ଶୋଭାଯାତ୍ରା ବେଳେ ବିଧାୟକ ତାରା ବାହିନୀପତିଙ୍କୁ ଆକ୍ରମଣ,

ଜୟପୁର: ବିଧାୟକ ତାରା ବାହିନୀପତିଙ୍କୁ ଆକ୍ରମଣ। କୋରାପୁଟ ଜିଲ୍ଲାରେ ଗତ ୧୪ ତାରିଖରେ ଏକ ଶୋଭାଯାତ୍ରା ବେଳେ ତାରାଙ୍କୁ ଜଣେ ବ୍ୟକ୍ତି ମାଡ଼ ମାରିଥିବା ନେଇ ଥାନାରେ ଏତଲା ହୋଇଛି। ଏହି ଶୋଭାଯାତ୍ରାରେ ତାରାପ୍ରସାଦ ବାହିନୀପତି ଓ କଂଗ୍ରେସ ବିଧାୟକ ଦଳ…

କାଲିମେଳାରେ ଲଗାଣ ବର୍ଷା, ଏମଭି ୯୬ ବ୍ରିଜ୍ ବୁଡ଼ିଲା

ମାଲକାନଗିରି: ପୋଲ ଉପରେ ୨ଫୁଟର ପାଣି। ମାଲକାନଗିରି ଜିଲ୍ଲା କାଲିମେଳାରେ ଲଗାଣ ବର୍ଷାରେ ବୁଡ଼ିଲା ଏମ୍.ଭି-୯୬ ବ୍ରିଜ୍। କାଲିମେଳା-ମୋଟୁ ୩୨୬ ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇଯାଇଛି। ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଛି। ବ୍ରିଜ ଉପରେ ୨ ଫୁଟର…

ବାବାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ତଦନ୍ତ ଜାରି

ଢେଙ୍କାନାଳ: କାମାକ୍ଷାନଗରରେ ଜଣେ ଆତ୍ମଘୋଷିତ ବାବାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି। ଅଭିଯୁକ୍ତ ଜଣକ ଆଶ୍ରମର ରୋଷେୟା ଭାବେ କାମ କରୁଥିବା ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି। ଏହି ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି…

ମଣିଷ ପାଇଁ ବିପଦ ବାର୍ଡ ଫ୍ଲୁ ଭୂତାଣୁର ମ୍ୟୁଟେସନ୍: ଆଇଆଇଏସ୍‌ସି

ବେଙ୍ଗାଲୁରୁ: ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏସ୍‌ସି)ର ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଏଚ୍୫ଏନ୍୧ (ବାର୍ଡ ଫ୍ଲୁ) ଭୂତାଣୁ ନିର୍ଦ୍ଦିଷ୍ଟ ମ୍ୟୁଟେସନ୍ କାରଣରୁ ମଣିଷ ପାଇଁ ସମ୍ଭାବ୍ୟ ବିପଦ ହୋଇପାରେ। ଆଇଆଇଏସ୍‌ସିର ବାୟୋକେମିଷ୍ଟ୍ରି ବିଭାଗର ସହକାରୀ ପ୍ରଫେସର କେଶବର୍ଦ୍ଧନ ସାନୁଲାଙ୍କ ନେତୃତ୍ୱରେ ଗବେଷକମାନେ…

ଭାରତ ଆମେରିକା ଉପରେ ଅଧିକ ନିର୍ଭର କରିବା ଉଚିତ ନୁହେଁ; ଆମେରିକା ଅର୍ଥନୀତିଜ୍ଞ

ନୂଆଦିଲ୍ଲୀ: ପାକିସ୍ତାକୁ ଧରି ଭାରତ ପଛରେ ପଡ଼ିଛି ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ‌କେହି ବି ପସନ୍ଦ କରୁନଥିଲେ ମଧ୍ୟ ତାଙ୍କ କୁଟନୀତି ତାଙ୍କ ଦେଶ ବ୍ୟତୀତ ଅନ୍ୟ ଦେଶକଗୁଡ଼ିକ ଉପରେ ବି ପଡୁଛି। ଏପେଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ଅଭିଯୋଗ: ତିନିଜଣଙ୍କୁ ଧରିଲା ସୁରକ୍ଷାବାହିନୀ

