ଘଣ୍ଟା ଘଣ୍ଟା ଧରି ଇୟରବଡ ବ୍ୟବହାର କରୁଥିବା ଯୁବକ ହରାଇଲେ ଶ୍ରବଣ ଶକ୍ତି

ନୂଆଦିଲ୍ଲୀ: ଏବେ ଲୋକମାନେ ବିଶେଷ କରି ଯୁବପିଢ଼ିମାନେ ଅଧିକ ଇୟରବଡ ବ୍ୟବହାର କରୁଛନ୍ତି। ଗୀତ ଶୁଣିବା ପାଇଁ ହେଉ କି ପୋଡକାଷ୍ଟ ଶୁଣିବା ହେଉ ବା ଫୋନରେ କଥା ‌ହେବା ପାଇଁ ହେଉ, ଏବେ ଇୟରବଡ ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ…

ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଭେଟିଲେ ଶରଦ ପାୱାର, ବିଜେପି ଦେଲା ବଡ଼ ବୟାନ

ମୁମ୍ବାଇ : ବିରୋଧୀ ମେଣ୍ଟକୁ ନେଇ ଆଲୋଚନା ଚାଲିଥିବା ବେଳେ ଆଜି ହଠାତ୍‌ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର। ଆଜି ଶ୍ରୀ ପାୱାର ମୁମ୍ବାଇ ସ୍ଥିତ ସିନ୍ଦେଙ୍କ ବାସଭବନରେ ପହଞ୍ଚି ତାଙ୍କ ସହ ଦୀର୍ଘ…

ଭାରତୀୟ ଆଇ ଡ୍ରପ ପକାଇ ରୋଗୀ କଲବଲ; ଶ୍ରୀଲଙ୍କାର ୩୫ ଜଣଙ୍କ ସଂକ୍ରମଣ ବଢ଼ିଗଲା

କଲମ୍ବୋ :ଆଇ ଡ୍ରପ ପକାଇଲେ ବଢ଼ୁଛି ସଂକ୍ରମଣ। ଆଖି ଭଲ ହେବା ପରିବର୍ତ୍ତେ ଅଧିକ ମାଡ଼ି ଯାଉଛି ବ୍ୟାକ୍ଟେରିଆ। ଫଳରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରୋଗୀ । ଭାରତୀୟ ଆଇ ଡ୍ରପ ବିରୋଧରେ ଏପରି ସାଂଘାତିକ ଅଭିଯୋଗ ପଡ଼ୋଶୀ ଦେଶ ଶ୍ରୀଲଙ୍କାରୁ…

ଓଡ଼ିଶାରେ ଏଫ୍‌ଡିଆଇ ପ୍ରବାହ ମାତ୍ର ୦.୦୮%

ନୂଆଦିଲ୍ଲୀ : ଓଡ଼ିଶାକୁ ୨୦୧୯ ଅକ୍ଟୋବରରୁ ମାର୍ଚ୍ଚ ୩୧, ୨୦୨୩ ମଧ୍ୟରେ ପ୍ରତ୍ୟକ୍ଷ ବିଦେଶ ପୁଞ୍ଜିଲଗାଣ (ଏଫ୍‌ଡିଆଇ) ରହିଛି ମାତ୍ର ୦.୦୮ ପ୍ରତିଶତ। କେନ୍ଦ୍ର ସରକାରଙ୍କ ଡିପାର୍ଟମେଣ୍ଟ୍‌ ଅଫ୍‌ ପ୍ରମୋସନ୍‌ ଅଫ୍‌ ଇଣ୍ଡଷ୍ଟ୍ରିଜ୍‌ ଆଣ୍ଡ୍‌ ଇଣ୍ଟରନାଲ୍‌ ଟ୍ରେଡ୍‌ (ଡିପିଆଇଆଇଟି)ର ସଦ୍ୟତମ ପରିସଂଖ୍ୟାନରୁ…

ଗାଧୋଇଲା ବେଳେ ବୁଡ଼ି ଯାଉଥିଲେ ୩ ଯୁବକ; ସମୁଦ୍ରକୁ ଡେଇଁ ଉଦ୍ଧାର କଲେ ‘ବିଜେପି’ ବିଧାୟକ ହୀରା ସୋଲାଙ୍କି

