ଭବାନୀପାଟଣାରେ ସାଧାରଣଜନତାଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାର ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲାରୁ ଶାସନ କରିବେ। ବିଗତ କିଛି ଦଶନ୍ଧି ପୂର୍ବରୁ ରାଜ୍ୟର ସବୁଠାରୁ ପଛୁଆ ଅଞ୍ଚଳ ଭାବେ ଦେଶରେ ପରିଚିତ ଥିବା କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କର ଅଭିଯୋଗ ଶୁଣିବେ। ରାଜସ୍ବ ମନ୍ତ୍ରୀ ସରେଶ ପୂଜାରୀ…

ଆତ୍ମସମର୍ପଣ କଲେ ୨ ମହିଳା କ୍ୟାଡରଙ୍କ ସମେତ ୩ ହାର୍ଡକୋର ମାଓବାଦୀ

ଫୁଲବାଣୀ: ମାଓ ବିରୋଧୀ ଅଭିଯାନରେ କନ୍ଧମାଳ ପୁଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏ ନେଇ ଆଜି ସ୍ଥାନୀୟ ଜିଲ୍ଲା ପୁଲିସ ମୂଖ୍ୟାଳୟରେ…

ବିଦ୍ୟୁତ୍‌ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିବା ଅଭିଯୋଗ; ୱାର୍ଡମେମ୍ବର ଅଟକ

ବାଲିପାଟଣା: ସୀମା ଟପିଲା ଅମାନୁଷିକତା। ବାଉଁଶମୂଳିରେ ବିଦ୍ୟୁତ ବିଭାଗର ଜଣେ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ଏହି ଘଟଣା ଆଦିବାସୀ ଅଧ୍ୟୁଷିତ କିମ୍ବା ଦୁର୍ଗମ ଅଞ୍ଚଳରେ ନୁହେଁ। ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ସମ୍ବେଦନଶୀଳ…

୯୫ ଦିନରେ ସଂପୂର୍ଣ୍ଣ ହେଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର ମରାମତି କାମ

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆଜି ସମ୍ପୂର୍ଣ୍ଣ ହୋଇଛି। ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ମରାମତି କାମ ଶେଷ ହୋଇଛି। ଏହି ଗୁରୁତ୍ବପୂର୍ଣ୍ଣ କାମ ଏଏସ୍‌ଆଇର ପ୍ରତ୍ୟକ୍ଷ ତତ୍ତ୍ବାବଧନରେ ସମ୍ପୂର୍ଣ୍ଣ ହୋଇଛି। ଏଥି…

ମୋତେ ହତ୍ୟା କରିବାକୁ ଉଦ୍ୟମ କରିଥିଲା ଇସ୍ରାଏଲ: ମାସୁଦ

ନୂଆଦିଲ୍ଲୀ : ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା ଇସ୍ରାଏଲ। ଏକ ସାକ୍ଷାତକାର ଅବସରରେ ମାସୁଦ ଏହା ସ୍ପଷ୍ଟ କରିଛନ୍ତି। ଇସ୍ରାଏଲ ତାଙ୍କୁ ହତ୍ୟା ଖରିବାକୁ ଉଦ୍ୟମ କରିଥିଲା, କିନ୍ତୁ ବିଫଳ ହୋଇଥିଲା ବୋଲି ମାସୁଦ…

ପ୍ୟାକିଂ ସମ୍ପୂର୍ଣ୍ଣ ସମାପ୍ତ, ସରକାରୀ ବାସଭବନ ଛାଡିବା ନେଇ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡଙ୍କ ସ୍ପଷ୍ଟିକରଣ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଶାସନ ଚାହିଁଛନ୍ତି ଯେ ପୂର୍ବତନ ସିଜେଆଇ ଡି.ୱାଇ ଚନ୍ଦ୍ରଚୂଡ ତୁରନ୍ତ ସରକାରୀ ବାସଭବନ ଖାଲି କରନ୍ତୁ । ସେ ଏବେ ବି କ୍ରିଷ୍ଣା ମେନନ ମାର୍ଗରେ ଥିବା ସରକାରୀ ବାସଭବନରେ ରହୁଛନ୍ତି । ସେହି ବାସଭବନ ବର୍ତ୍ତମାନର ସିଜେଆଇଙ୍କ…

