State

ଦିଗପହଣ୍ଡି ବସ୍‌ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ଦିଗପହଣ୍ଡି; ଆଜି ଆଉ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦିଗପହଣ୍ଡି ବସ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଲଳିତା ପ୍ରଧାନଙ୍କର ମୃତ୍ୟୁ ଘଟିଛି। ଗତ ୨୫ ତାରିଖ ବିଳମ୍ୱିତ…

ଜଳସେଚନ ଅଫିସରେ କଂଗ୍ରେସ କର୍ମୀଙ୍କ ପ୍ରତିବାଦ

ଭୁବନେଶ୍ୱର: ଜଳସେଚନ ଅଫିସରେ କଂଗ୍ରେସ କର୍ମୀଙ୍କ ପ୍ରତିବାଦ । ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ କର୍ମୀ ଜଳସେଚନ ଅଫିସରେ ହୋହଲ୍ଲା କରିଛନ୍ତି । ୪୦୦ ମିଟର ରାସ୍ତା ନିର୍ମାଣ ପାଇଁ ଅନେକ ବର୍ଷ ଲାଗିଥିବା…

ସୁଇସାଇଡ୍‌ ନୋଟ୍‌ ଲେଖି ଛାତରୁ ଡେଇଁପଡ଼ିଲେ ଛାତ୍ରୀ

ଭୁବନେଶ୍ୱର: ଜଣେ ନବମ ଶ୍ରେଣୀ ଛାତ୍ରୀ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀଙ୍କ ଆତ୍ମହତ୍ୟା କାରଣକୁ ନେଇ ଏବେ ସବୁଠି ଚର୍ଚ୍ଚା। କାରଣ ଛାତ୍ରୀ ଜଣକ ଅନ୍ୟ କୌଣସି କାରଣ ପାଇଁ ନୁହେଁ ବରଂ ନିଜର ପଠପଢ଼ାକୁ ନେଇ…

ଦଳୀୟ କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର, ଦିଆଯାଇଥିବା ଦାୟିତ୍ୱର କଲେ ସମୀକ୍ଷା

ଭୁବନେଶ୍ୱର : ଦଳୀୟ କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର। ପର୍ଯ୍ୟବେକ୍ଷକଙ୍କୁ ନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ତୃଣମୂଳ ସ୍ତରରେ ସାଙ୍ଗଠନିକ ସ୍ଥିତି ନେଇ ହୋଇଛି ଆଲୋଚନା । ଦଳୀୟ କର୍ମୀମାନଙ୍କୁ ଦିଆଯାଇଥିବା ଦାୟିତ୍ୱର ସମୀକ୍ଷା କରିଛନ୍ତି ସୁପ୍ରିମୋ । ନବୀନ ନିବାସରେ…

ଗେଷ୍ଟ ହାଉସରୁ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା : ପୁରୁଷ ବନ୍ଧୁ ଫେରାର

ଖୋର୍ଦ୍ଧା: ଆତ୍ମହତ୍ୟା ନା ହତ୍ୟା? ରହସ୍ୟ ଘେରରେ ଯୁବତୀଙ୍କ ମୃତ୍ୟୁ। ଏବେବି ଗେଷ୍ଟ ହାଉସରେ ଝୁଲୁଛି ଯୁବତୀଙ୍କ ମୃତଦେହ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ସୀତରାମ ଛକ ସ୍ଥିତ ଏକ ଗେଷ୍ଟ ହାଉସରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଯୁବତୀ…

ରାଜ୍ୟରେ ପ୍ରଥମ ଜିଲ୍ଲା ଭାବରେ ଗଞ୍ଜାମର ସବୁ କୋର୍ଟ ପେପରଲେସ୍‌

ବ୍ରହ୍ମପୁର: ଗଞ୍ଜାମର ସବୁ କୋର୍ଟ ହେଲା ପେପରଲେସ୍‌ । ରାଜ୍ୟରେ ପ୍ରଥମ ଜିଲ୍ଲା ଭାବରେ ଗଞ୍ଜାମର ସବୁ କୋର୍ଟ ପେପରଲେସ୍‌ ହୋଇଛି । ବର୍ତ୍ତମାନ ସୁଦ୍ଧା ମୋଟ୍‌ ୮୪ଟି କୋର୍ଟ ପେପରଲେସ୍‌ ହେଲାଣି । ଗତକାଲି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି…

୮ ମାସର ଝିଅକୁ ୮୦୦ ଟଙ୍କାରେ ବିକ୍ରି କଲା ମା’

ମୟୂରଭଞ୍ଜ : ହଜିଗଲା ମମତା । ୮ ମାସର ଝିଅକୁ ୮୦୦ ଟଙ୍କାରେ ବିକ୍ରି କଲା ମାଆ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ମହୁଲିଆ ଗାଁରେ ଅଭାବନୀୟ ଘଟଣା ଘଟିଛି । ଏହି ମାମଲ‌ାରେ ପୋଲିସ ଛାନ୍‌ଭିନ୍‌ କରି ଶିଶୁକୁ…

ଏସ୍‌ସିବି ମେଡ଼ିକାଲ କଲେଜ ସମ୍ପ୍ରସାରଣ କାର୍ଯ୍ୟର ସ୍ଥିତି ସମୀକ୍ଷା କଲେ ୫-ଟି ସଚିବ

କଟକ: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଆଜି କଟକରେ ଏସ୍‌ସିବି ମେଡ଼ିକାଲ କଲେଜ ସମ୍ପ୍ରସାରଣ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି। ଏଠାରେ ମେଡିକାଲ ନିର୍ମାଣ କାର୍ଯ୍ୟ କିଭଳି ଅଗ୍ରଗତି କରୁଛି ସେ ନେଇ ସ୍ଥିତି ପରଖିଛନ୍ତି। ଏହି…

ଅତିରିକ୍ତ ଉପ ଜିଲ୍ଲାପାଳଙ୍କ ଘରୁ ପୁଣି ମିଳିଲା ଆଉ ୩ ପ୍ଲଟ, କୋଟଏରୁ ଅଧିକ ଟଙ୍କା

ଭୁବନେଶ୍ୱର: ସରୁନି ସମ୍ପତ୍ତି ତାଲିକା । ଯେତେ ଖୋଳିଲେ ସେତେ ବାହାରୁଛି । ଘରୁ ବାହାରୁଛି ପୁଳା ପୁଳା ଟଙ୍କା, ସୁନା ଆଉ ଜମି । ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳଙ୍କ ଘରୁ ପୁଣି ଠାବ ହୋଇଛି ଆଉ ୩ ପ୍ଲଟ ।…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରେଙ୍ଗାଳି ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପୂର୍ବରୁ ଘୋଷଣା ହୋଇଥିବା କ୍ଷତିପୂରଣ ରାଶି ଦିଆଯାଉ । ଏଥିସହ ବିସ୍ଥାପିତଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ…