State

ଦେଶୀ ବନ୍ଧୁକ ସହ ଶିମିଲିପାଳ ଟାଇଗର ରିଜର୍ଭରେ ଧରାପଡ଼ିଲେ ୪ ଶିକାରୀ

ମୟୁରଭଞ୍ଜ : ଶିମିଲିପାଳ ଟାଇଗର ରିଜର୍ଭରେ ଧରାପଡ଼ିଲେ ୪ ଶିକାରୀ । ଦୁଇ ଦେଶୀ ବନ୍ଧୁକ ଜବତ । ଧରାଇଲା AI କ୍ୟାମେରା । ଶିମିଲିପାଳ ଦକ୍ଷିଣ ବନ୍ୟଜନ୍ତୁ ବିଭାଗ ପକ୍ଷରୁ ଶିକାରୀଙ୍କ ଚଳପ୍ରଚଳ ଉପରେ ନଜର ରଖିବା ପାଇଁ ବିଭିନ୍ନ…

ପୁତ୍ର ସନ୍ତାନ ଜନ୍ମ କଲେ ନବମ ଶ୍ରେଣୀ ଛାତ୍ରୀ, ଥାନାରେ ମାମଲା

କନ୍ଧମାଳରେ : କନ୍ଧମାଳରେ ଲଜ୍ଜା । ପୁତ୍ର ସନ୍ତାନ ଜନ୍ମ କଲେ ଜଣେ ନବମ ଶ୍ରେଣୀ ଛାତ୍ରୀ । ହଷ୍ଟେଲରେ ରହୁଥିବା ଜଣେ ଅନ୍ତେବାସୀ ଶିଶୁପୁତ୍ର ଜନ୍ମ କରିଛନ୍ତି । କନ୍ଧମାଳ ଜିଲ୍ଳା ଫିରିଙ୍ଗିଆ ବ୍ଳକ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ…

ଏପ୍ରିଲ ୮ରେ ମହମ୍ମଦ ମୋକିମଙ୍କ ନୂଆ ଦଳ

କଟକ : ଓଡିଶା ଜନତା କଂଗ୍ରେସ ହେବ ମହମ୍ମଦ ମୋକିମଙ୍କ ନୂଆ ଦଳର ନାଁ । ଦଳର ନାଁ ‘ଓଡିଶା ଜନତା କଂଗ୍ରେସ ‘ ହେଉଥିବା ବେଳେ ଦଳୀୟ ପତାକାର ଚିତ୍ର ସାମ୍ନାକୁ ଆଣିଛନ୍ତି ମହମ୍ମଦ ମୋକିମ । ଦଳର ନାଁ…

ଟପ୍ ମାଓବାଦୀଙ୍କୁ ଘେରିଛନ୍ତି ସୁରକ୍ଷାକର୍ମୀ, ସରଣ୍ଡାରେ ଚାଲିଛି ବଡ଼ ମାଓ ଅପରେସନ୍

ରାଉରକେଲା: ଘେରାବନ୍ଦୀରେ କୋଟିଏ ଟଙ୍କିଆ ଟପ୍ ମାଓବାଦୀ । ସରଣ୍ଡାରେ ଚାଲିଛି ବଡ଼ ମାଓ ଅପରେସନ୍ । ଓଡ଼ିଶା-ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କୁ ଘେରିଛନ୍ତି ସୁରକ୍ଷାକର୍ମୀ । ଚାଲିଛି ଭୀଷଣ ଗୁଳି ବିନିମୟ । ଟପ୍ ମାଓ ନେତା…

ଘରେ ପଶିଗଲା ଆମ୍ବୁଲାନ୍ସ , ୩ ଗୁରୁତର

ଦଶପଲ୍ଲା: ରାତିଅଧରେ ଘରେ ପଶିଗଲା ଆମ୍ବୁଲାନ୍ସ । ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ଏକ ଆମ୍ବୁଲାନ୍ସ ବୌଦ୍ଧ – ଫୁଲବାଣୀ ଅଭିମୁଖେ ଯାଉଥିବାବେଳେ ଦଶପଲ୍ଲାରେ ରାସ୍ତା କଡରେ ଥିବା ବାବୁଲା ଗନ୍ତାୟତଙ୍କ…

ଆଜିଠୁ ୩ ଦିନ ପ୍ରବଳ ବର୍ଷା, ୪୦ରୁ ୫୦ କିଲୋମିଟର ବେଗରେ ବହିବ ପବନ

ଭୁବନେଶ୍ବର: କମିବ ତାପମାତ୍ରା । ଘୂର୍ଣ୍ଣିବଳୟ ପ୍ରଭାବରେ କାଲି ଯାଏ ବର୍ଷା ସମ୍ଭାବନା । ଓଡିଶା ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତାକାଲି ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ…

ନ୍ଦନକାନନକୁ ଆସିବାକୁ ଯାଉଛନ୍ତି ନୂଆ ପ୍ରଜାତିର ଅତିଥି

ଭୁବନେଶ୍ଵର: ନନ୍ଦନକାନନକୁ ଆସିବାକୁ ଯାଉଛନ୍ତି ନୂଆ ପ୍ରଜାତିର ଅତିଥି। ବିଶାଖାପାଟଣାର ଇନ୍ଦିରା ଗାନ୍ଧୀ ପ୍ରାଣୀ ଉଦ୍ୟାନ ସହିତ ଏକ ପ୍ରାଣୀ ବିନିମୟ କାର୍ଯ୍ୟକ୍ରମର ଅଂଶ ଭାବରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିଦର୍ଶକମାନେ ଖୁବ୍ ଶୀଘ୍ର ନୂତନ ପ୍ରଜାତି ଦେଖିବେ। ନନ୍ଦନକାନନ ରିଙ୍ଗ-ଟେଲଡ୍…

ସରକାରୀ କାର୍ଯ୍ୟରେ ଦୁର୍ନୀତି ନକରିବାକୁ ମନ୍ତ୍ରୀଙ୍କ ଚେତାବନୀ

ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତି ବୃଦ୍ଧି ପାଇଛି। ବିଶେଷ କରି ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଅଧିକ ପରିଲକ୍ଷିତ ହେଉଛି। ତେଣୁ ସବୁବେଳେ ସରକାରୀ କାର୍ଯ୍ୟରେ କୌଣସି ପ୍ରକାର ଦୁର୍ନୀତି ନକରିବାକୁ ନିର୍ଦ୍ଦେଶ ଦିଆଯାଉଛି। ଦୁର୍ନୀତିର ଅଭିଯୋଗ ଆସିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ…

ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ଵର: ଆସନ୍ତାକାଲି ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା । ଏ ନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କୋଟିଏ ୨ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ୫ ହଜାର କୋଟିରୁ ଊର୍ଦ୍ଧ୍ବ…

୯ ତାରିଖ ଯାଏଁ ଛେଚିବ ବର୍ଷା: ବିଭିନ୍ନ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ଵର: ଭୁବନେଶ୍ବର: ଉତ୍ତର-ପଶ୍ଚିମ ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହିତ ଉତ୍ତର-ପଶ୍ଚିମ ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର-ପଶ୍ଚିମ ଉତ୍ତର ପ୍ରଦେଶ, ଉତ୍ତର ଛତିଶଗଡ଼ ଏବଂ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ମଧ୍ୟରେ ଏକ ନିମ୍ନ ଚାପରେଖା…