ମାଓବାଦୀଙ୍କ ଲଙ୍କାକାଣ୍ଡ, ଜାଳିଦେଲେ ଲୁହାପଥର ପରିବହନ କରୁଥିବା ଟ୍ରକ୍

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ବଡ ଧରଣର ଲଙ୍କାକାଣ୍ଡ। ଫରସଗାଓଁ ନିକଟରେ ଏକ ଟ୍ରକକୁ ଜାଳିଦେଲେ ମାଓବାଦୀ। ଛୋଟେ ଡଙ୍ଗର ଖାଦାନରୁ ଲୁହା ପଥର ବୋଝେଇ ଆଣିବା ପାଇଁ ଯିବା ବେଳକୁ ମାଓବାଦୀ ଉଭୟ…

ବିବାହ ବେଦୀ ଉପରେ ଏସିଡ ମାଡ଼, ବର କନ୍ୟା ସମେତ ୧୨ ଗୁରୁତର

ଉମରକୋଟ : ଛତିଶଗଡ଼ ଅନ୍ତର୍ଗତ ବସ୍ତର ଜିଲ୍ଲାରୁ ଏକ ବଡ ଖବର ସାମ୍ନାକୁ ଆସିଛି। ବିବାହ ବେଦୀ ଉପରେ କେହି ଜଣେ ଦୁର୍ବୃତ୍ତ ଏସିଡ୍ ମାଡ଼ କରି ଫେରାର୍ ହୋଇ ଯାଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଅନ୍ଧାରର…

ଜାମ୍ମୁ ଓ କାଶ୍ମୀରରେ ସେନାର ଗାଡ଼ି ଉପରକୁ ଆକ୍ରମଣ ଘଟଣା: ୫ ଯବାନଙ୍କ ସମେତ ଓଡ଼ିଆ ପୁଅ ସହିଦ

ଜମ୍ମୁରେ ସହିଦ ୫ ଯବାନଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ । ସହିଦ୍‌ ଯବାନ ଦେବାଶିଷ ବିଶ୍ୱାଳଙ୍କ ଘର ପୁରୀ ଜିଲ୍ଲାରେ । ସତ୍ୟବାଦୀ ବ୍ଳକ୍‌ ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିରେ ଦେବାଶିଷଙ୍କ ଘର। ସୂଚନା ଅନୁସାରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ…

ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଶେଷକୃତ୍ୟ

ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ୍ ଓ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା।…

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୧୨ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି 

କମିବାର ନାଁ ନେଉନି ତାତି। ପ୍ରଚଣ୍ଡ ରୌଦ୍ର ତାପରେ ଅସ୍ତବ୍ୟସ୍ତ ଜନଜୀବନ। ଏହା ଉପରେ ପୁଣି ହିଟ୍‌ ୱେଭ ୱାର୍ଣ୍ଣିଂ। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୧୨ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।…

ଜିତିଲା ଆରସିବି, ସିରାଜଙ୍କୁ ୪ ୱିକେଟ

କ୍ରମାଗତ ୨ଟି ପରାଜୟ ପରେ ଆଜି ପଞ୍ଜାବ କିଙ୍ଗସକୁ ୨୪ ରନରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ବା ଆରସିବି। ଆଜି ନିୟମିତ ଅଧିନାୟକ ଫାଫ ଡୁପ୍ଲେସିସ ଖେଳୁଥିଲେ ମଧ୍ୟ ବିରାଟ କୋହଲି ଆରସିବିର କ୍ୟାପ୍ଟେନ୍ସି କରିଥିଲେ। ସେ ଚଳିତ ବର୍ଷ…

ଆତଙ୍କୀ ହମଲା ପରେ ସେନା ଟ୍ରକ୍‌ରେ ଲାଗିଥିଲା ନିଆଁ, ୫ ଯବାନ ସହିଦ

ଜମ୍ମୁ-କଶ୍ମୀରର ପୁଞ୍ଚରେ ସେନା ଟ୍ରକ୍‌ରେ ଆପେଆପେ ଜଳି ନଥିଲା। ଆତଙ୍କବାଦୀମାନେ ହିଁ ହମଲା କରିବା ପରେ ସେନା ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା। ଏହି ହମଲାରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ଆତଙ୍କବାଦୀମାନେ ବର୍ଷା ଓ ଲୋ ଭିଜିବିଲିଟିର ସୁଯୋଗ…

ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୨ଜଣଙ୍କୁ ହାଇକୋର୍ଟରୁ ଜାମିନ

କଟକ: ଗତ ଫେବ୍ରୁଆରି ୨୮ରେ ଲୋୟର୍‌ ପିଏମ୍‌ଜିଠାରେ ‌ବିକ୍ଷୋଭ ବେଳେ ହିଂସା ଘଟାଇବା ଅଭିଯୋଗ ନେଇ ଦାୟର୍‌ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୨ଜଣଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ଜଷ୍ଟିସ୍‌ ସଙ୍ଗମ୍‌…

ରସୁଲଗଡ଼ରେ ରେଷ୍ଟୁରାଣ୍ଟ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ହିଂସାତ୍ମକ ଘଟଣା ବଢ଼ିବାରେ ଲାଗିଛି। ଥାନା ନିକଟରେ ବୋମାମାଡ଼ ହୋଇଛି। ରସୁଲଗଡ଼ ଛକ ଉପରେ ଥିବା ହୋଟେଲ ଉର୍ମୀ ଉପରକୁ ଏହି ବୋମାମାଡ଼ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ଓଭର ବ୍ରିଜ ଉପରୁ ହୋଟେଲ ଉପରକୁ ବୋମାମାଡ଼…

୨୩ରୁ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା

ପୁରୀ: ଆସନ୍ତା ୨୩ ତାରିଖରୁ ପବିତ୍ର ଚନ୍ଦନଯାତ୍ରା । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କ ସମେତ ପଞ୍ଚୁପାଣ୍ଡବ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ବ୍ୟାପି ନୌକାବିହାର ବା ଜଳକ୍ରୀଡା କରିବେ । ଯାହାକୁ ବାହାର ଚନ୍ଦନ ଯାତ୍ରା…