ମଦୁଆର ହାତଗୋଡ଼ ବାନ୍ଧି ପୋଲିସ୍ ଜିମା ଦେଲେ ମହିଳା

ନରଙ୍ଗପୁର: ମଦ୍ୟପଙ୍କୁ ମହିଳାଙ୍କ “ପେଣ୍ଟଟେଡ୍ ମେଡ଼ିସିନ” । ମଦ ପିଇଲେ କିମ୍ବା ମଦ ରାନ୍ଧିଲେ ମହିଳା ଙ୍କ ଦ୍ୱାରା ନିଆଯିବ କାର୍ଯ୍ଯାନୁଷ୍ଠାନ l କାର୍ଯ୍ଯାନୁଷ୍ଠାନ ଏପରି ହେବ ଯେ ମଦ୍ୟପ ଜଣକ ଆଉ କେବେ ମଦ ପିଇବାକୁ ସାହସ କରିବ ନାହିଁ। ଏଭଳି…

ଝାରସୁଗୁଡା ଉପନିର୍ବାଚନ: ପ୍ରଚାର ମୈଦାନରେ ସବୁ ଦଳର ପ୍ରାର୍ଥୀ

ଝାରସୁଗୁଡ଼ା : ଦୁଲୁକୁଛି ଝାରସୁଗୁଡ଼ା । ପ୍ରଚାର ଲଢ଼େଇ ଜୋରଦାର ଚାଲିଛି । ହାତରେ ଆଉ ସପ୍ତାହେରୁ କମ୍‌ ସମୟ ଥିବାରୁ ଭୋଟରଙ୍କ ମନ ଜିଣିବା ପାଇଁ ତିନି ପ୍ରମୁଖ ଦଳ ଭରପୁର କସରତ କରୁଛନ୍ତି । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଗାଁଗଣ୍ଡା,…

ସମ୍ଭାବ୍ୟ ବାତ୍ୟାକୁ ନେଇ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି

ଭୁବନେଶ୍ୱର : ଖରାଦିନିଆ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି । ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିରୋ କାଜୁଆଲିଟି ନୀତି ଉପରେ ଗୁରୁତ୍ୱ ଦେଇଛନ୍ତି । ବିଭିନ୍ନ ବିଭାଗ ମଧ୍ୟରେ…

ମେ’ ମାସରେ ପୁଣି ବାତ୍ୟା ଭୟ: ୬ରେ ଘୂର୍ଣ୍ଣିବଳୟ, ୯ ବେଳକୁ ଲଘୁଚାପ

ଭୁବନେଶ୍ୱର : ମେ’ ମାସରେ ପୁଣି ବାତ୍ୟା ଭୟ । ବଙ୍ଗୋପସାଗରରେ ଦାନା ବାନ୍ଧିବ କି ଖରା ଦିନିଆ ସାଇକ୍ଲୋନ୍‌ ? ଫନୀ, ଅମ୍ଫନ, ୟସ ଓ ଅସାନୀ ପରେ ଏବର୍ଷ ସମ୍ଭାବ୍ୟ ବାତ୍ୟା ମୋଖାର ସମ୍ଭାବନା ବଢ଼ିଛି । ଏଥର ବଙ୍ଗୋପସାଗରରେ…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ଵ ଗ୍ରହଣ କଲେ ରଞ୍ଜନ ଦାସ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ନୂତନ ମୁଖ୍ୟ ପ୍ରଶାସକ ଭାବେ ମଙ୍ଗଳବାର ଦାୟିତ୍ଵ ଗ୍ରହଣ କରିଛନ୍ତି ପ୍ରଶାସନିକ ଅଧିକାରୀ ରଞ୍ଜନ କୁମାର ଦାସ। ଏହା ପୂର୍ବରୁ ସେ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ।…

