September 12, 2026

ରାଉରକେଲା ସର୍କିଟ୍ ହାଉସ୍‌ରେ ପର୍ଣ୍ଣ ଷ୍ଟାରଙ୍କ ରହଣି, ୩ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୁଲିସ

ରାଉରକେଲା: ରାଉରକେଲା ସହରସ୍ଥିତ ସରକାରୀ ସର୍କିଟ୍ ହାଉସ୍‌ରେ ଜଣେ ‘ଆଡଲ୍ଟ ଫିଲ୍ମ’ ଅଭିନେତ୍ରୀଙ୍କ ରହଣି ଘଟଣାରେ ପୋଲିସ୍ ତିନି ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି। ଏମାନଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ଏସ୍‌ପି (SP) ପାହ୍ୟାର ଅଧିକାରୀଙ୍କ ପୁଅ ମଧ୍ୟ ସାମିଲ ଅଛନ୍ତି।…

ଟୁନା ହରିଜନ ସହ ୯ ଆନ୍ତଃରାଜ୍ୟ ଡକାୟତଙ୍କୁ ବାନ୍ଧିଲା ପୋଲିସ, ଲକ୍ଷାଧିକ ଟଙ୍କା, ବନ୍ଧୁକ ଓ ଗୁଳି ଜବତ

ଜୟପୁର : ଆନ୍ତଃରାଜ୍ୟ ଅପରାଧୀ ଗିରଫ । ଲକ୍ଷାଧିକ ଟଙ୍କା , ବନ୍ଧୁକ ସହ ଗୁଳି ଜବତ। ଜେଲରୁ ଫେରୁଥିଲେ ପୁଣି ନୂଆ ଟିମ ଗଠନ କରି ଘଟlଉଥିଲେ ଅପରାଧ । କେବଳ କୋରାପୁଟରେ ସୀମିତ ନଥିଲା ଅପରାଧର ଚେର ।…

ସ୍ତ୍ରୀ ସହ ୩ ଝିଅଙ୍କୁ ପଥରରେ ଛେଚି ହତ୍ୟା

ଜୟପୁର : ଜୟପୁରରେ ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀ ଓ ୩ ଝିଅଙ୍କୁ ହତ୍ୟା କଲା ସ୍ୱାମୀ । ରାଜସ୍ଥାନର ରାଜଧାନୀ ଜୟପୁରରୁ ଏକ ଅତ୍ୟନ୍ତ ସ୍ତବ୍ଧ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଘରେ ସମସ୍ତେ ଶୋଇଥିବା ସମୟରେ ନିଜ…

ଭିଜିଲାନ୍ସ ପଞ୍ଝାରେ ରାଉରକେଲା ଅବକାରୀ ଅଧୀକ୍ଷକ, ଗାଡ଼ିରୁ ୫ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ବିଭାଗ ରାଉରକେଲାର ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କ ଗାଡ଼ିରେ ୫ ଲକ୍ଷ ଟଙ୍କାର ଲାଞ୍ଚ ଟଙ୍କା ନିଆଯାଉଥିବା ଅଭିଯୋଗରେ ଅଟକ ରଖାଯାଇଛି। ଧନେଶ୍ୱର ବରାଡ଼ ଅବକାରୀ ଲାଇସେନ୍ସଧାରୀଙ୍କଠାରୁ ବହୁ ପରିମାଣର ଲାଞ୍ଚ ଅର୍ଥ ସଂଗ୍ରହ କରିଥିବା ନେଇ…

ଡିଭାଇଡରକୁ ପିଟିଲା ବାଇକ: ୨ ମୃତ, ଜଣେ ଗୁରୁତର

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ମାତାଜୀ ମଠ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଡିଭାଇଡରକୁ ପିଟିଲା ବାଇକ, ୨ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର । ମୃତକ ହେଲେ ସାନକୃଷ୍ଣପୁର ପଞ୍ଚାୟତ ଚାନ୍ଦିମାଳ ଗଦି ଗାଁର…

ଛାତ ତାଡ଼ି ସୁନା ଦୋକାନରୁ କୋଟିଏ ଟଙ୍କାର ଅଳଙ୍କାର ଲୁଟ୍

ଝାରସୁଗୁଡା : କୋଟିଏ ଟଙ୍କାର ସୁନା ଅଳଙ୍କାର ଲୁଟ୍। ଝାରସୁଗୁଡ଼ା ଦୋକାନ ଛାତ ତାଡ଼ି କୋଟିଏ ଟଙ୍କାର ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ପୁରୁଣା ବସଷ୍ଟାଣ୍ଡ ନିକଟ ରାସ୍ତାପଡ଼ ଜୁଏଲାରୀ ଦୋକାନରୁ ଲୁଟିନେଇଛନ୍ତି ଦୁର୍ବୃତ୍ତ। ଝାରସୁଗୁଡା ସହର…

ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ । ମୋଟୁ -କାଲିମେଳା ଯାତାୟାତ ଠପ। ଉଭୟ ପାର୍ଶ୍ଵରେ ଅଟକି ରହିଛି ଶତାଧିକ ଗାଡ଼ି । ଗତକାଲିଠାରୁ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା…

ନନ୍ଦନକାନନକୁ ଆସିଲେ ୧୪ ପ୍ରଜାତିର ନୂଆ ଅତିଥି

ଭୁବନେଶ୍ବର: ନନ୍ଦନକାନନ ଆସିଲେ ନୂଆ ଜୀବଜନ୍ତୁ । ଗୁଜରାଟର ବନ୍ତାରାରୁ ଆସିଛନ୍ତି ନୂଆ ପ୍ରଜାତିର ଜୀବଜନ୍ତୁ। ନନ୍ଦନକାନନ ଆସିଲେ ନୂଆ ଅତିଥି। ନନ୍ଦନକାନନରେ ପହଞ୍ଚିଛନ୍ତି ୭ ପ୍ରଜାତିର ଜୀବଜନ୍ତୁ । ସେମାନଙ୍କ ମଧ୍ୟରେ କିଛି ନୂଆ ପ୍ରଜାତିର ଜନ୍ତୁ ରହିଛନ୍ତି ।…

ନାଲୁହା ନଦୀରେ ବୁଡ଼ି ଭାଇ-ଭଉଣୀଙ୍କ ମୃତ୍ୟୁ

ଉଦଳା: ଭାଇ ଭଉଣୀ ଭାସିଯାଇ ମୃତ । ଭାଇ ପାଣିରେ ବୁଡ଼ିଥିବା ଦେଖି ଉଦ୍ଧାର କରିବାକୁ ଯାଇଥିଲା ଦିବ୍ୟାଙ୍ଗ ଭଉଣୀ । ହେଲେ ଉଭୟ ଭାଇ ଭଉଣୀଙ୍କ ଭାସି ଯାଇ ପାଣିରେ ବୁଡି ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି…

ତ୍ରୁଟିପୂର୍ଣ୍ଣ ଚିକିତ୍ସାରୁ ଚାଲିଗଲା ଶିକ୍ଷକଙ୍କ ଜୀବନ !

ପୋଲସରା: ଭୁଲ ଚିକିତ୍ସାରୁ ଚାଲିଗଲା ଶିକ୍ଷକଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ପୋଲସରା ଥାନା ପାଣ୍ଡିରିପଡା ଗାଁରେ । କ୍ଵାକ ଜୟରାମ ଦିଗାଲଙ୍କ ଭୁଲ ଚିକିତ୍ସା ଯୋଗୁଁ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି । ମୃତ ଶିକ୍ଷକ…