November 1, 2026

ବାଳାଶ୍ରମ ଅନ୍ତେବାସୀଙ୍କ ଗହଣରେ ନିଆରା ଢଙ୍ଗରେ ନିଜର ୪୮ତମ ଜନ୍ମଦିନ ପାଳନ କରିଛନ୍ତି ଯୁବ ସମାଜସେବୀ ରବି ଶରଣ ସିଂହ (ମିଲା)

କଟକ : ବାଳାଶ୍ରମ ଅନ୍ତେବାସୀଙ୍କ ଗହଣରେ ନିଆରା ଢଙ୍ଗରେ ନିଜର ୪୮ତମ ଜନ୍ମଦିନ ପାଳନ କରିଛନ୍ତି ଯୁବ ସମାଜସେବୀ ରବି ଶରଣ ସିଂହ (ମିଲା)। କଟକ ସଦରର ପୂର୍ବତନ ବିଧାୟକ ତଥା ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ରାଜେନ୍ଦ୍ର ସିଂହଙ୍କ ସୁପୁତ୍ର…

ଘରୋଇ ଶିକ୍ଷାନୁଷ୍ଠାନରେ ବିଟେକ୍ ଛାତ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ବର : ଭୁବନେଶ୍ବରରେ ଜଣେ ବିଟେକ୍ ଛାତ୍ରଙ୍କ ଆତ୍ମହତ୍ୟା । ଖଣ୍ଡଗିରି ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ର ଜଣକ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରଙ୍କ ଘର ରାଉକେଲାରେ ହୋଇଥିବା ବେଳେ ଖଣ୍ଡଗିରି ପୋଲିସ ପହଞ୍ଚି ଘଟଣାର ତନାଘନା ଚଳାଇଛି…

ମହାନଦୀ ବ୍ୟାରେଜ ଡିଭିଜନରେ ଝୁଲିଲା ନୋଟିସ : ତୁରନ୍ତ ଅର୍ଥ ନସୁଝିଲେ ସମସ୍ତ ସମ୍ପତି ହେବ ନିଲାମ

କଟକ (ବିକ୍ରମ କିଶୋର ସେନାପତିଙ୍କ ଠାରୁ) : ବକେୟା ଟଙ୍କା ନଦେବାରୁ ଗଣ୍ଡରପୁରସ୍ଥିତ ମହାନଦୀ ବ୍ୟାରେଜ୍ ଡିଭିଜନ (ଅଧ୍ୟକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ)ରେ ନୋଟିସ ଜାରି କରାଯାଇଛି । ତୁରନ୍ତ ସମସ୍ତ ଦେୟ ଓ ଖର୍ଚ୍ଚର ଅର୍ଥ କୋର୍ଟରେ ପୈଠ ନକଲେ ଜବତ…

୬ ଲେନ ହେବ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ

ପୁରୀ : ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥ ହେବ ୬ ଲେନ ବିଶିଷ୍ଟ । ଏଥିପାଇଁ ଆରମ୍ଭ ହୋଇଛି ମାଟି ପରୀକ୍ଷଣ । ଖୁବ୍ ଶୀଘ୍ର ଜମି ଅଧିଗ୍ରହଣ ପାଇଁ ପ୍ରସ୍ତାବ ଆସିବ । ଏଥିସହ ଏହି ୬ ଲେନ୍ ବିଶିଷ୍ଟ…

ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ପ୍ରଥମ ଦିନରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଛନ୍ତି । ପ୍ରତି ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚଳିତ ବର୍ଷ ପର୍ଯ୍ୟଟକଙ୍କ…

ପୋଖରୀରେ ବୁଡ଼ି ୩ ଶିଶୁଙ୍କ ମୃତ୍ୟୁ

ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ଅଭାବନୀୟ ଘଟଣା। ପୋଖରୀରେ ବୁଡ଼ି ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତ ଶିଶୁଙ୍କ ବୟସ ୫, ୬ ଓ ୭ ବର୍ଷ ବୋଲି ଜଣାପଡ଼ିଛି। ଖବର ଅନୁଯାୟୀ, ମାହାଙ୍ଗା…

ରାଜ୍ୟ ଜେଲ୍ ଡିଜିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଚୌଦ୍ୱାର ଥାନାରେ ମାମଲା

କଟକ: ରାଜ୍ୟ ଜେଲ୍ ଡିଜିଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଧମକ ଅଭିଯୋଗ । ଚୌଦ୍ୱାର ଥାନାରେ ସଙ୍ଗୀନ ମାମଲା ରୁଜୁ । ​ଚୌଦ୍ୱାର ସର୍କଲ ଜେଲ୍ ର ପୂର୍ବତନ ମହିଳା ଜେଲର୍ ସନ୍ତୋଷିନୀ ଦାଶ ଆଣିଲେ ସାଂଘାତିକ ଅଭିଯୋଗ ।…

ଅଧ ରାତିରେ ଘରେ ପଶି ଦମ୍ପତିଙ୍କୁ ହତ୍ୟା, ପୁଅ ଗୁରୁତର

ମାଲକାନଗିରି: ରାତି ଅଧରେ ଘରେ ପଶି ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା, ପୁଅ ଗୁରୁତର । ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅର୍ନ୍ତଗତ ଏମଭି-36 ଗାଁରେ । ମୃତକ ହେଲେ ରବୀନ୍ଦ୍ର ନାଥ ସରକାର ଓ ତାଙ୍କ ପତ୍ନୀ…

ଗହୀରମାଥାରେ ଅଲିଭି ରିଡେଲଙ୍କ ମେଳି, ୭ ମାସ ପାଇଁ ମାଛ ଧରିବା ଉପରେ କଟକଣା

ରାଜନଗର: ଆଜିଠାରୁ ଆରମ୍ଭ ହେଉଛି କଇଁଛ ଋତୁ । ବିରଳ ଅଲିଭି ରିଡେଲ କଇଁଛଙ୍କ ଏନ୍ତୁଡିଶାଳଭାବେ ସମଗ୍ର ବିଶ୍ୱରେ ପ୍ରସିଦ୍ଧିଲାଭ କରିଥିବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଁଣରୁ ଦେବୀ ମୁହାଁଣ ଯାଏଁ ୧୬୦ କିଲୋମିଟର ପର୍ଯ୍ୟନ୍ତ କଟକଣା କଡାକଡି…

ବଜ୍ରାଘାତରେ ଚାଲିଗଲା ମାଆ ଓ ୮ ମାସର ଶିଶୁର ଜୀବନ

କୋରାପୁଟ: ବଜ୍ରାଘାତ ଛଡ଼ାଇ ନେଲା ମାଆ ଓ ୮ ମାସର ଶିଶୁର ଜୀବନ! ଯେଉଁ କୋଳରେ ହସି ଖେଳି ବଡ଼ ହେବାର ସ୍ୱପ୍ନ ଦେଖୁଥିଲା ୮ ମାସର ଶିଶୁ, ସେହି ମାଆ ସହ ସବୁଦିନ ପାଇଁ ଚାଲିଗଲା ଆରପାରିକୁ । ଘରେ…