State

ଅନୁଗୋଳରେ ଭୂମିକମ୍ପ ଝଟକା ଅନୁଭୂତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଭୂମିକମ୍ପ ଝଟକା । ରାତି ପ୍ରାୟ ୧୦.୪୭ ମିନିଟରେ ଏହି ଭୂମିକମ୍ପ ଝଟକା ପ୍ରାୟ ୫ ସେକେଣ୍ଡ ଧରି ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଛେଣ୍ଡିପଦା ବ୍ଲକ ସଦର ମହକୁମାଠାରୁ ପ୍ରାୟ…

ଜନସେବା କେନ୍ଦ୍ର ମାଲିକଙ୍କୁ ଗୁଳି କରି ହତ୍ୟା

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ସୋମବାର ରାତିରେ ଜଣେ ‘ଜନ ସେବା କେନ୍ଦ୍ର’ ମାଲିକଙ୍କୁ କିଛି ଦୁର୍ବୃତ୍ତମାନେ ଗୁଳି ମାଡ଼ ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ, ଏହି ଘଟଣା ତୁରୁମୁଙ୍ଗା ଥାନା ଅନ୍ତର୍ଗତ କେନ୍ଦେଇପାଶି ଠାରେ…

ଭାଲୁକୁଣୀ ଭଷାଣ ବେଳେ ଡିଜେ ସାଉଣ୍ଡ ବକ୍ସ ପଡ଼ି ୭ ଗୁରୁତର

ଯାଜପୁର : ଭାଲୁକୁଣୀ ଭଷାଣ ହେଲା କାଳ । ଡିଜେ ସାଉଣ୍ଡ ବକ୍ସ ପଡ଼ି ୭ ଗୁରୁତର । ଯାଜପୁର ବ୍ଲକ ଛତିଶଦେବିଲ ପଞ୍ଚାୟତ ମହମ୍ମଦ ଜମାପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ଗୁରୁତରଙ୍କୁ ଯାଜପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି…

ରେଡ୍ ବେଳେ ସହକାରୀ ଯନ୍ତ୍ରୀଙ୍କ ଘରୁ ନଗଦ ୫ ଲକ୍ଷ ଜବତ କଲା ଭିଜିଲାନ୍ସ

ଯାଜପୁର: ଗିରଫ ସହକାରୀ ଯନ୍ତ୍ରୀଙ୍କ ଘରୁ ନଗଦ ୫ ଲକ୍ଷ ଜବତ । ଯାଜପୁର ବଡ଼ଚଣା ବ୍ଲକର ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶଙ୍କ ଘରୁ ନଗଦ ୫ ଲକ୍ଷ ୧୫ ହଜାର ଜବତ କରିଛି ଭିଜିଲାନ୍ସ । ୩୫ ହଜାର ଟଙ୍କା…

୩୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ ଓ ସହଯୋଗୀ

ଯାଜପୁର : ୩୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ସହକାରୀ ଯନ୍ତ୍ରୀ ଓ ସହଯୋଗୀ ଧରାପଡ଼ିଲେ । ବକେୟା ବିଲ୍ ପାସ୍ କରିବା ଓ ସିକ୍ୟୁରିଟି ଡିପୋଜିଟ୍ ଫେରସ୍ତ କରିବା ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ…

ଆଗୁଆ ସରିଲା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ

ଭୁବନେଶ୍ବର: ଏମଏମଡିଆର ପ୍ରସଙ୍ଗକୁ ନେଇ ବାରମ୍ବାର ଅଚଳାବସ୍ଥା ଭିତରେ ଶେଷ ହୋଇଛି ଚଳିତ ବର୍ଷର ମୌସୁମୀ ଅଧିବେଶନ । ମୌମୁମୀ ଅଧିବେଶନର ୫ମ ଦିନରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ବନ୍ୟା…

ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି; ୩ ଅଭିଯୁକ୍ତ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର: କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ଘଟଣାରେ ତିନିଜଣ ଅଭିଯୁକ୍ତ ବିଦ୍ୟୁତ୍ ବିଭାଗର ଯନ୍ତ୍ରୀ କଲେ ଆତ୍ମସମର୍ପଣ। କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନସ୍ କୋର୍ଟରେ ଆତ୍ମସମର୍ପଣ କଲେ ଏହି ୩ ଯନ୍ତ୍ରୀ। ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ପାଇବା ପରେ…

ମହାନଦୀ ବିବାଦର ସମାଧାନ ଲାଗି ଅକ୍ଟୋବର ୧ରେ ଶାହାଙ୍କ ଅଧ୍ୟକ୍ଷତାରେ ବଡ଼ ବୈଠକ

ଭୁବନେଶ୍ୱର : ଦିଲ୍ଲୀରେ ଏକାଠି ହେବେ ଓଡ଼ିଶା-ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ଅଧ୍ୟକ୍ଷତା କରିବେ ଅମିତ ଶାହ । ଦୀର୍ଘଦିନ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦର ସମାଧାନ ଦିଗରେ ଆଉ ଏକ ବଡ଼ ପଦକ୍ଷେପ । ଆସନ୍ତା ଅକ୍ଟୋବର ୧ରେ ଓଡ଼ିଶା…

କଙ୍କଡା ଧରିବା ବେଳେ ଟାଣିନେଲା କୁମ୍ଭୀର, ଉଦ୍ଧାର କଲେ ବନ କର୍ମଚାରୀ

ରାଜନଗର : କଙ୍କଡା ଧରିବା ବେଳେ ମାଡି ବସିଲା କୁମ୍ଭୀର, ଜୀବନ ବଞ୍ଚାଇଲେ ବନ କର୍ମଚାରୀ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଭିତରକନିକା ଜଙ୍ଗଲରେ କୁମ୍ଭୀର ଆକ୍ରମଣ । କଙ୍କଡା ଧରୁଥିବା ବେଳେ ବାଙ୍କୁଆଳ ଗାଁ ର ମଦନ ବେହେରାଙ୍କୁ କୁମ୍ଭୀର…

ଜଗତସିଂହପୁରରୁ ଉଦ୍ଧାର ହେଲେ ଭୁବନେଶ୍ବରରୁ ନିଖୋଜ ୩ ନାବାଳକ

ଭୁବନେଶ୍ବର : ଭୁବନେଶ୍ବରରୁ ନିଖୋଜ, ଜଗତସିଂହପୁରରୁ ଉଦ୍ଧାର । ମିଳିଲେ ଭୁବନେଶ୍ୱରରୁ ନିଖୋଜ ୩ ନାବାଳକ । ସମସ୍ତଙ୍କୁ ଜଗତସିଂହପୁରରୁ ସୁରକ୍ଷିତ ଉଦ୍ଧାର କଲା ପୋଲିସ । ଟ୍ୟୁସନ ଯିବାକୁ କହି ଘରୁ ବାହାରିବା ପରେ ନିଖୋଜ ହୋଇଯାଇଥିବା ୩ ନାବାଳକ…