୫୯ତମ ଜ୍ଞାନପୀଠ ପୁରସ୍କାର ପାଇଁ ହିନ୍ଦୀ ଲେଖକ ବିନୋଦ କୁମାର ଶୁକ୍ଳା ମନୋନୀତ

ନୂଆଦିଲ୍ଲୀ : ବିଶିଷ୍ଟ ହିନ୍ଦୀ ଲେଖକ ବିନୋଦ କୁମାର ଶୁକ୍ଳାଙ୍କୁ ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ୫୯ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ ଲାଗି ମନୋନୀତ କରାଯାଇଛି। ଏହି ପୁରସ୍କାର ପାଇବାରେ ସେ ଛତିଶଗଡ଼ର ପ୍ରଥମ ଲେଖକ ହେବେ। ଏହି ଭାଷାର ଅନ୍ୟତମ…

ଜଜଙ୍କ ଘରୁ ଟଙ୍କା ମିଳିବା ଘଟଣା: ୨୦୧୮ରେ ସିବିଆଇ ଏଫଆଇଆର୍‌ରେ ରହିଥିଲା ଜଷ୍ଟିସ ବର୍ମାଙ୍କ ନାଁ

ନୂଆଦିଲ୍ଲୀ : ବିବାଦରେ ଥିବା ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କୁ ନେଇ ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି। ମାର୍ଚ୍ଚ ୧୪ରେ ଜଷ୍ଟିସ ବର୍ମାଙ୍କ ଘରେ ନିଆଁ ଲାଗି ଯାଇଥିଲା। ଏହାପରେ ତାଙ୍କ ଘରକୁ ବିପୁଳ ପରିମାଣର ନଗଦ…

ଜଙ୍ଗଲରୁ ମଣିଷ କଙ୍କାଳ ଠାବ: ହତ୍ୟା ପରେ ପୋଡି ଦିଆଯାଇଥିବା ସନ୍ଦେହ

ସୋରଡ଼ା : ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ଜଙ୍ଗଲରୁ ଶନିବାର ମଣିଷ କଙ୍କାଳ ଓ ହାଡ଼ ଠାବ ହୋଇଛି। ହତ୍ୟା ପରେ ମୃତଦେହ ପୋଡି ଦିଆଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ସୋରଡ଼ା ଥାନା ଅଧିକାରୀ ସୁଧୀର ସାହୁ ଓ ଆସିକା…

ସୀମାନିର୍ଦ୍ଧାରଣକୁ ଆଉ ୨୫ ବର୍ଷ ସ୍ଥଗିତ ରଖାଯାଉ : ଚେନ୍ନାଇ ଜେଏସି ବୈଠକରେ ଦାବି

ଚେନ୍ନାଇ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଅଧ୍ୟକ୍ଷତାରେ ଚେନ୍ନାଇରେ ଅନୁଷ୍ଠିତ ମିଳିତ କାର୍ଯ୍ୟକାରୀ କମିଟି (ଜେଏସି) ବୈଠକରେ ୨୫ ବର୍ଷ ପାଇଁ ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ (ପରିସୀମନ) ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଛି। ନିର୍ବାଚନମଣ୍ଡଳୀ…

ଗଜପତିରୁ ଚାଲାଣ ହେଉଥିଲା ୯୨୯କିଲୋ ଗଂଜେଇ, ଖୋର୍ଦ୍ଧାରେ ଜବତ କଲା ପୁଲିସ୍‌

ଖୋର୍ଦ୍ଧା: ଏକ ବଡ଼ଧରଣର ଗଂଜେଇ ଚେରାଚାଲାଣକୁ ଖୋର୍ଦ୍ଧା ପୁଲିସ ବିଫଳ କରିଛି। ଗଜପତି ଜିଲ୍ଲା ଅଡ଼ବା ଅଞ୍ଚଳରୁ ଶ୍ରୀକ୍ଷେତ୍ରକୁ ଏକ ପିକ୍ଅପରେ ଚାଲାଣ ହେଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଚନ୍ଦନେଶ୍ବର ଫ୍ଲଏ…

ବିଜେଡି ସହ ସଂପର୍କ ତୁଟାଇ ବିଦେଶ ଚାଲିଯିବେ କି କାର୍ତ୍ତିକ ପାଣ୍ଡିଆନ୍‌ ?

