ସ୍ପେନ୍ରେ ରେଳ ଦୁର୍ଘଟଣାରେ ୬୯ ଜଣଙ୍କ ମୃତ୍ୟୁ : ଇସ୍ତଫା ଦେଲେ ପରିବହନ ମନ୍ତ୍ରୀ
ନୂଆଦିଲ୍ଲୀ: ସ୍ପେନ୍ରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମାଦ୍ରିଦ୍ ନିକଟରେ ଘଟିଥିବା ଭୟଙ୍କର ହାଇ-ସ୍ପିଡ୍ ରେଳ ଦୁର୍ଘଟଣାରେ ୬୯ ଜଣଙ୍କର ମୃତ୍ୟୁ ପରେ ଦେଶର ପରିବହନ ମନ୍ତ୍ରୀ ଓସ୍କାର ପୁଏନ୍ତେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଗୋଟିଏ ବର୍ଷ…