State

ବିଦେଶରେ ଚାକିରୀ ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଠକେଇ, ଜଣେ ଗିରଫ

ଭୁବନେଶ୍ବର: ବିଦେଶରେ ଉଚ୍ଚ ଦରମାରେ ଚାକିରୀ କରାଇ ଦେବାର ପ୍ରତିଶ୍ରୁତି ଦେଇ ଲୋକଙ୍କ ନିକଟରୁ କୋଟି କୋଟି ଟଙ୍କା ଠକି ନେଇଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ୨୦୧୮ ମସିହାରୁ ଲୋକଙ୍କ ନିକଟରୁ ଟଙ୍କା ଠକିନେଇ ଫେରାର ଥିବା…

ପୂର୍ବ ସରକାର ଭାଙ୍ଗିଥିବା ମଠର ହେବ ପୁନଃ ନିର୍ମାଣ: ଆଇନ ମନ୍ତ୍ରୀ

ଶ୍ରୀକ୍ଷେତ୍ରର ଗୋଟିଏ ସ୍ଥାନରେ ହେବ ସମସ୍ତ ମଠର ବିଜେସ୍ଥଳି। ପୂର୍ବ ସରକାର ଥଇଥାନ ଓ ସୌନ୍ଦର୍ଯ୍ୟକରଣ ନାଁରେ ଭାଙ୍ଗି ଦେଇଥିବା ମଠକୁ ପୁନଃ ନିର୍ମାଣ କରାଯିବ। ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଗୋଟିଏ…

ଶିଶୁ ସୁରକ୍ଷା ଏବଂ ଆଇନଗତ ବ୍ୟବସ୍ଥା ଉପରେ ପରାମର୍ଶ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: ଆଜି ପୋଲିସ୍ ସେବା ସଦନ ସମ୍ମିଳନୀ କକ୍ଷରେ ଶିଶୁ ସୁରକ୍ଷା ଏବଂ ଆଇନଗତ ବ୍ୟବସ୍ଥା ଉପରେ ପରାମର୍ଶ ତଥା ମତ ବିନିମୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ଵର-କଟକ ପୋଲିସ କମିଶନରେଟ ଏବଂ ଚାଇଲ୍ଡ ଇନ ନୀଡ ଇନଷ୍ଟିଚ୍ୟୁଟ୍ (ସିନି)ର…

ଭୁବନେଶ୍ୱରରେ ଏଏସଆଇ ମହାନିର୍ଦେଶକ ଓ୍ବାଇ.ଏସ. ରାଓ୍ବତ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ମହାନିର୍ଦେଶକ ଓ୍ବାଇ.ଏସ. ରାଓ୍ବତ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ସେ ଭୁବନେଶ୍ଵରରେ ପହଞ୍ଚିଛନ୍ତି। କୋଣାର୍କ ସୂର୍ଯ୍ୟ ମନ୍ଦିର, ଖଣ୍ଡଗିରି, ରତ୍ନଗିରି ଯାଇ ସ୍ଥିତି ପରଖିବେ ରାଓ୍ବତ। ଏହିସବୁ ଐତିହ୍ୟ…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ମ୍ୟୁନିସିପାଲଟି କିରାଣି

ବାରିପଦା: ଲାଞ୍ଚ ମାଗିବା ପଡିଲା ମହଙ୍ଗା। ଲାଞ୍ଚ ନେବା ବେଳେ ଧରାପଡ଼ିଲେ ମ୍ୟୁନିସିପାଲଟି କିରାଣି। ବାରିପଦା ମ୍ୟୁନିସିପାଲଟିର କିରାଣି ଗୋପାଳ ପ୍ରଧାନ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ। ଏମ ଡି ଜାଭେଦଙ୍କ ବାପାଙ୍କ ନାଁରେ…

ଲିଙ୍ଗରାଜ ମନ୍ଦିରରେ ପଶିଲେ ଅଣହିନ୍ଦୁ, ସ୍ୱତନ୍ତ୍ର ନୀତିରେ ହେଲା ମନ୍ଦିର ଶୁଦ୍ଧୀକରଣ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ପଶିଲେ ଅଣହିନ୍ଦୁ । ଯାହାପରେ ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିଥିଲା । ସେବାୟତ ମାନେ ସେମାନଙ୍କୁ ଚିହ୍ନଟ କରି ଥାନାରେ ଜିମା ଦେଇଥିଲେ । ମନ୍ଦିରରେ ବଡ଼ ଘୋକାଳ ନୀତି ହେବା ପରେ ପୁଣିଥରେ…

ଟଳିଲେ ୪ କୁଖ୍ୟାତ ମାଓବାଦୀ

ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲେ ୪ କୁଖ୍ୟାତ ମାଓବାଦୀ। ମହାରାଷ୍ଟ୍ର ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ(ସିଆରପିଏଫ)ର ମାଓ ବିରୋଧୀ ଅଭିଯାନରେ ମିଳିଛି ଏହି ବଡ଼ ସଫଳତା। ମହାରାଷ୍ଟ୍ର-ଛତିଶଗଡ଼ର ସୀମାନ୍ତ ଗଡ଼ଚିରୋଲି ଥାନା ଅଧୀନ ଏକ ଜଙ୍ଗଲରେ ଶୁକ୍ରବାର ସୁରକ୍ଷା ବାହିନୀ…

ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଇଁ ମିଳିବ ସରକାରୀ ସହାୟତା

ଭୁବନେଶ୍ୱର: ଏଥର ରଥଯାତ୍ରା ପାଇଁ ମିଳିବ ସରକାରୀ ସହାୟତା। ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଇଁ ମିଳିବ ସହାୟତା। ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକ ସହାୟତା କରିବ ଆଇନ…

ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା, ୮ ଜିଲ୍ଲାକୁ ୟେଲୋ ୱର୍ଣିଂ

ଭୁବନେଶ୍ୱର : ଆସୁଛି ଲଘୁଚାପ,୨୭ରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଦେଲା ପାଣିପାଗ ବିଭାଗ । ସଅଳ ମୌସୁମୀ ଆସିବାକୁ ସହାୟକ ହେବ ଲଘୁଚାପ । ଆସନ୍ତା ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ତାର ପାଶ୍ୱବର୍ତୀ ଉତ୍ତର ବଙ୍ଗୋପସାଗରରେ…

ଖୁବଶୀଘ୍ର ଲାଗୁ ହେବ ନୂଆ ଅବକାରୀ ନୀତି: ୩ ବର୍ଷିଆ ପଲିସି ଆଣିବେ ସରକାର

ଭୁବନେଶ୍ବର: ରାଜ୍ୟରେ ଖୁବଶୀଘ୍ର ନୂଆ ଅବକାରୀ ନୀତି ଲାଗୁ ହେବ । ଜୁନ୍‌ ୧୫ରୁ ଜୁନ୍‌ ୨୦ ଭିତରେ ନୂଆ ଅବକାରୀ ନୀତି ନେଇ ପଲିସି ଆସିବ । ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ…