୨ୟ ଶ୍ରେଣୀ ଛାତ୍ରକୁ ନିସ୍ତୁକ ମାଡ଼ ମାରିବା ମହଙ୍ଗା ପଡ଼ିଲା, ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ଟିଟିଲାଗଡ : ଛାତ୍ରକୁ ଲହୁ ଲୁହାଣ କରି ମାଡ଼ ମାରି କାର୍ଯ୍ୟରୁ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟତ୍ରୀ । ଏପରି ଏକ ଘଟଣା ଘଟିଛି ଟିଟିଲାଗଡ଼ ଉପଖଣ୍ଡ ଅଧିନସ୍ତ ସଇଁତଳା ବ୍ଲକ ଟିକ୍ରାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଆସିଛି । ଗତ…

ମେଟ୍ରୋ ପାଇଁ ନୂଆ ଢାଞ୍ଚାରେ ଗଠନ ହେବ ବୈଷୟିକ କମିଟି, ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର : ନୂଆ ଢ଼ାଞ୍ଚାରେ ଭୁବନେଶ୍ବରରେ ମେଟ୍ରୋ । କେନ୍ଦ୍ର ସରକାରଙ୍କ ସହଯୋଗରେ ହେବ ମେଟ୍ରୋ । ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଗଠନ ହେବ ଟେକ୍ନିକାଲ କମିଟି । ଏହି କମିଟି ବିଭିନ୍ନ ସହରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ…

ଓବିସି ତାଲିକା ପାଇଁ NCBC କରିବ ସାର୍ବଜନିକ ଶୁଣାଣି, ପ୍ରସ୍ତାବିତ କମ୍ୟୁନିଟିର ପ୍ରତିନିଧିମାନେ ଉପସ୍ଥିତ ରହିବେ

ଭୁବନେଶ୍ୱର : ଓଡ଼ିଶାର କେନ୍ଦ୍ରୀୟ ଓବିସି ତାଲିକା ପାଇଁ NCBC ପକ୍ଷରୁ ହେବ ସାର୍ବଜନିକ ଶୁଣାଣି । ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗ (NCBC) ଅଧ୍ୟକ୍ଷ ହନ୍ସରାଜ ଗଙ୍ଗାରାମ ଆହିରଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୦ ତାରିଖରେ ଭୁବନେଶ୍ୱରରେ ସାର୍ବଜନିକ ଶୁଣାଣି ହେବ…

ସର୍ପାଘାତରେ ଚାଲିଗଲା ୪ ଜୀବନ

ଭୁବନେଶ୍ୱର : ଗୋଟିଏ ରାତିରେ ସାପ କାମୁଡ଼ାରେ ଚାଲିଗଲା ୪ ଜୀବନ । ଆନନ୍ଦପୁର ବ୍ଲକ ରାଧିକାଦେଇପୁରରେ ସାପ କାମୁଡ଼ାରେ ମାଆ-ପୁଅ ମୃତ । ଶୋଇଥିବାବେଳେ ଭିତରକୁ ଏକ ସାପ ପଶି ଆସି ଦୁଇ ଜଣଙ୍କୁ କାମୁଡି ଦେଇଥିଲା । ସେହିପରି…

ପାରିବାରିକ କଳହରୁ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ, ପୋଲିସ କଲା ଉଦ୍ଧାର

ମୋହନା: ଗାଁ ଦାଣ୍ଡରେ ବସିଲା କଙ୍ଗାରୁ କୋର୍ଟ । ପାରିବାରିକ କଳହକୁ କେନ୍ଦ୍ର କରି ଯୁବକକୁ ନିସ୍ତୁକ ମାଡ଼ ମାରିବା ସହ ଗାଁ ଦାଣ୍ଡରେ ବାନ୍ଧିଲେ ଗ୍ରାମବାସୀ। ଗଜପତି ଜିଲ୍ଲା ଅଡବା ଥାନା ପୋଲିସ ପହଞ୍ଚି ଯୁବକୁ ଉଦ୍ଧାର କରିଛି। ଅଡ଼ବା…

ସ୍ୱାଧୀନତା ଦିବସରେ ମାଂସ ଦୋକାନ ବନ୍ଦ ନିର୍ଦ୍ଦେଶ: ରାଜନୈତିକ ବିବାଦ ଜୋର ଧରିଲା

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ଦେଶର ଅନେକ ପୌରସଂସ୍ଥା ମାଂସ ଦୋକାନ ଓ କଂସେଇ ଦୋକନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ବିଭିନ୍ନ ରାଜନୈତିକ ଦଳର ନେତା ଏହାକୁ ଲୋକଙ୍କ ଖାଦ୍ୟାଭ୍ୟାସ ଓ…

ଖାଦ୍ୟ ପ୍ୟାକେଟରେ ବାହାରିଲା ସାପ, ଥାନାରେ ଅଭିଯୋଗ

ହାଇଦ୍ରାବାଦ: ତେଲେଙ୍ଗାନାର ଜାଡଚାର୍ଲା ମ୍ୟୁନିସିପାଲିଟିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ମହିଳା ସ୍ଥାନୀୟ ବେକେରୀରୁ କିଣିଥିବା କରି ପ୍ୟାକେଟ ଖାଦ୍ୟରେ ଏକ ଛୋଟ ସାପ ଦେଖି ଆତଙ୍କିତ ହୋଇଛନ୍ତି। ଏହି ଘଟଣା ପରେ ବେକେରୀ ବିରୋଧରେ ପୁଲିସରେ…

ପୋଲିସ ଏନକାଉଣ୍ଟରରେ ନକ୍ସଲ ନିହତ; ଏସଏଲଆର ରାଇଫଲ ଜବତ

ଝାଡଖଣ୍ଡ:ପଶ୍ଚିମ ସିଂହଭୂମି ଜିଲ୍ଲାରେ ପୋଲିସ ଏବଂ ନକ୍ସଲ ମଧ୍ୟରେ ଏନକାଉଣ୍ଟର ହୋଇଛି। ଗୋଇଲକେରା ଥାନା ଅଞ୍ଚଳର ସୌତାରେ ଏହି ଏନକାଉଣ୍ଟର ହୋଇଥିଲା। ଏହି ସମୟରେ ଉଭୟ ପକ୍ଷରୁ ଅନେକ ରାଉଣ୍ଡ ଗୁଳି ବିନିମୟ ହୋଇଥିଲା। ସୂଚନା ଅନୁଯାୟୀ, ଜଣେ ନକ୍ସଲଙ୍କ ମୃତଦେହ…

ପିକ୍ଅପ୍ ଭ୍ୟାନକୁ ଧକ୍କା ଦେଲା କଣ୍ଟେନର, ୧୦ ମୃତ

ରାଜସ୍ଥାନର ଦୌସାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯେଉଁଠାରେ ଏକ ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ସେହି ସମୟରେ ୨୦ ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି । ରାଜସ୍ଥାନର ସାଲାସର ବାଲାଜୀ…

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ୯ ସୈନିକ ମୃତ

ପାକିସ୍ତାନର ବେଲୁଚିସ୍ତାନରେ ପୁଣି ଥରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୯ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମଙ୍ଗଳବାର ଦିନ ଅଧିକାରୀମାନେ ଏହି ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି । ୱାଶୁକ…