ଶ୍ରୀନଗର: ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ସୁରକ୍ଷାବାହିନୀ ଜମ୍ମୁ ଓ କାଶ୍ମୀରରେ ଏକ ବଡ଼ ସଫଳତା ହାସଲ କରିଛି। କୁପୱାଡ଼ାର ୱାଜାମା ହଣ୍ଡୱାଡ଼ାରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ତିନି ଜଣ ସହଯୋଗୀଙ୍କୁ ଗିରଫ କରିଛି। ଗିରଫ ତିନି ଜଣ ହେଉଛନ୍ତି ମହମ୍ମଦ…

ଭୟଙ୍କର ପରିଣତି ଭୋଗିବ : ପାକିସ୍ତାନକୁ ଭାରତର ଚେତାବନୀ

ନୂଆଦିଲ୍ଲୀ : ପାକିସ୍ତାନ ପକ୍ଷରୁ ବାରମ୍ବାର ଭାରତ ବିରୋଧରେ ଯୁଦ୍ଧ ଧମକ ଦିଆଯାଉଥିବାରୁ ତାହାର କଡ଼ା ଜବାବ ଦେଇଛି ଭାରତ । ପାକିସ୍ତାନ ପକ୍ଷରୁ ଯେକୌଣସି ଦୁଃସାହସର ପରିଣତି ଅତ୍ୟନ୍ତ ଭୟାବହ ହେବ ବୋଲି ଭାରତ କହିଛି । ଭାରତର ବୈଦେଶିକ…

AIIMS ରୁ ମୁହଁ ଫେରାଉଛନ୍ତି ଡାକ୍ତର; ୨ ବର୍ଷରେ ଛାଡ଼ିଲେଣି ୪୨୯ ଡାକ୍ତର

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ସରକାରୀ ମେଡିକାଲ୍ AIIMS ଏବେ ସଂକଟରେ । ଡାକ୍ତରମାନେ ଚାକିରି ଛାଡ଼ିବା ଏବେ ସବୁଠୁ ବଡ଼ ଚିନ୍ତାର ବିଷୟ ପାଲଟିଛି। ଏହାକୁ ନେଇ ସଂସଦରେ ପ୍ରକାଶ ପାଇଥିବା ଏକ ତଥ୍ୟ ସାରା ଦେଶକୁ ବିଚଳିତ କରିଦେଇଛି…

ଆଲାସ୍କାରେ ବୈଠକ ପୂର୍ବରୁ ପୁଟିନଙ୍କୁ ଟ୍ରମ୍ପଙ୍କ ଚେତାବନୀ

ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ୨୦୨୨ ମସିହାରେ ଆରମ୍ଭ ହୋଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ଏହାର କୌଣସି ଫଳାଫଳ ମିଳିନାହିଁ । ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ଅନେକ ଦେଶ ପ୍ରୟାସ କରିଥିଲେ । ହେଲେ, କେହି ସଫଳ…

‘ଆମ ପାଇଁ, ଆମର ସମ୍ବିଧାନ ଏବଂ ଆମର ଗଣତନ୍ତ୍ର ସର୍ବୋପରି’ : ରାଷ୍ଟ୍ରପତି

ନୂଆଦିଲ୍ଲୀ : ୭୯ତମ ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ସେ କହିଛନ୍ତି ଯେ ଏହି ସମାରୋହ ଆମକୁ ଭାରତୀୟ ହେବାର ଗୌରବକୁ ସ୍ମରଣ କରାଏ । ରାଷ୍ଟ୍ରପତି…