ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ FIR, ପୋଲିସକୁ ଆକ୍ରମଣ ଓ ସରକାରୀ କାମରେ ବାଧା ଦେବା ଅଭିଯୋଗ
ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନାଁରେ FIR । ପୋଲିସକୁ ଆକ୍ରମଣ ଓ ସରକାରୀ କାମରେ ବାଧା ଦେବା ଅଭିଯୋଗ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଅଡ଼ୁଆ ବଢ଼ିଛି ।…