ଭାରତର ଆକ୍ରମଣରେ ନଷ୍ଟ ହୋଇଥିବା ଆତଙ୍କବାଦୀ ଆଡ୍ଡାକୁ ପୁଣି ନିର୍ମାଣ କରିବାକୁ ଚେଷ୍ଟା କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ 'ଅପରେସନ୍ ସିନ୍ଦୂର'କୁ ଆଧାର କରି ଭାରତ ନଅଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା। ପାକିସ୍ତାନକୁ କଡ଼ା ଜବାବ ଦେଇ ନଅଟି ଆତଙ୍କବାଦୀ ଆଡ୍ଡାକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରି ଦେଇଥିଲା ଭାରତ। ଭାରତର ଏହି…

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଲିଙ୍କ୍ ଘଟଣା: ମୁହଁ ଖୋଲିଲେ ପ୍ରିୟଙ୍କା ସେନାପତି

ପୁରୀ: ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଲିଙ୍କ୍ ଘଟଣାରେ ମୁହଁ ଖୋଲିଛନ୍ତି ପ୍ରିୟଙ୍କା ସେନାପତି। ସେ କହିଛନ୍ତି, ଜ୍ୟୋତି ମୋର କେବଳ ଜଣେ ସାଙ୍ଗ। ୟୁଟ୍ୟୁବ ମାଧ୍ୟମରେ ତାଙ୍କ ସହ ମୋର ପରିଚୟ ହୋଇଥିଲା। ଜ୍ୟୋତି ମାଲହୋତ୍ରା ଯେଉଁ ଅଭିଯୋଗରେ ଗିରଫ ହୋଇଛନ୍ତି,…

ଖୁବଶୀଘ୍ର ନୟାଗଡରୁ ବୌଦ୍ଧକୁ ଟ୍ରେନ୍ ଚାଲିବ: ମୁଖ୍ୟମନ୍ତ୍ରୀ

ବୌଦ୍ଧ: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୌଦ୍ଧ ଜିଲ୍ଲା ଗସ୍ତ କରି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ ଜିଲ୍ଲା ପ୍ରଶାସନର କାର୍ଯ୍ୟ ବିଷୟରେ ସମୀକ୍ଷା କରି ବୈଠକରେ ନିଜର…

ଲଜ୍ ଭିତରୁ ମିଳିଲା ଯୁବକଙ୍କ ମୃତଦେହ

ନୂଆପଡ଼ା: ନୂଆପଡ଼ା ସହର ସ୍ଥିତ ନୀଳାଦ୍ରି ବିହାର କଲ୍ୟାଣ ମଣ୍ଡପ ଓ ଲଜର ୧୧୫ ନମ୍ବର ବନ୍ଦ କୋଠରୀ ଭିତରୁ ସ୍ଥାନୀୟ ପୁଲିସ ସହାୟତାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ବ୍ୟକ୍ତି ଜଣକ ପଡ଼ୋଶୀ ଛତିଶଗଡ଼ ଦୁର୍ଗ ଜିଲ୍ଲା ଭିଳାଇ…

ଗୁପ୍ତଚର ଜ୍ୟୋତିଙ୍କ ସହ ପ୍ରିୟଙ୍କାଙ୍କ ଲିଙ୍କ୍: ପୁରୀ ଛାଡ଼ି ନଯିବାକୁ ଯୁବତୀଙ୍କୁ ନିର୍ଦ୍ଦେଶ

ପୁରୀ: ବର୍ଷ ବର୍ଷ ଧରି ଶତ୍ରୁରାଷ୍ଟ୍ର ପାକିସ୍ତାନ ପାଇଁ ଗୁପ୍ତଚୋର କରୁଥିବା ଅଭିଯୋଗରେ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାକୁ ହରିୟାଣା ପୋଲିସ ଗିରଫ କରିବା ପରେ ଗୋଟେ ପରେ ଗୋଟେ ଗୁମର ଖୋଲିବାରେ ଲାଗିଛି। ଏହାରି ଭିତରେ ପୁରୀ କାଳିକାଦେବି ସାହିର ପ୍ରିୟଙ୍କା…

