ଦିନେ ନା ଦିନେ ଆପଣଙ୍କ ଅହଂକାର ଭାଙ୍ଗିବା ଲୋକେ ଆସିବେ – ମୋଦିଙ୍କୁ କହିଲେ ଖଡଗେ
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ସଂସଦରେ କହିଛନ୍ତି, ଅପରେସନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସର୍ବଦଳୀୟ ବୈଠକରେ ଉପସ୍ଥିତ ହେବାର ଥିଲା। କିନ୍ତୁ ସେ ସେତେବେଳେ ବିହାରରେ ନିର୍ବାଚନୀ ପ୍ରଚାରରେ ବ୍ୟସ୍ତଥିଲେ। ଅହଂକାରୀ ସରକାର ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ…
