ରାଜ୍ୟରୁ ମୌସୁମୀ ବିଦାୟ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର : ଫେରୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଜିଠୁ ରାଜ୍ୟରୁ ଆରମ୍ଭ ହେଲା ମୌସୁମୀ ବିଦାୟ ପ୍ରକ୍ରିୟା । ବରଗଡ , ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି…
ଭୁବନେଶ୍ୱର : ଫେରୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଜିଠୁ ରାଜ୍ୟରୁ ଆରମ୍ଭ ହେଲା ମୌସୁମୀ ବିଦାୟ ପ୍ରକ୍ରିୟା । ବରଗଡ , ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି…
ଆଳି: ସ୍ୱାମୀକୁ ହତ୍ୟାକଲା ସ୍ତ୍ରୀ । ତଣ୍ଟି ଉପରେ ଛିଡ଼ା ହୋଇ ସ୍ୱାମୀକୁ ହତ୍ୟା କରି ଥିବା ସ୍ୱୀକାର କରିଛି ସ୍ତ୍ରୀ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ମାଳପାଟଣା ଗାଁରେ ସ୍ୱାମୀଙ୍କୁ ହତ୍ୟା କରିଛି ସ୍ତ୍ରୀ । ମୃତକ ହେଉଛନ୍ତି…
ଭୁବନେଶ୍ବର: OAS ଅଧିକାରୀ ସ୍ତରରେ ଅଦଳବଦଳ । ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ । ତ୍ରିଲୋଚନ ମହାନ୍ତିଙ୍କୁ ଭୁବନେଶ୍ବରସ୍ଥିତ ROTIର ଯୁଗ୍ମ ସଚିବ ଭାବେ ନୂଆ ନିଯୁକ୍ତି କରାଯାଇଛି । ଗୀତାଞ୍ଜଳି ନାୟକଙ୍କୁ E&IT ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ଦିଆଯାଇଛି…
ଯାଜପୁର ରୋଡ: ନିର୍ବାଚନ ପୂର୍ବରୁ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ବୋମା ମାଡ଼ । ବୋମାମାଡ଼ ପରେ ଛାତ୍ରଛାତ୍ରୀ ଭୟଭୀତ । ପୋଲିସର ତଦନ୍ତ ଆରମ୍ଭ । ସୂଚନା ଅନୁଯାୟୀ ଆଜି ଭୋର ସାଢ଼େ ୩ଟା ସମୟରେ ପ୍ରଥମେ ଯାଜପୁର…
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଅଞ୍ଚଳରେ ଥିବା ଜାତୀୟ ରାଜପଥ-୩୫୩ (NH-353) ଉପରେ ଗୁରୁବାର ଦିନ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳ ସମୟରେ ଖଡିଆଳ ଥାନା ଅଧୀନ ତିଖାଲି…
ନୂଆଦିଲ୍ଲୀ: ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ କେନ୍ଦ୍ର ସରକାର ନୂଆ ବାୟୁସେନା ମୁଖ୍ୟ (୨୯ତମ) ନିଯୁକ୍ତ କରିଛନ୍ତି। ସେ ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ। ସେ ଆସନ୍ତା ୩୧ ତାରିଖରୁ ଦାୟିତ୍ବ ଗ୍ରହଣ କରିବେ। ସେ ଏବେକାର ବାୟୁସେନା ମୁଖ୍ୟ…
ଷ୍ଟକହୋମ୍: ୨୦୨୬ ମସିହା ପାଇଁ ରସାୟନ ବିଜ୍ଞାନର ନୋବେଲ୍ ପୁରସ୍କାର ଘୋଷଣା ହୋଇଛି। ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି। ଅସମମିତ ଜୈବିକ ସଂଶ୍ଳେଷଣରେ ଅଣ-ରୈଖିକ ପ୍ରଭାବ ଏବଂ ଅଟୋକାଟାଲିସିସ୍…
ନୂଆଦିଲ୍ଲୀ: ପାକିସ୍ତାନର ଗୁପ୍ତଚର ନେଟୱାର୍କ ସର୍ବଦା ଜାତୀୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିପଦ ସୃଷ୍ଟି କରିଆସିଛି । ସୈନିକମାନଙ୍କଠାରୁ ହନିଟ୍ରାପ୍ କରି ସମ୍ବେଦନଶୀଳ ସୂଚନା ହାସଲ କରୁଥିବା ପାକିସ୍ତାନୀ ନେଟୱାର୍କର ପର୍ଦ୍ଦାଫାସ କରିବା ପାଇଁ ଅପରେସନ୍ ଫାୟାରୱାଲ୍-୨୦୨୬ ଆରମ୍ଭ କରାଯାଇଛି…
ୟୁକ୍ରେନ୍: କୃଷ୍ଣ ସାଗରରେ ତୈଳବାହୀ ଜାହାଜ ଉପରେ ୟୁକ୍ରେନ ଡ୍ରୋନ୍ ଆକ୍ରମଣ କରିଛି । ସୁରକ୍ଷିତ ଉଦ୍ଧାର ହେଲେ ସମସ୍ତ ୨୩ ଭାରତୀୟ ନାବିକ । ଏହି ଆକ୍ରମଣରେ ଲାଇବେରିଆ ପତାକାବାହୀ ‘ଆଫ୍ରାମାକ୍ସ ରିଓ’ ଟ୍ୟାଙ୍କରରେ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି…
ନୂଆଦିଲ୍ଲୀ : ସରକାରର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯୁବପିଢିଙ୍କୁ ଦେଶର ବିକାଶ ପାଇଁ ଶକ୍ତି ଏବଂ ସାହସ ସହିତ ଆଗକୁ ବଢିବା ପାଇଁ ଆହ୍ବାନ ଦେଇଛନ୍ତି । ଜନତାଙ୍କ ଆଶୀର୍ବାଦ ମୋର…