରିଥିଲା । କିନ୍ତୁ ଏବେ ଖୋଦ ଆମେରିକା ସରକାର ତାହାର ପ୍ରମାଣ ଦେଇଛନ୍ତି । ଏଲନ ମସ୍କଙ୍କ ନେତୃତ୍ବାଧୀନ ଆମେରିକାର ସରକାରୀ ଦକ୍ଷତା ବିଭାଗ (ଡିଓଜିଇ)…