ଭୁବନେଶ୍ବର :  ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓଡ଼ିଶା ଛାଡ଼ିବେ । ତାଙ୍କର ଖାସ୍ ଅନୁଗତ ତଥା ତାଙ୍କ ଆତ୍ମଘୋଷିତ‘କ୍ରୀତଦାସ’ ପ୍ରଣବପ୍ରକାଶ ଦାସ ଓରଫ ବବି ଆନୁଷ୍ଠାନିକ ଭାବେ ବିଜେଡି ସମ୍ଭାଳିବେ । ବୟସାଧିକ୍ୟ ଯୋଗୁ ଦଳୀୟ ସାଂଗଠନିକ କାର୍ଯ୍ୟରେ…

ବାଲି ଖାଦାନ ପରିଚାଳନା ନେଇ ଲଘୁ ଖଣିଜ ନିର୍ଦ୍ଦେଶାଳୟ ପକ୍ଷରୁ ଏସ୍‌ଓପି ଜାରି

ଭୁବନେଶ୍ବର: ରାଜ୍ୟରେ ବାଲି ଓ ଖଣି ମାଫିଆ ମାତିଛନ୍ତି। ବାଲି ଓ ଖଣି ମାଫିଆମାନେ ରାଜ୍ୟ ଭିତରୁ ବେଆଇନ୍‌ ଭାବେ ବାଲି ଓ ଖଣିଜ ସାମଗ୍ରୀ ଚାଲାଣ କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଆଗାମୀ ଦିନରେ ଏହାକୁ ରୋକିବା ପାଇଁ…

ଲଦାଖରେ ଚୀନ୍‌ର ବେଆଇନ ପଦକ୍ଷେପ: କଡ଼ା ପ୍ରତିବାଦ ଜଣାଇ ଉଚିତ୍ ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ଚୀନ୍ ନିଜର ଷଡ଼ଯନ୍ତ୍ରରୁ ପଛକୁ ହଟିବାର କୌଣସି ସଙ୍କେତ ଦେଖାଉନାହିଁ। ସେ ଭାରତ ସୀମାରେ ନିରନ୍ତର ଉତ୍ତେଜନାମୂଳକ କାର୍ଯ୍ୟ ଚଳାଇ ଆସୁଛନ୍ତି। ଏବେ ଏହା ଲଦାଖ ନିକଟବର୍ତ୍ତୀ ସୀମାନ୍ତ ଅଞ୍ଚଳରେ ଦୁଇଟି ନୂତନ ଜିଲ୍ଲା ଗଠନ ଘୋଷଣା କରିଛି। ଭାରତ…

‘ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆମକୁ ଦଣ୍ଡିତ କରା ନ ଯାଉ’, ଡିଲିମିଡେଶନକୁ ନେଇ ଚେନ୍ନାଇରେ ଏକଜୁଟ ହେଲେ ବିରୋଧୀ

ଚେନ୍ନାଇ,୨୨।୩: ସୀମା ନିର୍ଦ୍ଧାରଣ ପ୍ରସଙ୍ଗ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଶନିବାର ଚେନ୍ନାଇରେ ବିରୋଧୀ ନେତାମାନଙ୍କର ଏକ ବୈଠକ ଡାକିଥିଲେ। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମେତ ଅନେକ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ…

ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୧୭ଲକ୍ଷ ହ୍ବାଟସଆପ ଆକାଉଣ୍ଟ ବ୍ଲକ୍‌

ନୂଆଦିଲ୍ଲୀ,୨୨।୩: ଟେଲିକମ ଠକେଇର ମୁକାବିଲା କରିବା ପାଇଁ ଭାରତ ସରକାର ଶୁକ୍ରବାର କହିଛନ୍ତି ଯେ, ସଞ୍ଚାର ସାଥୀ ପୋର୍ଟାଲ ମାଧ୍ୟମରେ ଏପର୍ଯ୍ୟନ୍ତ ୩.୪ କୋଟିରୁ ଅଧିକ ମୋବାଇଲ ଫୋନ କନେକ୍ସନ କଟାଯାଇଛି। ଏଥିସହ ୩.୧୯ ଲକ୍ଷ IMEI ନମ୍ବରକୁ ବ୍ଲକ କରାଯାଇଛି।…