ନୂଆପଡାରେ କଂଗ୍ରେସ ସ୍ଥିତି ବହୁତ ଭଲ ରହିଛି: ଭକ୍ତ
ନୂଆପଡ଼ା: ନୂଆପଡ଼ାରେ କଂଗ୍ରେସ ସ୍ଥିତି ବହୁତ ଭଲ ରହିଛି। ଏଥର ତ୍ରିକୋଣୀୟ ଲଢ଼େଇ ହେବ ନାହିଁ। କଂଗ୍ରେସ ହାତକୁ ଏହି ଆସନ ଯିବ। ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସ। ସେ କହିଛନ୍ତି,…
ନୂଆପଡ଼ା: ନୂଆପଡ଼ାରେ କଂଗ୍ରେସ ସ୍ଥିତି ବହୁତ ଭଲ ରହିଛି। ଏଥର ତ୍ରିକୋଣୀୟ ଲଢ଼େଇ ହେବ ନାହିଁ। କଂଗ୍ରେସ ହାତକୁ ଏହି ଆସନ ଯିବ। ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସ। ସେ କହିଛନ୍ତି,…
ଅନୁଗୋଳ: ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜୋର ଜବରଦସ୍ତି ନେଇଗଲେ ମୃତଦେହ। ହିଙ୍ଗୁଳା ଖଣି ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ସମ୍ପର୍କୀମାନେ…
କଟକ : କାଠଯୋଡ଼ି ନଦୀରେ ବୁଡ଼ି ଦୁଇ ଜଣ ନାବାଳକ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। କୂଳସରିଚୁଆଁ ନିକଟ କାଠଯୋଡ଼ି ନଦୀରେ ରବିବାର ଏହି ଅଘଟଣ ଘଟିଛି। ନାବାଳକ ଦ୍ଵୟ ନଦୀରେ ଗାଧୋଇବା ସମୟରେ ଭାସିଯାଇଥିଲେ। ଉଭୟଙ୍କ ଘର ସ୍ଥାନୀୟ ବସ୍ତକୁଣ୍ଡଳ…
ଭୁବନେଶ୍ୱର : ନବୀନଙ୍କୁ ଭେଟିଲେ ଅପରାଜିତା । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ତାଙ୍କୁ ସମ୍ମାନ ଜଣାଇବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଅପରାଜିତା କହିଛନ୍ତି, ନବୀନଙ୍କୁ…
ଭୁବନେଶ୍ୱର : ଓଡ଼ିଶାରୁ ଫେରିଯିବ ମୌସୁମୀ । ଓଡ଼ିଶାରୁ ଦୁଇ ତିନି ଦିନ ଭିତରେ ମୌସୁମୀ ଲେଉଟିବା ଆରମ୍ଭ ହେବ । ମୌସୁମୀ ଲେଉଟାଣି ପାଇଁ ପାଗ ଅନୁକୁଳ ରହିଛି । ୪ ମାସ ୧୩ ଦିନର ରହଣି ପରେ ଏବେ…
ବାଲିଗୁଡା : ନଦୀରେ ଭାସିଗଲେ ସ୍କୁଲ ଛାତ୍ର । କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ବାଦୁବାଡ଼ି ନିକଟରେ କାଳିପେନୁ ନଦୀରେ ଜଣେ ଛାତ୍ର ଭାସିଯାଇଛନ୍ତି । ଭୋଜି କରିବାକୁ ଆସି ନଦୀରୁ ପାଣି ଆଣିବାକୁ ଯାଇଥିବା ସମୟରେ ଅଘଟଣ ଘଟିଛି…
ଭୁବନେଶ୍ୱର : ପ୍ରାର୍ଥୀ ଚୟନ ପାଇଁ ନୂଆପଡ଼ା ଗଲା ବିଜେଡିର ଏକ ବଡ ଟିମ୍ । ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଗ୍ରାଉଣ୍ଡରେ ସ୍ଥିତି ପରଖିବେ ବିଜେଡିର ବରିଷ୍ଠ ନେତା । ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ,…
ଭୁବନେଶ୍ୱର : ବିଜେପି କୋର କମିଟି ବୈଠକରେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ରଣନୀତି । ଦଳ ଯାହାକୁ ବି ପର୍ଥି କରିବ ସେ କେମିତି ଜିତିବେ ତାହା ହେବ ପ୍ରଥମିକତା । ପୂର୍ବତନ ସଭାପତି, ମହମନ୍ତ୍ରି, ମନ୍ତ୍ରୀ ଏବଂ…
ରାଉରକେଲା : ମୋବାଇଲ ଟାୱାର ଉଡ଼ାଇଲେ ମାଓବାଦୀ । ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜରେଇକେଲା ଥାନା କୋଲଭଙ୍ଗା ଅଞ୍ଚଳରେ ଆଜି ମାଓବାଦୀମାନେ ଏକ ମୋବାଇଲ ଟାୱାର ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ…
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରାଜ୍ୟ ମହିଳା କମିଶନ । ଦୁର୍ଗାପୁର ଯିବ ରାଜ୍ୟ ମହିଳା କମିଶନଙ୍କ ଟିମ୍ । ପଶ୍ଚିମବଙ୍ଗ ମହିଳା କମିଶନ ଅଧ୍ୟକ୍ଷାଙ୍କ ସହ ଯୋଗାଯୋଗ କରୁଛୁ…