ପାକିସ୍ତାନର ପ୍ରତିଛବି ସୁଧାରିବାକୁ ଚେଷ୍ଟା କରୁଥିଲେ ଜ୍ୟୋତି

ନୂଆଦିଲ୍ଲୀ: ହରିୟାଣାର ହିସାରର ବାସିନ୍ଦା ଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଅପରେସନ ସିନ୍ଦୂର ପରେ ଗୁପ୍ତଚର ଅଭିଯୋଗରେ ଗିରଫ କରାଯାଇଛି। ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି, ଜ୍ୟୋତି ପାକିସ୍ତାନର ଲୋକପ୍ରିୟ ୟୁଟ୍ୟୁବର ଜୀଶାନ ହୁସେନଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ। ସେମାନେ ଏକାଠି…

‘ସମ୍ବଲପୁରକୁ ବୃହତ ମହାନଗର ନିଗମରେ ପରିଣତ କରିବା ପାଇଁ ଆମ ସରକାର ଅଙ୍ଗିକାରବଦ୍ଧ’

ସମ୍ବଲପୁର: ରବିବାର ସମ୍ବଲପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ମଧ୍ୟ କରିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା…

ଇନ୍ଫୋଭ୍ୟାଲି ଅଞ୍ଚଳରେ ଗୁଳିକାଣ୍ଡ ଘଟଣା, ଏମ୍ସ ହସ୍ପିଟାଲରେ ଆହତ

ଭୁବନେଶ୍ୱର : ଇନ୍ଫୋଭ୍ୟାଲି ଅଞ୍ଚଳର ଗୁଳିକାଣ୍ଡ ଘଟଣା । ପିତାପଲ୍ଳୀ ରାସ୍ତାରେ ରୋଡ ରେଜକୁ ନେଇ ଗୁଳି ଚାଳନା ହୋଇଚି । ଗୁଳି କାଣ୍ଡରେ ଆହତ ହୋଇଛନ୍ତି ଦୀପକ ଏବଂ ଗଣ୍ଡଗୋଳରେ ଆହତ ହୋଇଛନ୍ତି ତାଙ୍କ ଭାଇ । ଗତକାଲି ସନ୍ଧ୍ୟାରେ ଗଣ୍ଡଗୋଳ…

ଅପରେସନ ସିନ୍ଦୂରକୁ ଅପରେସନ ବ୍ଲୁ ଷ୍ଟାର କହିଦେଲେ କଂଗ୍ରେସ ନେତ୍ରୀ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ, ଭାରତୀୟ ସୁରକ୍ଷା ବାହିନୀ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଏବଂ ପାକିସ୍ତାନ ଏବଂ ଆତଙ୍କବାଦୀମାନଙ୍କୁ ଏପରି ଏକ ଶିକ୍ଷା ଦେଇଥିଲା ଯାହାକୁ ସେମାନେ ବର୍ଷ ବର୍ଷ ଧରି ଭୁଲିପାରିବେ ନାହିଁ। ତେବେ ବିରୋଧୀ କଂଗ୍ରେସ ଏହି…

ସନ୍ଧ୍ୟା ୫ଟା୩୦ ପୂର୍ବରୁ ଅଫିସ ଛାଡିପାରିବେନି ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀ

ଭୁବନେଶ୍ବର: ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ ଜାରି ହେଲା ନୂଆ ନିର୍ଦ୍ଦେଶନାମା । ସାଢ଼େ ୫ଟା ପୂର୍ବରୁ ଅଫିସ ଛାଡ଼ିପାରିବେ ନାହିଁ କର୍ମଚାରୀ । ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀମାନେ ସକାଳ ୧୦ଟା ସମୟରେ ଅଫିସ ଆସିବେ ଆଉ ସନ୍ଧ୍ୟା…

ତେଜପ୍ରତାପଙ୍କୁ ୬ ବର୍ଷ ପାଇଁ ନିଲମ୍ବନ କଲେ ଆରଜେଡି ସୁପ୍ରିମୋ

ନୂଆଦିଲ୍ଲୀ: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ରବିବାର ଲାଲୁ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ ବ୍ୟକ୍ତିଗତ ଜୀବନରେ ନୈତିକ ମୂଲ୍ୟବୋଧକୁ ଅଣଦେଖା କରିବା ସାମାଜିକ…

ଚାଲିଛି ରଥନିର୍ମାଣ କାର୍ଯ୍ୟ, ୩ ରଥର ୩୬ଟି ଚକ ନିର୍ମାଣ ଶେଷ

ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥନିର୍ମାଣ କାର୍ଯ୍ୟ । ୩ ରଥର ୩୬ଟି ଚକ ନିର୍ମାଣ ଶେଷ ହୋଇଛି । ଏହାସହ ୧୪ ନାହାକ ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି । ଚକ ତୁମ୍ବରେ ସିଙ୍ଗଡା ବାଡିଆ ଶେଷ…

କଟକ ଚୌଦ୍ବାର ଜେଲରେ ବିଚାରାଧୀନ କଏଦୀର ଆତ୍ମହତ୍ୟା

କଟକ: କଟକ ଚୌଦ୍ଵାର ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । ଜେଲ ପରିସରରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ କଏଦୀ ଜଣକଙ୍କ ପରିଚୟ ହେଉଛି ଟାଙ୍ଗୀ ଜରିପଡ଼ାର ବିଷ୍ଣୁପ୍ରସାଦ…

୪ ରାଜ୍ୟର ୫ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ: ନିର୍ବାଚନ କମିଶନ ୪ ରାଜ୍ୟର ପାଞ୍ଚଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଗୁଜରାଟର କାଦି ଏବଂ ବିସାବଦର ବିଧାନସଭା ଆସନ, କେରଳର ନିଲାମ୍ବୁର, ପଞ୍ଜାବର ଲୁଧିଆନା ଏବଂ ପଶ୍ଚିମବଙ୍ଗର କାଲିଗଞ୍ଜ ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ…

ଅପରେସନ ସିନ୍ଦୂର ପରେ ବଢିଛି ପୁରୀର ସୁରକ୍ଷା, ରଥଯାତ୍ରାରେ ମୁତୟନ ହେବେ SOG ଯବାନ

ଅପରେସନ ସିନ୍ଦୂର ପରେ ବଢିଛି ଓଡ଼ିଶା ସୁରକ୍ଷା ଚିନ୍ତା । ବିଶେଷ କରି ପୁରୀର ସୁରକ୍ଷା ଏବେ କଡା କଡି କରାଯାଇଛି । ଜ୍ୟୋତି ମଲହୋତ୍ରା ଓ ତାଙ୍କ ବାନ୍ଧବୀ ପୁରୀର ବିଭିନ୍ନ ସ୍ଥାନରେ ବୁଲିବା ସହ ଭିଡିଓ କରିଥିଲେ ।…