School students 750x391 1

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଜିଲ୍ଲାରେ ମଙ୍ଗଳବାର ଠାରୁ ସକାଳ ୬.୩୦ ରୁ୯ଟା ପର୍ଯ୍ୟନ୍ତ ଖୋଲା ହେବ ସ୍କୁଲ୍ । ପ୍ରବଳ ଖରାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଶିଶୁବାଟିକାଠାରୁ ଦ୍ବାଦଶ ଶ୍ରେଣୀ ପାଇଁ ନିର୍ଦେଶ ।

ଅନ୍ୟପଟେ, ଅସହ୍ୟ ଖରାକୁ ଦେଖି ଏଭଳି  ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ। ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ସକାଳୁଆ ହେବ।  ଭୟଙ୍କର ହିଟ୍ ୱେଭକୁ ଦେଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

Share