ସାମ୍ନାକୁ ଆସିଲା ଏଟିଏମ୍ ଲୁଟେରା ଦୀପକ କୁମାରର ସିସିଟିଭି ଫୁଟେଜ୍, ଅଭିନବ ଉପାୟରେ କରୁଥିଲା ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ରାତିଅଧରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଦୀପକ କୁମାରକୁ ଗୁଳି । ବିଳମ୍ବିତ ରାତିରେ ଭୁବନେଶ୍ୱର ବଡଗଡରେ ହୋଇଛି ଏନକାଉଣ୍ଟର । ଏଟିଏମ ଲୁଟ୍ ବେଳେ ଏନକାଉଣ୍ଟର କରିଛି ପୋଲିସ୍ । ରାଜଧାନୀରେ ପୁଣି ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ…

ରଥଯାତ୍ରାକୁ ମିଳିବ ବିଶ୍ବ ସାଂସ୍କୃତିକ ଐତିହ୍ୟ ମାନ୍ୟତା, ପ୍ରକ୍ରିୟା ଆରମ୍ଭ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ରଥଯାତ୍ରାକୁ ବିଶ୍ବ ସାଂସ୍କୃତିକ ଐତିହ୍ୟ ମାନ୍ୟତା ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ୟୁନେସ୍କୋ ଦ୍ବାରା ମାନ୍ୟତା ନେଇ ପ୍ରକ୍ରିୟା ଆରମ୍ଭ କଲା ଶ୍ରୀମନ୍ଦିର ପ୍ରଶାସନ। ଏନେଇ ଖୁବ୍‌ଶୀଘ୍ର ନାମାଙ୍କନପତ୍ର ଦାଖଲ କରାଯିବ। ନିକଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ…

ଦୁର୍ଦ୍ଦାନ୍ତ ଅପରାଧୀ ସେକ ସୁନା ଗିରଫ, ମାଉଜର ସହ ଜୀବନ୍ତ ଗୁଳି ଜବତ

କଟକ :  ଦୁର୍ଦ୍ଦାନ୍ତ ଅପରାଧୀ ସେକ ସୁନା ଗିରଫ । ଅପରାଧ ଘଟାଇବାକୁ ଯାଉଥିବା ବେଳେ ଧରିଲା ମର୍କତନଗର ଥାନା ପୋଲିସ । ତା ନିକଟରୁ ଏକ ମାଉଜର ସହ ଜୀବନ୍ତ ଗୁଳି ଜବତ କରିଛି କଟକ କମିଶନରେଟ ପୋଲିସ । …

କୁମ୍ଭମେଳାକୁ ନେଇ ବିବାଦୀୟ ବୟାନ ଦେଲେ ରାଜ ଠାକରେ

ନୂଆଦିଲ୍ଲୀ: ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା ସରିଗଲାଣି, ହେଲେ ଏହାକୁ ନେଇ ରାଜନୀତି କମିବାର ନାମ ନେଉନାହିଁ | ବିଭିନ୍ନ ପ୍ରସଙ୍ଗରେ ରାଜନୈତିକ ଦଳମାନେ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି | ଏବେ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ବି…

ଆମେରିକାରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କଲେ ଅଜଣା ବ୍ୟକ୍ତି

ନ୍ୟୁୟର୍କ: ଆମେରିକାର କାଲିଫର୍ଣ୍ଣିଆର ଚିନୋ ହିଲ୍ସରେ ଥିବା ବୋକାସାନୱାସୀ ଅକ୍ଷର ପୁରୁଷୋତ୍ତମ ସ୍ୱାମୀନାରାୟଣ ସନ୍ଥ (BAPS) ଙ୍କ ମନ୍ଦିରକୁ ଅଜ୍ଞାତ ବ୍ୟକ୍ତିମାନେ ଭଙ୍ଗାରୁଜା କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ମନ୍ଦିର କର୍ତ୍ତୃପକ୍ଷ ଏହି ସୂଚନା…

ଛାତିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଛି। ସୂଚନାନୁସାରେ, ଗତକାଲି ରାତି ପ୍ରାୟ ୨ଟା ସମୟରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। କୁହାଯାଉଛି ଯେ ରାତିରେ ଶୋଇବା ସମୟରେ ସେ ଅସ୍ଥିରତା ଏବଂ ଛାତିରେ ଯନ୍ତ୍ରଣା ଅନୁଭବ…

ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ଗର୍ଜିବେ ଶିକ୍ଷକ ସଂଘ

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ରାଜଧାନୀ ଭୁବନେଶ୍ୱରରେ ଗର୍ଜିବେ ଶିକ୍ଷକ ସଂଘ। ଆସନ୍ତା ୧୦ ତାରିଖରେ ବିଭିନ୍ନ ଦାବି ନେଇ ରାଜଧାନୀ ରାଜରାସ୍ତାକୁ ଓହ୍ଲାଇବ ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି। ସାମ୍ବାଦିକ ସମ୍ମିଳନୀ କରି ଏହି…

କର୍ଣ୍ଣାଟକରେ ଓଡ଼ିଆ ଯୁବକ ବିଭେସଙ୍କ ହତ୍ୟାକୁ ନେଇ ଗାଁରେ ଖେଳି ଯାଇଛି ଶୋକର ଛାୟା

ଦାରିଙ୍ଗବାଡ଼ି: କର୍ଣ୍ଣାଟକରୁ ଆସିଛି ଏକ ଛାତିଥରା ଘଟଣା । ଯାହା ସ୍ତବ୍ଧ କରିଦେଇଛି ସାରା ବିଶ୍ୱକୁ । କର୍ଣ୍ଣାଟକରେ ଇସ୍ରାଏଲ ଯୁବତୀଙ୍କୁ ଗଣଦୁଷ୍କର୍ମ । ସେମାନଙ୍କ ସାଥିରେ ଥିବା ୩ ଜଣ ପୁରୁଷ ବନ୍ଧୁଙ୍କୁ ମଧ୍ୟ ମାଡ । ମାଡ ମାରି ହ୍ରଦକୁ…

ପରଲୋକରେ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ବର: ଆଉ ନାହାଁନ୍ତି ଅନନ୍ତ ଦାସ । ପରଲୋକରେ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସ । ଭୋର ୪ଟା ୧୫ରେ ଭୁବନେଶ୍ବର ସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ…

ବାରିପଦା ମୁଖ୍ୟ ଚିକିତ୍ସାଳୟରେ ପିଲା ଚୋରି ଅଭିଯୋଗ, ଜଣେ ମହିଳା ଅଟକ

ବାରିପଦା: ବାରିପଦା ମୁଖ୍ୟ ଚିକିତ୍ସାଳୟରେ ପିଲା ଚୋରି ଅଭିଯୋଗ । ଜଣେ ମହିଳାଙ୍କୁ ଅଟକ ରଖିଛି ପୋଲିସ । ମହିଳା ଜଣକ ରାସଗୋବିନ୍ଦପୁର ଥାନା ଝିଙ୍କିରିଆ ଗାଁର । ଶୁନଗଡ଼ିଆ ଅଞ୍ଚଳର ସେଖ କମରୁଦ୍ଦିନଙ୍କ ୨ ଶିଶୁଙ୍କୁ ଚୋରି କରି ନେଉଥିବାବେଳେ ସ୍ଥାନୀୟ…