ଧରାଳି ଭଗ୍ନାବଶେଷ ତଳୁ ବାହାରିଲା ୪୫ ଫୁଟର କୋଠା, ଉଦ୍ଧାର କାର୍ଯ୍ୟ ଜାରି
ଧରାଳି : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଳି ଭୟଙ୍କର ବିପର୍ଯ୍ୟୟ ଘଟିଥିଲା । ଫଳରେ ବିପର୍ଯ୍ୟୟ ଯୋଗୁଁ ସ୍ଥାନୀୟ ଲୋକଙ୍କ ଜୀବନଯାପନରେ ବାଧା ସୃଷ୍ଟି କରିଛି । ବିପର୍ଯ୍ୟୟର ଛଅ ଦିନ ପରେ ଲଗାତାର ୨୪ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ…