ନୂଆପଡା ଉପନିର୍ବାଚନ: ୫ ହଜାର ନୂଆ ଭୋଟଙ୍କୁ ନେଇ କଂଗ୍ରେସ ଉଠାଇଲା ପ୍ରଶ୍ନ
ନୂଆପଡ଼ା: ନୂଆପଡା ଜିଲାରେ ନୂଆ ୫ହଜାର ଭୋଟରଙ୍କୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଆଜି ସଦର ମହକୁମା କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି କଂଗ୍ରେସ । ପ୍ରଶାସନ ଜିଲାରେ ମୋଟ ଭୋଟର ତାଲିକା ପ୍ରକାଶ କରିବାପରେ…