September 9, 2026

ବୋହୂକୁ ଘରେ ତାଲା ପକାଇ ପୁଅକୁ ଛୁରୀ ଭୁଷି ହତ୍ୟା କଲେ ବାପା ଓ ସାବତ ମାଆ

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚୁନିଦା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ କଳହରୁ ବୋହୂକୁ ଘରେ ତାଲା ମାରି ପୁଅକୁ ହତ୍ୟା କଲା ବାପା। ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ…

ୟୁଏଇରେ IBPGଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଓଡ଼ିଶାରେ ନିବେଶ ଓ ବ୍ୟବସାୟିକ ସୁଯୋଗ ବଢ଼ାଇବା ଲକ୍ଷ୍ୟରେ ଚାଲିଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ର ଅଂଶ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍‌ (IBPG) ସହ ଏକ ରାଉଣ୍ଡଟେବୁଲ୍‌ ଆଲୋଚନାରେ ଯୋଗ…

ଲାଟିନ୍ ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ମୃତ

ଗୁଣପୁର: ପାଇଖାନା ଟାଙ୍କି ନେଲା ୩ ଜୀବନ । ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଗୁଲୁଗୁଡ଼ା ପଞ୍ଚାୟତର ତାରପାଗୁଡ଼ା ଗାଁରେ ଅଘଟଣ । ନୂଆ କରି ତିଆରି ହୋଇଥିବା ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ ବାହାର କରିବା ବେଳେ ଶ୍ୱାସରୁଦ୍ଧ ହୋଇ ୩…

ଭାରସାମ୍ୟ ହରାଇ ଓଲଟିଲା ବସ୍, ୩୦ରୁ ଅଧିକ ଯାତ୍ରୀ ଆହତ

ରାଜନଗର: ଓଲଟିଲା ବସ । ୩୦ରୁ ଅଧିକ ଯାତ୍ରୀ ଆହତ । କଟକରୁ ରାଜନଗର ରଙ୍ଗଣୀ ଯାଉଥିବା ବେଳେ ଭାରସାମ୍ୟ ହରାଇ କଖାରୁଣୀ ଛକ ନିକଟରେ ବସ ଦୁର୍ଘଟଣା । ରାସ୍ତା ତଳକୁ ଘରୋଇ ବସ ଓଲଟିପଡ଼ିଛି । ଦୁର୍ଘଟଣାରେ ୩୦ରୁ…

ଭତ୍ତା ପାଇଁ ବର୍ଷାରେ ଭିଜି ରାସ୍ତାରେ ବିକ୍ଷୋଭ କଲେ ହିତାଧିକାରୀ

ଉଦଳା: ବର୍ଷାରେ ଭିଜି ଭିଜି ଚାଲିଛି ରାସ୍ତାରୋକ । ଭତ୍ତା ପାଇଁ ବିକ୍ଷୋଭ କରୁଛନ୍ତି ବୃଦ୍ଧ ବୃଦ୍ଧା । ମୟୂରଭଞ୍ଜ ଜିଲ୍ଲା ଶରତ ଛକରେ ରାସ୍ତାରୋକ । ୭ ଘଣ୍ଟାରୁ ଅଧିକ ହେବ ବୃଦ୍ଧ ବୃଦ୍ଧା ମାନେ ବିକ୍ଷୋଭରେ ବସିଛନ୍ତି ।…

ଚାକିରି କରାଇ ଦେବା ଆଳରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ, ଅଭିଯୁକ୍ତ ଗିରଫ

ଭଦ୍ରକ: ଚାକିରି କରାଇଦେବା ନାଁରେ ଏକ କୋଟି ଟଙ୍କା ଠକେଇ। ଠକକୁ ଦୀଘାରୁ ବାନ୍ଧିଲା ଭଦ୍ରକ ପୁଲିସ । ସରକାରୀ ଚାକିରୀ କରାଇ ଦେବା ନାଁରେ ଠକୁଥିବା ଜଣେ ଠକକୁ ଦୀଘାରୁ ବାନ୍ଧିଛି ଭଦ୍ରକ ଟାଉନ ପୋଲିସ । ଅଭିଯୁକ୍ତ ଯୁବକ…

ମୃଦ୍ୟୁ ପାନୀୟ ଦେଇ ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ମୃଦ୍ୟୁ ପାନୀୟ ଦେଇ ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ । ରାଜଧାନୀର ପଟିଆ ଅଞ୍ଚଳରେ ଚାଞ୍ଚଲ୍ୟ । କୋଲଡ ଡ୍ରିଙ୍କସ ପିଇବାକୁ ଦେଇ ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ କରିଛି ଘର ମାଲିକ । ଅଭିଯୋଗ ପାଇବା ପରେ ଅଭିଯୁକ୍ତକୁ ଗିରଫ…

୫ ଦିନ ଠପ୍ ହେବ ବ୍ୟାଙ୍କ କାରବାର, ୧୧ରେ ଧର୍ମଘଟ ପରେ ସାପ୍ତାହିକ ଓ ପାର୍ବଣ ଛୁଟି

ଭୁବନେଶ୍ୱର : ଆସନ୍ତ ୧୧ରୁ ଲଗାତାର ୫ ଦିନ ବନ୍ଦ ରହିବ ବ୍ୟାଙ୍କ । ​ ଧର୍ମଘଟ ସହ ସାପ୍ତାହିକ ଓ ପର୍ବପର୍ବାଣି ଛୁଟି । ଠପ୍ ହେବ କାରବାର । ବ୍ୟାଙ୍କ କର୍ମଚାରୀ ସଂଘର ଧର୍ମଘଟ ଡାକରା ସାଙ୍ଗକୁ ଦ୍ୱିତୀୟ…

ସୁଧାର ଗୃହରେ ନାବାଳିକା ଗର୍ଭବତୀ, ଦୁଷ୍କର୍ମ ଅଭିଯୋଗରେ ସୁରକ୍ଷାକର୍ମୀ ଓ ନାବାଳକ ଅନ୍ତେବାସୀ ଗିରଫ

କେନ୍ଦ୍ରାପଡା : ସୁଧାର ଗୃହରେ ନାବାଳିକା ଗର୍ଭବତୀ, ସୁରକ୍ଷାକର୍ମୀ ଓ ନାବାଳକ ଅନ୍ତେବାସୀ ଗିରଫ । ସୁଧାର ଗୃହରେ ନାବାଳିକା ଛାତ୍ରୀ ଅନ୍ତସତ୍ତ୍ବା ଅଭିଯୋଗ । କେନ୍ଦ୍ରାପଡା ସଦର ଥାନା ଗରାପୁର ଅଞ୍ଚଳରେ ଥିବା ଏକ ସୁଧାର ଗୃହରେ ସାମ୍ନାକୁ ଆସିଛି…

ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଳ ଟ୍ରାକ୍‌କୁ ମଞ୍ଜୁରୀ, ରାଜ୍ୟରେ ଆହୁରି ସୁଦୃଢ଼ ହେବ ରେଳ ଭିତ୍ତିଭୂମି

ଭୁବନେଶ୍ବର: ଓଡ଼ିଶା ସମେତ ୫ଟି ରାଜ୍ୟର ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଳ ଟ୍ରାକ୍‌ ସମ୍ପ୍ରସାରଣ ପ୍ରକଳ୍ପକୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟି ପକ୍ଷରୁ ଅନୁମୋଦନ…