August 22, 2026

ମୋବାଇଲ ପାଇଁ ଉଜୁଡ଼ିଗଲା ପୁରା ପରିବାର, ପାହାଡ଼ରୁ ଡେଇଁ ବାପ-ପୁଅ-ମାଆ ମୃତ

ମହାରାଷ୍ଟ୍ରର : ମୋବାଇଲ ଉଜାଡିଦେଲା ପୁରା ପରିବାର । ସାମାନ୍ୟ ମୋବାଇଲ ଦେଖିବା ଅଜବ ଜିଦରୁ ଚାଲିଗଲା ବାପା-ପୁଅ -ମାଙ୍କ ଜୀବନ । ଆଖି ପିଛୁଳାକେ ଉଜୁଡ଼ିଗଲା ପୂରା ପରିବାର । ମୋବାଇଲ ବ୍ୟବହାରକୁ ନେଇ ତାଗିଦ କରିବାରୁ ପାହାଡ଼ରୁ ଡେଇଁଲା…

ବୌଦ୍ଧ ମଠ ଉପରେ ମିଆଁମାର ସେନାର ଏୟାରଷ୍ଟ୍ରାଇକ; ୧୪ ମୃତ, ୨୦ ଆହତ

ନୂଆଦିଲ୍ଲୀ:ଶୁକ୍ରବାର ଦିନ ମିଆଁମାର ସେନା କେନ୍ଦ୍ରୀୟ ସାଗାଇଙ୍ଗ ଅଞ୍ଚଳରେ (monastery in Sagaing Region)ଥିବା ଏକ ବୌଦ୍ଧ ମଠ ଉପରେ ଏୟାରଷ୍ଟ୍ରାଇକ କରିଛି । ଏହି ଆକ୍ରମଣରେ ଏକ ସପ୍ତାହ ବ୍ୟାପୀ ଧ୍ୟାନ ଶିବିରରେ ଅଂଶଗ୍ରହଣ କରୁଥିବା ୧୪ ଜଣ ଲୋକଙ୍କ…

ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସରକାରୀ ଡ୍ରାଇଭିଂ ଟ୍ରେନିଂ ସ୍କୁଲର ପୂର୍ବତନ ଅଧ୍ୟକ୍ଷଙ୍କୁ ୩ ବର୍ଷ ଜେଲ

ଭୁବନେଶ୍ୱର : ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭୁବନେଶ୍ୱର ସରକାରୀ ଡ୍ରାଇଭିଂ ଟ୍ରେନିଂ ସ୍କୁଲର ପୂର୍ବତନ ଅଧ୍ୟକ୍ଷ ପ୍ରଭାକର ବେହେରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କୁ ୩ ବର୍ଷ କାରାଦଣ୍ଡ ସହ ଏକ ଲକ୍ଷ…

ପିଆଜ ଦର ଆକାଶ ଛୁଆଁ, କେଜି ଛୁଇଁଲା ୫୦ ଟଙ୍କା

କଟକ: ପିଆଜ ଦର ଆକାଶ ଛୁଆଁ । କଟକ ଛତ୍ର ବଜାର ପରିବା ମାର୍କେଟରେ ପିଆଜ କେଜି ରହିଛି ୫୦ଟଙ୍କା । ୩ କେଜିକୁ ୧୪୦ ଟଙ୍କା ରହିଛି। କିଛି ଦିନ ତଳେ ପିଆଜ ୩୫ ଟଙ୍କା ରହିଥିଲା । ହଠାତ…

୩୧ ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି

ପୁରୀ: ଆସନ୍ତା ୩୧ ଓ ୧ ତାରିଖରେ ହେବ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି । ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ବ୍ୟବସ୍ଥାବଳୀ ଅନୁଯାୟୀ ଗଣତି କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟରେ…

ମହାନଦୀକୁ ଡେଇଁ ପଡ଼ିଲେ ଦୁଇ ନାବାଳିକା, ସୁରକ୍ଷିତ ଉଦ୍ଧାର କଲେ ସ୍ଥାନୀୟ ଲୋକେ

ସୋନପୁର: ସୋନପୁର ଜିଲ୍ଲାର ବିନିକା ସେତୁରୁ ମହାନଦୀକୁ ଡେଇଁ ପଡ଼ିଥିବା ଦୁଇ ନାବାଳିକାଙ୍କୁ ଶନିବାର ଦିନ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ନଦୀରେ ମାଛ ଧରିବା ସମୟରେ କିଛି ସ୍ଥାନୀୟ ଲୋକ ଝିଅମାନଙ୍କୁ ଦେଖିଥିଲେ। ସେମାନେ ପାଣିରୁ ଦୁଇ ଜଣଙ୍କୁ ଉଦ୍ଧାର…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଦୁଷ୍କର୍ମ ଅଭିଯୋଗରେ SI ଗିରଫ

ମୟୂରଭଞ୍ଜ: ମହଙ୍ଗା ପଡ଼ିଲା ପ୍ରେମ ପ୍ରତାରଣା । ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ SI ବାବୁ । ସବଇନସ୍ପେକ୍ଟର ପ୍ରଭାତ କୁମାର ନାୟକଙ୍କୁ ଗିରଫ କଲା ବାରିପଦା ଟାଉନ ଥାନା ପୋଲିସ । ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନାରେ କାର୍ଯ୍ୟରତ…

NTPC ବଙ୍କର-ବିରେ ଭୟଙ୍କର ବିସ୍ଫୋରଣ, ୫ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ NTPC ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ବଙ୍କର-ବି ରେ ଭୟଙ୍କର ବିସ୍ପୋରଣ। ବିଳମ୍ବିତ ରାତିରେ ହୋଇଥିବା ବିସ୍ପୋରଣରେ ପାଞ୍ଚଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ NTPC ମେଡିକାଲରେ ଭର୍ତ୍ତି କରାଯାଇଛି। ବିସ୍ପୋରଣର କାରଣ…

ବ୍ଲୁ ଲେକ୍ ରେ ବୁଡିଗଲେ ୩ ଛାତ୍ର : ଦୁଇ ନିଖୋଜ, ଜଣେ ଉଦ୍ଧାର

ନୀଳଗିରି : ନୀଳଗିରିରେ ମିତ୍ରପୂର୍ ନିକଟ ବ୍ଲୁ ଲେକ୍ ପୁଣି ପାଲଟିଲା କାଳ। ତିନି ଛାତ୍ର ବୁଲିବାକୁ ଆସି ପାଣିରେ ବୁଡି ଦୁଇ ନିଖୋଜ । ରେମୁଣା କଲେଜରେ ପଢୁଥିବା ତଥା ଭଦ୍ରକ ଅଞ୍ଚଳର ରୋଶନ ନାୟକ ସୁରକ୍ଷିତ ଅଛନ୍ତି ।…

ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅନ୍ୱେଶା ହଷ୍ଟେଲ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ଗାଁରେ ଥିବା ୩୦୦ ଶଯ୍ୟା ବିଶିଷ୍ଟ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଅନ୍ୱେଶା ହଷ୍ଟେଲରେ ରହୁଥିବା ଛାତ୍ର ଜଗନ୍ନାଥ ଧରୁଆଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ଗତକାଲି ସ୍କୁଲରେ ଥିବା…