ଫାର୍ମହାଉସ୍‌ରୁ ଖସିଆସିଲା ପୋଷା ସିଂହ; ରାସ୍ତା ମଝିରେ ଖେଳିଲା ଭୟର ବାତାବରଣ

ଇସ୍‌ଲାମ୍‌ବାଦ୍‌: ପାକିସ୍ତାନର ଲାହୋରରେ ‌ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଫାର୍ମହାଉସରୁ ଏକ ପୋଷା ସିଂହ ପଳାଇଯିବା ଫଳରେ ଲୋକଙ୍କ ମଧ୍ୟରେ ଭୟର ଆତଙ୍କ ଦେଖାଦେଇଛି। ସିଂହଟି ଖସି ପଳାଇ ଆସିବା ପରେ ଜଣେ ମହିଳା ଏବଂ ତାଙ୍କର ଦୁଇ ଛୋଟ…

ବିଜେପି ଛାଡ଼ି ଜନ ସୁରାଜ ପାର୍ଟୀରେ ସାମିଲ ହେଲେ ବିହାରର ଚର୍ଚ୍ଚିତ ୟୁଟ୍ୟୁବର

ପାଟନା: ଜନ ସୁରାଜ ପାର୍ଟୀରେ ସାମିଲ ହେଲେ ବିହାରର ଚର୍ଚ୍ଚିତ ୟୁଟ୍ୟୁବର। ବିହାରର ପ୍ରସିଦ୍ଧ ୟୁଟ୍ୟୁବର ତଥ‌ା ରାଜନେତା ମନୀଷ କଶ୍ୟପଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ପ୍ରାୟ ଏକ ମାସ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିହାରର ରାଜଧାନୀ ପାଟନାର…

ଦିଲ୍ଲୀ ହାଇକୋର୍ଟରୁ ତୁର୍କୀ କମ୍ପାନୀ ସେଲେବିକୁ ଝଟକା

ନୂଆଦିଲ୍ଲୀ : ତୁର୍କୀ କମ୍ପାନୀ ସେଲେବି ଏୟାରପୋର୍ଟ ସର୍ଭିସେସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡକୁ ଦିଲ୍ଲୀ ହାଇକୋର୍ଟରୁ ଝଟକା ଲାଗିଛି। ବ୍ୟୁରୋ ଅଫ୍ ସିଭିଲ ଏଭିଏସନ ସିକ୍ୟୁରିଟି (ବିସିଏଏସ୍) ଦ୍ୱାରା ସୁରକ୍ଷା ମଞ୍ଜୁରୀ ରଦ୍ଦ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ସେଲେବିର ଆବେଦନକୁ…

ପ୍ରବଳ ବର୍ଷା ପାଇଁ କେଦାରନାଥ ଯାତ୍ରା ବନ୍ଦ; ଉତ୍ତରାଖଣ୍ଡରେ ଭୂସ୍ଖଳନର ବିପଦ

ନୂଆଦିଲ୍ଲୀ : କେଦାରନାଥ ଯାତ୍ରା ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି । ପ୍ରବଳ ବର୍ଷା କାରଣରୁ କେଦାରନାଥ ଯାତ୍ରାକୁ ବନ୍ଦ ରଖାଯାଇଛି । ଯାତ୍ରୀଙ୍କୁ ସୋନପ୍ରୟାଗ ଓ ଗୌରୀକୁଣ୍ଡରେ ଅଟକାଇ ରଖାଯାଇଛି । ରୁଦ୍ରପ୍ରୟାଗ ଓ ଚମୋଲୀ…