Ps thakuramunda

କରଞ୍ଜିଆ : ଝୁଲିପଡ଼ିଲେ ଯୁବକ, ଯୁବତୀ ।  ଗୋଟିଏ ଗଛ ଡାଳରୁ ଝୁଲନ୍ତା ଅବସ୍ଥାରେ ଦୁଇଟି ମୃତଦେହ ଠାବ ।  ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ତାଳପଦା ପଞ୍ଚାୟତ କାଳିଆପୋଷି ଗାଁ ମୁଣ୍ଡରୁ ଉଦ୍ଧାର ହୋଇଚି ମୃତଦେହ ।  ଯୁବତୀ ସ୍ଥାନୀୟ ଅଞ୍ଚଳର ହୋଇଥିବାବେଳେ ଯୁବକର ପରିଚୟ ଅସ୍ପଷ୍ଟ ରହିଛି ।  ଘଟଣାସ୍ଥଳରୁ ମୃତଦେହ ଜବତ କରି ଠାକୁରମୁଣ୍ଡା ପୋଲିସର ତଦନ୍ତ ଜାରି ରହିଛି ।  ତେବେ ଏମାନେ ପ୍ରେମୀଯୁଗଳ କି ଅନ୍ୟ କିଛି କାରଣ ଜଣାପଡ଼ିନି ।

Share