State

ଓଡିଶାରେ ଖୁଚୁରା ମୁଦ୍ରାସ୍ଫୀତିରେ ଐତିହାସିକ ହ୍ରାସ: ଜାତୀୟ ହାରଠାରୁ ଯଥେଷ୍ଟ କମ୍

ଭୁବନେଶ୍ୱର, ୧୩/୧୨ : ନଭେମ୍ବର ମାସରେ ଓଡିଶାରେ ଖୁଚୁରା ମୁଦ୍ରାସ୍ଫୀତି ଏକ ଉଲ୍ଲେଖନୀୟ ହ୍ରାସ ଘଟି -1.29% କୁ ଖସି ଆସିଛି, ଯାହା ଜାତୀୟ ସ୍ତରର ମୁଦ୍ରାସ୍ଫୀତି ଧାରାକୁ ଅତିକ୍ରମ କରିଛି ବୋଲି ସୂଚନା ମିଳିଛି | ରାଜ୍ୟରେ ଏହି ନକାରାତ୍ମକ…

ବଲାଙ୍ଗୀରରେ ଅମାନୁଷିକ ଘଟଣା: ସ୍ତ୍ରୀକୁ ନିଆଁ ଲଗାଇଦେଲା ସ୍ୱାମୀ!

ବଲାଙ୍ଗୀର, ୧୩/୧୨ : ବଲାଙ୍ଗୀର ଜିଲ୍ଲାର ବେଲପଡା ଥାନା ଅନ୍ତର୍ଗତ କଟାପାଲି ଗାଁରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ଶାରୀରିକ ନିର୍ଯାତନା ଦେବା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ପୋଡ଼ି…

ଚନ୍ଦ୍ର ଶେଖର ପାଢ଼ୀ ଜଳସମ୍ପଦ ବିଭାଗର OSD-cum-EIC ଭାବେ ପୁନଃ ନିଯୁକ୍ତି |

ଭୁବନେଶ୍ୱର, ୧୩/୧୨ : ଓଡିଶା ସରକାର ବରିଷ୍ଠ ଅଧିକାରୀ ଚନ୍ଦ୍ର ଶେଖର ପାଢ଼ୀଙ୍କୁ ଜଳସମ୍ପଦ ବିଭାଗର OSD-cum-Engineer-in-Chief (OSD-cum-EIC) ଭାବରେ ପୁନଃ ନିଯୁକ୍ତି ଦେଇଛନ୍ତି | ପୂର୍ବରୁ ଅବସରପ୍ରାପ୍ତ ଇଞ୍ଜିନିୟର-ଇନ୍-ଚିଫ୍ ଶ୍ରୀ ପାଢ଼ୀଙ୍କୁ ଛଅ ମାସ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ…

କୋରାପୁଟରେ ଖାଦ୍ୟ ବିଷକ୍ରିୟା: ୫୦ରୁ ଅଧିକ ଛାତ୍ରୀ ଅସୁସ୍ଥ

କୋରାପୁଟ, ୧୩/୧୨ : କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ବାଉଁଶପୁଟ ସରକାରୀ ୟୁପି ସ୍କୁଲ ହଷ୍ଟେଲରେ ବାସି ଓ ଦୂଷିତ ଖାଦ୍ୟ ଖାଇ ୫୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି | ଶନିବାର ଏହି ଘଟଣା ଘଟିବା ପରେ ସ୍ଥାନୀୟ…

କିସ୍ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ: କେନ୍ଦୁଝର କଲେକ୍ଟରେଟ୍ ସମ୍ମୁଖରେ ପରିବାର ଓ ଗ୍ରାମବାସୀଙ୍କ ବିଶାଳ ପ୍ରତିବାଦ

କେନ୍ଦୁଝର, ୧୩/୧୨ : କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍‌)ର ନବମ ଶ୍ରେଣୀ ଛାତ୍ର ଶିବା ମୁଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ କେନ୍ଦୁଝରରେ ଉତ୍ତେଜନା ଦେଖାଦେଇଛି | ମୃତ ଛାତ୍ର ଶିବା ମୁଣ୍ଡାଙ୍କ ପରିବାର ସଦସ୍ୟ ଏବଂ ଟିକରଗୁମୁରା ଗ୍ରାମର…

ବାଇକ ସ୍କୁଟି ମୁହାଁମୁହିଁ: ୩ ମୃତ ୨ ଗୁରୁତର

ପାଟଣା: ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା ଅଞ୍ଚଳ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଚାନ୍ଦପଶି-ପଣ୍ଡାପଡ଼ା ରାସ୍ତାରେ ସାରୁପାଟ ନିକଟରେ ଗୋଟିଏ ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…

ସଂସଦରେ ଟସର ଉନ୍ନତିକରଣ ପ୍ରସଙ୍ଗ ଉଠାଇଥିଲେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା

ଯାଜପୁର : ସଂସଦରେ ଯାଜପୁର ଜିଲ୍ଲା ବୁଣାକାରଙ୍କ ପ୍ରସଙ୍ଗ ଉଠାଇଲେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା । ‘Zero Hour’ ରେ ଯାଜପୁର ଜିଲ୍ଲାର ବୁଣାକାରଙ୍କ ଗାଁ ଭାବେ ପରିଚିତ ଗୋପାଳପୁରର ବୁଣାକାର ଓ ସୁକିନ୍ଦାର ଟସର ଉନ୍ନତିକରଣ ପ୍ରସଙ୍ଗ ଉଠାଇଥିଲେ…

ସଫଳ ହେଲା କେନ୍ଦୁଝରରେ ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟର ପ୍ରଥମ ଗ୍ରାମସଭା

ଘଟଗାଁ : ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟର ପ୍ରଥମ ଗ୍ରାମସଭା ସଫଳ । କେନ୍ଦୁଝରରେ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆଜି ପ୍ରଥମ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ପାଟଣା ବ୍ଲକ ଚେମଣା ପଞ୍ଚାୟତ ଭୃଙ୍ଗରାଜପଶିରେ ପ୍ରସ୍ତାବିତ ମେଗା ଷ୍ଟିଲ୍ ପ୍ଲାଣ୍ଟ…

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଶ୍ରମିକ ମୃତ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ରାଜନଗର ବ୍ଲକ ଗୁପ୍ତି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦେବେନ୍ଦ୍ର ନାରାୟଣପୁରଠାରେ। ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ପାଣି ଟାଙ୍କି ନିର୍ମାଣ ଚାଲିଛି। ପାଣି ଟାଙ୍କି ଉପରେ…

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା ଆରମ୍ଭ

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍‌ (ଓସିଏସ)ର ମୁଖ୍ୟ ଲିଖିତ ପରୀକ୍ଷା ଆସନ୍ତାବର୍ଷ ଜାନୁଆରୀ ୩୧ ଠାରୁ ଆରମ୍ଭ ହୋଇ ଫେବୃଆରୀ ୧୦ ଯାଏଁ ଚାଲିବ। ଏଥିରେ ମୋଟ ୨୪୦୫ ଜଣ ପରୀକ୍ଷାର୍ଥୀ…