ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ସମସ୍ତଙ୍କୁ ପ୍ରଭାବିତ କରୁଛି: ନବୀନ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଦ୍ବାରା ଆଜି ବିଧାନସଭାରେ ଉପସ୍ଥାପିତ ବଜେଟ୍‌କୁ ନେଇ ବିରୋଧୀ ଦଳ ପ୍ରତିକ୍ରିୟା ଦେଇଛି। ବିଜେଡି ସୁପ୍ରିମୋ ଏନେଇ କହିଛନ୍ତି ଡବଲ ଇଞ୍ଜିନ ସରକାର ବିପରୀତ ଦିଗରେ ଗତି କରୁଛି। ସେ କହିଛନ୍ତି, ରାଜ୍ୟର ବିଜେପି ସରକାର ଗତ…

ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ୍ ଉପସ୍ଥାପନ, ୧୬ ଟି ନୂଆ ଯୋଜନାର ବ୍ୟବସ୍ଥା

ଭୁବନେଶ୍ୱର :  ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ସ୍ବପ୍ନ ଦେଖୁଥିବା ମୋହନ ସରକାର ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଆଜି ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ବ୍ୟୟବରାଦ ଯେଭଳି ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଏବଂ ସବୁ ବର୍ଗର ଲୋକଙ୍କ ପାଇଁ…

ବର୍ଦ୍ଧିତ ରକ୍ତ ପ୍ୟାକେଟ ଦର ପ୍ରତ୍ୟାହାର କରିବାକୁ ଦାବି କଲା ଓଡ଼ିଶା ରକ୍ତଦାତା ସଂଗଠନ ମହାସଂଘ

ଭୁବନେଶ୍ୱର: ଓଡ଼ିଶା ରକ୍ତଦାତା ମହାସଂଘ ଆଜି ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡ଼ିଶାର ସଚିବଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛି ଏବଂ କେନ୍ଦ୍ରୀୟ ରେଡକ୍ରସ୍ ରକ୍ତ ବ୍ୟାଙ୍କ, କଟକ ଦ୍ୱାରା ରକ୍ତ ପ୍ୟାକେଟ ଦରରେ ସମ୍ପ୍ରତି ₹100 ବୃଦ୍ଧିକୁ ତୁରନ୍ତ ପ୍ରତ୍ୟାହାର…

୨୦୨୫-୨୬ ପାଇଁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍

ଭୁବନେଶ୍ଵର: ମୋହନ ସରକାର ତାଙ୍କ ଦ୍ବିତୀୟ ବଜେଟ୍ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି । ବିଧାନସଭାରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଛନ୍ତି । ଆସନ୍ତୁ ଜାଣିବା କଣ…

ମହାକୁମ୍ଭରେ ପୁଣି ଅଘଟଣ, ସେକ୍ଟର ୮ରେ ଥିବା ଏକ ଶିବିରରେ ଅଗ୍ନିକାଣ୍ଡ

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଛି ପବିତ୍ର ମହାକୁମ୍ଭ ମେଳା । ଏଠାକୁ ଦେଶ ବିଦେଶରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚିଛନ୍ତି । ମହାକୁମ୍ଭରେ ପୁଣି ଲାଗିଲା ନିଆଁ । ମହାକୁମ୍ଭ ସେକ୍ଟର ୮ରେ ଏକ ଶିବିରରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ…

୧୨ ହସ୍ପିଟାଲରରେ ନାହିଁ ଆଇସିୟୁ ବ୍ୟବସ୍ଥା: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ୩୨ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ୧୨ଟିରେ ଆଇସିୟୁ ବ୍ୟବସ୍ଥା ନ ଥିବା ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଏପରିକି ରାଜ୍ୟର ଢେଙ୍କାନାଳ, ଝାରସୁଗୁଡ଼ା, ରାୟଗଡ଼ା ଏବଂ ରାଉରକେଲାରେ ଆଇସିୟୁ ନିମାଣାଧୀନ ରହିଛି । ଏପ୍ରିଲରୁ କୋରାପୁଟ ଜିଲ୍ଲା ମୁଖ୍ୟ…

ଭିଜିଲାନ୍ସ ଜାଲରେ କିରାଣି, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ

ସୁନ୍ଦରଗଡ଼ : ଭିଜିଲାନ୍ସ ଜାଲରେ ରାଜସ୍ୱ ବିଭାଗ କିରାଣୀ ।  ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ ।  ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ତହସିଲ ଅଫିସ ଜୁନିୟର କିରାଣି ଗୋଲକ ନାୟକ ଏକ ଜମି ଚିହ୍ନଟ ଫାଇଲ ପ୍ରୋସେସିଙ୍ଗ…

ପୂର୍ବତନ ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିବା ଘଟଣା: ଗୃହରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ଆଜି ଗୃହରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୃହରେ ଲିଖିତ ଉତ୍ତର ରଖି ଏହି ଘଟଣାରେ ଏଯାଏଁ କୌଣସି ଲିଖିତ ଅଭିଯୋଗ…

କିଟ୍ ରେ ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା

ଭୁବନେଶ୍ୱର : କିଟ୍ ରେ ତୃତୀୟ ବର୍ଷ ବିଟେକ୍‍ ପଢ଼ୁଥିବା ଜଣେ ନେପାଳ ଛାତ୍ରୀ ରବିବାର ହଷ୍ଟେଲରେ ଜୀବନ ହାରିଥିଲେ  ।  ଏନେଇ ଗଣାମାଧ୍ୟମରେ ସୂଚନା ଦେଇଛନ୍ତି କୁଳ ସଚିବ ଜ୍ଞାନ ରଞ୍ଜନ ମହାନ୍ତି  । ଛାତ୍ରୀଙ୍କ ସହ କିଟରେ ପାଠ ପଢ଼ୁଥିବା…

ଗାଜା ଛାଡିବାକୁ ନିଷ୍ପତ୍ତି ନେଲା ହମାସ: ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ଘୋଷଣା

ଗାଜା: ହମାସ ପାଲେଷ୍ଟାଇନର ଗାଜା ଷ୍ଟ୍ରିପକୁ ପାଲେଷ୍ଟାଇନୀ କର୍ତ୍ତୃପକ୍ଷ (ପିଏ)କୁ ହସ୍ତାନ୍ତର କରିବାକୁ ରାଜି ହୋଇଛି। ସ୍କାଏ ନ୍ୟୁଜ୍ ଆରବିୟାର ଏକ ରିପୋର୍ଟରେ ଏହି ଦାବି କରାଯାଇଛି। ପିଏ ହେଉଛି ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ପାଲେଷ୍ଟାଇନ ସରକାର। ଏହା ୧୯୯୩ ଓସଲୋ…