କାଠଯୋଡ଼ିରେ ବୁଡି ଦୁଇ ଜଣ ଯୁବକ ନିଖୋଜ, ଜଣଙ୍କର ମୃତ ଦେହ ଉଦ୍ଧାର

କଟକ : ଗାଧେଇଲା ବେଳେ ଅଘଟଣ। କଟକ ସଡ଼ିଏ ୧୧ ନିକଟ କାଠଯୋଡ଼ି ଗଡା ନିକଟରେ ଗାଧେଇଲା ବେଳେ ବୁଡି ଗଲେ ଦୁଇ ଯୁବ ଇଞ୍ଜିନିୟର । ଜଣଙ୍କ ମୃତ ଶରୀର ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଜଣେ ନିଖୋଜ ଅଛନ୍ତି…

ପାକିସ୍ତାନ ଆଗରେ ୧୧ଟି ସର୍ତ୍ତ ରଖିଲା IMF

ନ୍ୟୁୟର୍କ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପାକିସ୍ତାନ ଉପରେ ଏହାର ରିଲିଫ୍ କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟ ଜାରି କରିବା ପାଇଁ ୧୧ଟି ନୂତନ ସର୍ତ୍ତ ଲାଗୁ କରିଛି। ଏହା ସହିତ, ଆଇଏମଏଫ ପାକିସ୍ତାନକୁ ଚେତାବନୀ ଦେଇଛି ଯେ ଭାରତ ସହିତ ଉତ୍ତେଜନା…

ମେ ୧୯ରୁ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

କଟକ: କଟକ ସହରରେ ଓଡ଼ିଶା ହାଇକୋର୍ଟ ଗ୍ରୀଷ୍ମ ଛୁଟି ପାଇଁ ମେ ୧୯ରୁ ଜୁନ୍ ୧୬ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଜରୁରୀ ମାମଲା ଶୁଣାଣି ପାଇଁ କିଛି ନିର୍ଦ୍ଦିଷ୍ଟ ତାରିଖରେ ଭେକେସନ ବେଞ୍ଚ ଗଠନ କରାଯିବ। କାର୍ଯ୍ୟସୂଚୀ…

ସାଙ୍ଗକୁ ବଞ୍ଚାଇବାକୁ ଯାଇ ସାଙ୍ଗ ମୃତ

ଆନନ୍ଦପୁର : ଏମିତି ସାଙ୍ଗ ଜଗତେ ନାହିଁ ।  ସାଙ୍ଗକୁ ବଞ୍ଚାଇବାକୁ ଯାଇ ସାଙ୍ଗ ମୃତ ।  କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ବଡ଼ପଦନା ଗାଁରେ ଅଘଟଣ ଘଟିଛି । ମୃତକ ହେଲେ ଶୁଭମ ସାହୁ ।  ପଦନା ଗାଁର ଶୁଭମ ଓ…

୨୭୩ ଡ୍ରୋନ ସହ ୟୁକ୍ରେନ ଉପରେ ରୁଷର ଆକ୍ରମଣ

କିବ୍: ରବିବାର ପ୍ରତ୍ୟୁଷରେ ରୁଷ ୟୁକ୍ରେନ ଉପରେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଏବଂ ଆକ୍ରମଣାତ୍ମକ ଡ୍ରୋନ୍ ଆକ୍ରମଣ କରିଛି। ଏହି ଆକ୍ରମଣ ଡ୍ନିପ୍ରୋପେଟ୍ରୋଭସ୍କ ଏବଂ ଡୋନେସ୍କ ଅଞ୍ଚଳକୁ ଦୋହଲାଇ ଦେଇଥିଲା। ଏହି ଆକ୍ରମଣ ୟୁକ୍ରେନର ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ସମସ୍ୟା ସୃଷ୍ଟି…