ଜୁଆଖେଳ ପାଇଁ ବନ୍ଧା ପଡ଼ିଥିବା ଛାତ୍ର ଫାର୍ମ ହାଉସ୍‌ରୁ ଉଦ୍ଧାର

ଚାନ୍ଦବାଲି: ଜୁଆଖେଳ ପାଇଁ ବନ୍ଧା ପଡ଼ିଥିବା ଛାତ୍ର ଉଦ୍ଧାର । ଚାନ୍ଦବାଲି ଜୁଆଖେଳ ପାଇଁ ବନ୍ଧା ପଡ଼ିଥିବା ନବମ ଶ୍ରେଣୀ ଛାତ୍ର ଉଦ୍ଧାର । ଭଦ୍ରକ ରମ୍ଭିଳାରେ ଥିବା ଫାର୍ମ ହାଉସ୍‌ରୁ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି । ଛାତ୍ରକୁ ଉଦ୍ଧାର କଲା ବାଂଶଡ଼ା…

ସରିଲା ମା’ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା, ବିରାଟ ପଟୁଆରରେ ଶାଶୂ ଘରକୁ ପ୍ରତ୍ୟାବର୍ତ୍ତନ କଲେ ମା’

ବ୍ରହ୍ମପୁର: ସରିଲା ମା’ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା। ପ୍ରତି ୨ ବର୍ଷରେ ଥରେ ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଥାଏ ମା’ ବୁଢୀ ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା। ମା’ ସାଆନ୍ତାଣୀ, ଝିଅ ରୂପେ ବାପ ଘରକୁ ଯାଇଥାନ୍ତି। ଯାତ୍ରା ଅବସରରେ ମା’ ଗତ…

ସୁଦାନରୁ ଜନ୍ମମାଟିକୁ ଫେରିଲେ ଗୋଟିଏ ପରିବାରର ୪ ପ୍ରବାସୀ ଓଡ଼ିଆ

ଜୟପୁର: ଏପ୍ରିଲ ୧୫ ତାରିଖ ଠାରୁ ସୁଦାନରେ ସଂଘର୍ଷ ଜାରି ରହିଛି। ସେନା ଓ ଅର୍ଦ୍ଧସାମରିକ ବାହିନୀ ସୁଦାନକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଲଢ଼େଇ ବଳବତ୍ତର ରଖିଛନ୍ତି। ସାମରିକ ଯୁଦ୍ଧବିରତି ଶେଷ ହେବାପରେ ଲଢ଼େଇ ଭୀଷଣ ରୂପ ନେଇଛି। ରାଜଧାନୀ…

ସମ୍ବଲପୁର ହିଂସା: ଶାସକ ବିଜେଡିକୁ ଦାୟି କଲା ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ପୂର୍ବ ପ୍ରାୟୋଜିତ ଥିଲା ସମ୍ବଲପୁର ହିଂସା। ଏଥିପାଇଁ ଶାସନରେ ଥିବା ବିଜେଡି ସରକାର ସଂପୂର୍ଣ୍ଣ ଦାୟୀ। ହିଂସାଗ୍ରସ୍ତ ଅଞ୍ଚଳର ଗ୍ରାଉଣ୍ଡ ଭିଜିଟ୍ ପରେ ଆଜି ଏଭଳି ଢଙ୍ଗରେ ବର୍ଷିଛି ବିଜେପିର କେନ୍ଦ୍ରୀୟ ତଥ୍ୟ ଅନୁସନ୍ଧାନକାରୀ ଦଳ। ଟିମ୍‌ର ଅଧ୍ୟକ୍ଷ ଅବସରପ୍ରାପ୍ତ ଆଇପିଏସ୍ ତଥା ସାଂସଦ…

ଜାଲ୍ ୱେବ୍‌ସାଇଟ୍‌ ଖୋଲି ଠକିନେଲେ ୩୯.୧୧ କୋଟି

ଭୁବନେଶ୍ବର: ମିଛ ୱେବ୍‌ସାଇଟ ଖୋଲି କୋଟିକୋଟି ଟଙ୍କା ଠକିନେଇଛନ୍ତି ଦୁର୍ବୃତ୍ତ। ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଘଟଣାର ତଦନ୍ତ କରି ଅପରାଧୀମାନେ ପ୍ରାୟ ୩୭୦୦ ପୁଞ୍ଜିନିବେଶକାରୀଙ୍କଠାରୁ ୩୯.୧୧ କୋଟି ଟଙ୍କା ଠକି ନେଇଥିବା ସ୍ପଷ୍ଟ କରିଛି। ତେବେ ଏଥିରୁ ମାତ୍ର…