ଗାନ୍ଧୀନଗର: ଗୁଜରାଟ ଅନ୍ତର୍ଗତ ପଟୱା ଗ୍ରାମ ନିକଟରେ ସମୁଦ୍ରରେ ବୁଡ଼ିଯାଉଥିବା ୩ଜଣ ଯୁବକଙ୍କୁ ରାଜୁଲା ନିର୍ବାଚନ ମଣ୍ଡଳୀର ‘ବିଜେପି’ ବିଧାୟକ ହୀରା ସୋଲାଙ୍କି ବୁଧବାର ଦିନ ଉଦ୍ଧାର କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ସଂଗୃହୀତ ସୂଚନା ଅନୁସାରେ, ବୁଧବାର…

ଯନ୍ତରମନ୍ତରରେ ଆଉ ଆନ୍ଦୋଳନ କରିପାରିବେନି ଦେଶର ଷ୍ଟାର ରେସଲର

ନୂଆଦିଲ୍ଲୀ : ଦିଲ୍ଲୀର ଯନ୍ତରମନ୍ତରରେ ଆଉ ଆନ୍ଦୋଳନ କରିପାରିବେ ନାହିଁ ଦେଶ ପାଇଁ ପଦକ ଜିତିଥିବା ଷ୍ଟାର ରେସଲର। ସେମାନେ ଏଠାରେ ଏପ୍ରିଲ ୨୩ରୁ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଗତକାଲି ନ୍ୟାୟ ପାଇଁ ସଂସଦ ଅଭିମୁଖେ ଯିବାକୁ ଚେଷ୍ଟା କରିଥିଲେ।…

ନୂତନ ସଂସଦ ଭବନର ଭିଡିଓ ସେୟାର କରି ଶାହରୁଖ୍ ଖାନ୍ କହିଲେ ଏହି ମର୍ମସ୍ପର୍ଶୀ କଥା

ମୁମ୍ବାଇ: ଆଜି ଅର୍ଥାତ୍ ରବିବାର (ମେ ୨୮) ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନର ଉଦଘାଟନ କରିବାକୁ ଯାଉଛନ୍ତି। ଏହା ବହୁ ଅତ୍ୟାଧୁନିକ ସୁବିଧା ସହିତ ସଜ୍ଜିତ। ସମ୍ପ୍ରତି ଏହା ଭିତରେ ଥିବା ଚିତ୍ରଗୁଡ଼ିକ ସାମ୍ନାକୁ ଆସିଛି, ଯାହାକୁ…

ଆଣ୍ଟାର୍କଟିକାରେ ବରଫ ତରଳିବା ଯୋଗୁଁ ଆସିପାରେ ବଡ଼ ସୁନାମୀ : ବୈଜ୍ଞାନିକଙ୍କ ସତର୍କବାଣୀ

ନୂଆଦିଲ୍ଲୀ : ସମଗ୍ର ବିଶ୍ବରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡ଼ିବା ଆରମ୍ଭ ହୋଇଯାଇଛି । କିନ୍ତୁ ଆଗକୁ ବଡ଼ ବିପଦ ଆସୁଛି ବୋଲି ବୈଜ୍ଞାନିକମାନେ ସତର୍କ କରାଇଦେଇଛନ୍ତି । ଏକ ନୂତନ ଅଧ୍ୟୟନରେ ଦାବି କରାଯାଇଛି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ…

ରକବର ଖାନଙ୍କୁ ପିଟିପିଟି ହତ୍ୟା ଘଟଣା: ୪ ଜଣଙ୍କୁ ୭ ବର୍ଷ ଜେଲ, ଜଣେ ନିର୍ଦ୍ଦୋଷ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ରକବର ଖାନ ହତ୍ୟା ଘଟଣାରେ ରାଜସ୍ଥାନର ଅଲୱର କୋର୍ଟ ରାୟ ଦେଇଛନ୍ତି। ଏହି ଘଟଣାରେ କୋର୍ଟ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ…

ଆଇପିଏଲ-୨୦୨୩ର କ୍ୱାଲିଫାୟର ଓ ଏଲିମିନେଟର ମ୍ୟାଚ ପାଇଁ ଆରମ୍ଭ ହେଲା ଟିକେଟ ବିକ୍ରି

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୩ ସିଜିନର ଶେଷ ଲିଗ୍ ମ୍ୟାଚ୍ ମେ ୨୧ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ | ଏହା ପରେ ପ୍ରଥମ ଯୋଗ୍ୟତା(କ୍ୱାଲିଫାୟର) ମ୍ୟାଚ ମେ ୨୩ରେ ଖେଳାଯିବ | ମେ ୨୪ରେ ଏଲିମିନେଟର…