ଭାରତ ପାଣି ବନ୍ଦ କଲେ, ଆମେ ନିଶ୍ୱାସ ବନ୍ଦ କରିଦେବୁ; ଏମିତି ଧମକ ଦେଲା ପାକିସ୍ତାନ

ପାକିସ୍ତାନ ସେନା ମୁଖପାତ୍ର ଅହମଦ ସରିଫ୍‍ ଚୌଧୁରୀ ପୁଣି ଥରେ ଭାରତକୁ ଧମକ ଦେଇଛନ୍ତି । ସରିଫ ଚୌଧୁରୀ କହିଛନ୍ତି ଯେ ଯଦି ଭାରତ ଆମର ପାଣି ବନ୍ଦ କରିଦିଏ, ତେବେ ଆମେ ତା’ର ନିଶ୍ୱାସ ବନ୍ଦ କରିଦେବୁ । ଏକ…

ଭିଜିଲାନ୍ସ ଜାଲରେ ଜେଇ, ଏକକାଳୀନ ୮ଟି ସ୍ଥାନରେ ରେଡ୍

ନୂଆପଡ଼ା: ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳର ଆର ଆଣ୍ଡ ବି ଡିଭିଜନର କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୃତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ଘରେ ଚଢ଼ାଉ । ନୂଆପଡ଼ା, ଭୁବନେଶ୍ୱର ଓ ପୁରୀ ଜିଲ୍ଲା…

ଦୁଇ ଇଂଜିନିୟରଙ୍କୁ କୋଟିଏ ୫ ଲକ୍ଷ ଠକେଇ, ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

ଖୋର୍ଦ୍ଧା: ଇଂଜିନିୟରଙ୍କୁ ଲକ୍ଷଲକ୍ଷ ଟଙ୍କାର ଚୂନ । ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚ ।  ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ଅଭିଯୁକ୍ତ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଓରଫ ବିରଞ୍ଚି ପଟ୍ଟନାୟକ ଦୁଇ ଜଣ ଇଂଜିନିୟଙ୍କୁ କୋଟିଏରୁ ଅଧିକ ଟଙ୍କାର ଚୂନ ଲଗାଇଥିଲା । ଉଚ୍ଚ…

ଜୁନ୍ ୧ରେ ଖୋଲିବ ହୀରାକୁଦ ଜଳଭଣ୍ଡାର, ଆଲର୍ଟରେ ୧୫ ଜିଲ୍ଲା

ସମ୍ବଲପୁର: ଉପରମୁଣ୍ଡରେ ଲଗାତାର ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାର ଲାଗିଛି । ଯାହାକୁ ନଜରରେ ରଖି ଜୁନ ୧ରେ ଖୋଲିବ ହୀରାକୁଦ ଜଳଭଣ୍ଡାର । ଏନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଏକ ଚେତାବନୀ ଜାରି କରିଛନ୍ତି ।…

ସ୍ଥିତି ମୁକାବିଲା ପାଇଁ ସରକାର ପ୍ରସ୍ତୁତ, କୋଭିଡକୁ ନେଇ ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟ ସଚିବଙ୍କ ପରାମର୍ଶ

ଭୁବନେଶ୍ବର : ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ଵତୀ ଏସ୍ ଜନସାଧାରଣଙ୍କୁ କୋଭିଡକୁ ନେଇ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାର କୋଭିଡ୍ ଘଟଣା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ଏବଂ ଯେ…

‘ଦୁର୍ଗମ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରନ୍ତୁ ସଚିବ’: ପିଏମ୍‌ ଜନମନ ଯୋଜନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ୧୪ଟି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ(ପିଏମ୍‌ ଜନମନ) କାର୍ଯ୍ୟକାରୀ ହେଉଛି। ଯୋଜନା କାର୍ଯ୍ୟକାରୀ ହେଉଥିବା ପ୍ର‌ତ୍ୟେକ ଦୁର୍ଗମ ଅଞ୍ଚଳକୁ ପରିଦର୍ଶନରେ ଯାଇ ସେଠାକାର ପରିସ୍ଥିତି ପରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।…

ଲିଙ୍ଗରାଜ ଷ୍ଟେସନ ରୋଡ଼ ସମ୍ମୁଖରୁ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ବର: ଭୁବନେଶ୍ବର ଲିଙ୍ଗରାଜ ଷ୍ଟେସନ ରୋଡ଼ ସମ୍ମୁଖରୁ ଗୁରୁବାର ସକାଳେ ମୃତଦେହ ଉଦ୍ଧାର ହୋଇଛି । ଏନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତ ଯୁବକଙ୍କ ନାଁ ସନାତନ ରାଉତ। ମୃତକଙ୍କ ଘର ଭୀମଟାଙ୍ଗି ସ୍ଥିତ ଖଣ୍ଡୁଆଳ ସାହିରେ ବୋଲି…

ମାଲକାନଗିରିର ଦୁଇ ଆଇନଜୀବି ସମ୍ବର୍ଦ୍ଧିତ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆଜି ଦ୍ବିପହରରେ ଜଂଗଲରୁ ସମସ୍ତ ୨୭ଟି ଶବ ପହଞ୍ଚିଥିଲା। ଏହା ପରେ ପୁଲିସ ବିଭାଗର ଡିଜିପି ସମେତ ସମସ୍ତ ଉଚ୍ଚ ପଦାଧିକାରୀ ପହଞ୍ଚିଥିଲେ। ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଡିଜିପି…

ନିୟମଗିରି ପାହାଡ଼ରେ ହାତୀପଲ; ଲୋକେ ଭୟଭୀତ, ବନ ବିଭାଗ ନାକେଦମ

କଲ୍ୟାଣସିଂହପୁର: ଦିନକୁ ଦିନ ନିୟମଗିରି ଅଞ୍ଚଳରେ ହାତୀ ଆତଙ୍କ ସୃଷ୍ଟି କରିଥିବାରୁ ଲୋକେ ଭୟଭୀତ ରହିଛନ୍ତି। ଜଙ୍ଗଲ ନଷ୍ଟ, ପୋଡୁ ଚାଷ ଓ ବନବିଭାଗର ସଚେତନାର ଅଭାବ ଯୋଗୁଁ ବନ୍ୟଜନ୍ତୁ ଜଙ୍ଗଲରେ ରହିବା ବଦଳରେ ଗାଁ ମୁହାଁ ହୋଇ ଫସଲ ନଷ୍ଟ…

ସୁଧାକର ବୁର୍ଗି ଓଏସଏସସି ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ଵର: ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ(ଓଏସଏସସି)କୁ ମିଳିଲା ନୂଆ ଅଧ୍ୟକ୍ଷ। ଅବସରପ୍ରାପ୍ତ ଆଇଏଏସ ସୁଧାକର ବୁର୍ଗି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନର ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି। ପୂର୍ବତନ ଡିଜିପି ଅଭୟଙ୍କ ଓଏସଏସସି ଅଧ୍ୟକ୍ଷ ପଦରୁ ଇସ୍ତଫା ପରେ ସୁଧାକର…