ଶିଶୁ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା
ଟିଟିଲାଗଡ : ଶିଶୁ ମୃତ୍ୟୁକୁ ନେଇ ଟିଟିଲାଗଡ଼ ହସ୍ପିଟାଲରେ ଉତ୍ତେଜନା । ଦୀର୍ଘ ସମୟ ପର୍ଯ୍ୟନ୍ତ ହସ୍ପିଟାଲରେ ପଡ଼ି ରହିଲା ମୃତଦେହ । ଟିଟିଲାଗଡ ସ୍ଥିତ ମାତୃ ଓ ଶିଶୁ ହସ୍ପିଟାଲକୁ ଗତକାଲି ସନ୍ଧ୍ୟାରେ ମୁରିବାହାଲ ଥାନା ଦେହେଲି ଗାଁର ଜଣେ…
ଟିଟିଲାଗଡ : ଶିଶୁ ମୃତ୍ୟୁକୁ ନେଇ ଟିଟିଲାଗଡ଼ ହସ୍ପିଟାଲରେ ଉତ୍ତେଜନା । ଦୀର୍ଘ ସମୟ ପର୍ଯ୍ୟନ୍ତ ହସ୍ପିଟାଲରେ ପଡ଼ି ରହିଲା ମୃତଦେହ । ଟିଟିଲାଗଡ ସ୍ଥିତ ମାତୃ ଓ ଶିଶୁ ହସ୍ପିଟାଲକୁ ଗତକାଲି ସନ୍ଧ୍ୟାରେ ମୁରିବାହାଲ ଥାନା ଦେହେଲି ଗାଁର ଜଣେ…
ଭୁବନେଶ୍ଵର: ଚନ୍ଦକା ଅଞ୍ଚଳରେ ଘୁରି ବୁଲୁଥିବା ଅସୁସ୍ଥ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ କରାଯାଇଛି। ଶୁକ୍ରବାର ହାତୀକୁ ଟ୍ରାଙ୍କୁଲାଇଜ କରାଯିବା ପରେ ତା’ର ଚିକିତ୍ସା ଆରମ୍ଭ ହୋଇଛି। ହାତୀଟିର ବାମ ଗୋଡ଼ ଫୁଲିଛି। କ’ଣ ପାଇଁ ଗୋଡ଼ ଫୁଲିଛି ତାହା ଜାଣିବା ଲାଗି ଓୟୁଏଟି…
କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରେଞ୍ଜ ବୁଡ଼ାଗୁଡା ସେକ୍ସନର ପଡିଭଟ୍ଟା ବିଦ୍ୟାଳୟରେ ହାତୀ ପଶି ୭ ପ୍ୟାକେଟ ଚାଉଳ ନଷ୍ଟ କରିଛି। ବହୁଦିନ ଧରି ନିୟମଗିରି ପାହାଡ଼ରେ ରହୁଥିବା ୨୭ଟିକିଆ ହାତୀପଲ ଲାଞ୍ଜିଗଡ ଓ କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳରେ ଘୁରି ବୁଲୁଥିବା…
ତରଭା : ଲାଞ୍ଚ ଅଭିଯୋଗରେ ପୂର୍ବତ୍ତନ ଅମିନଙ୍କୁ କାରାଦଣ୍ଡ । ପେନସନ ବନ୍ଦ କରିବା ସହ ୪ବର୍ଷ ବିଚାର ବିଭାଗୀୟ କାରାଦଣ୍ଡ ଓ ଜରିମାନା ନିର୍ଦେଶ ଦେଇଛି ଅଦାଲତ । ଘଟଣା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ତହସିଲରେ କାର୍ଯ୍ୟରତ ପୂର୍ବତନ…
ଭୁବନେଶ୍ୱର: ଗଞ୍ଜାମ ଜିଲା ଶେରଗଡ଼ ବ୍ଲକର ବିଜେଡି କର୍ମୀ ଓ ନେତାମାନେ ସେମାନଙ୍କ ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ସରକାରୀ ଉଦାସୀନତା ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି । ଆଜି ହିଞ୍ଜିଳି ମ୍ୟୁନିସିପାଲଟି ବିଜୁ ଜନତା ଦଳର…
ଭୁବନେଶ୍ୱର : ରାଜ୍ୟକୁ ପୁଞ୍ଜିନିବେଶର ସୁଅ । ହାଇଦ୍ରାବାଦ ଇନଭେଷ୍ଟର୍ସ ମିଟରୁ ଓଡ଼ିଶାକୁ ଆସିଲାଣି ୭୦ ହଜାର କୋଟିର ନିବେଶ । ମାତ୍ର ୨ଦିନରେ ଏତେ ପରିମାଣର ନିବେଶ ଓଡ଼ିଶାର ଶିଳ୍ପନୀତି ପ୍ରତି ଶିଳ୍ପସଂସ୍ଥା ଆକୃଷ୍ଟ ହୋଇଥିବା ସ୍ପଷ୍ଟ ହୋଇଛି ।…
ବ୍ରହ୍ମପୁର : ରାସ୍ତା ଉପରେ ମାଛ ରଖି ରାସ୍ତାରୋକ । ପରିତ୍ୟକ୍ତ ଅବସ୍ଥାରେ ଦୀର୍ଘ ବର୍ଷ ଧରି ମାଛ ବିକିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମତ୍ସ୍ୟଜୀବୀ । ମାଛ ବିକ୍ରି ପାଇଁ ବଜାର ହୋଇଥିବାବେଳେ ତାହାକୁ ମତ୍ସ୍ୟଜୀବୀଙ୍କୁ ହସ୍ତାନ୍ତର କରାଯାଇନଥିବା…
ବାଲେଶ୍ବର : ବାଲେଶ୍ବର ଜିଲ୍ଲାରେ ହାତୀ ପାଇଁ ସ୍କୁଲ ଛୁଟି । ୧୦ଟି ସ୍କୁଲକୁ ଛୁଟି ଘୋଷଣା କଲେ ବାଲେଶ୍ବର ଡିଇଓ । ଖଇରା ବ୍ଲକ ପୂର୍ବପଡା ଗାଁର ଜଣେ ଯୁବକଙ୍କୁ କଂକ୍ରିଟ ରାସ୍ତାରେ କଚାଡ଼ି ମାରିଲା ଦନ୍ତା । ମୃତକ…
ଭୁବନେଶ୍ବର : ଭୁବନେଶ୍ବର ବିମାନ ବନ୍ଦରରେ ଏକାଧିକ ଏୟାର ଇଣ୍ଡିଆ ବିମାନ ରଦ୍ଦ । ଯାତ୍ରୀ ହନ୍ତସନ୍ତ । ଘନ କୁହୁଡି ଯୋଗୁଁ ୩ଟି ବିମାନ ରଦ୍ଦ ହୋଇଛି । ଏଥିସହ ଗୋଟିଏ ବିମାନ ବିଳମ୍ବରେ ଚାଲିଛି । ଭୁବନେଶ୍ୱରରୁ ଦିଲ୍ଲୀ…
ହରଭଙ୍ଗା : ଚର୍ଚ୍ଚାରେ ହରଭଙ୍ଗା ବିଡିଓ । ଗାଁ କୁ ଗାଡି ଯାଇ ପାରିଲାନି ବୋଲି ରାସ୍ତାରୁ ବଡବଡ ଢେମା ପଥର ହଟାଇ ହଟାଇ ଗଲେ ୫ କିମି ବାଟ । ଏ ହେଉଛନ୍ତି ହରଭଙ୍ଗା ବିଡିଓ ବିଜୟ କୁମାର ପ୍ରଧାନ…