ମଧ୍ୟପ୍ରାଚ୍ୟକୁ ସ୍ବାଭାବିକ ହେଲା ଏୟାର ଇଣ୍ଡିଆ ବିମାନ ସେବା
ନୂଆଦିଲ୍ଲୀ: ଭାରତର ବିମାନ ପରିବହନ କମ୍ପାନୀ ଏୟାର ଇଣ୍ଡିଆ ମଧ୍ୟପ୍ରାଚ୍ୟକୁ ବିମାନ ସେବା ସ୍ବାଭାବିକ କରିଛି। ଯୁଦ୍ଧ ଯୋଗୁଁ ବିମାନ ସେବାକୁ ସାମୟିକ ବାତିଲ କରାଯାଇଥିଲା। ଗୁରୁବାର ଏୟାର ଇଣ୍ଡିଆ କୋଝିକୋଡ୍ର ସଲାହକୁ ବିମାନ ଉଡାଣ କରିଛି। ସେହିପରି କୋଝିକୋଡ୍ରୁ କୁଏତ…