ଶିମିଳିପାଳରେ ଅଛନ୍ତି ୪୦ ମହାବଳ
ଶିମିଳିପାଳ : ଶିମିଳିପାଳରେ ଅଛନ୍ତି ୪୦ ମହାବଳ । ସେଥିମଧ୍ୟରୁ ୬ଟି ବାଘ ଶାବକ ଅଛନ୍ତି । ଚଳିତ ବର୍ଷ କ୍ୟାମେରା ଟ୍ରାପ୍ ରୁ ଏହା ସ୍ପଷ୍ଟ ହୋଇଛି । ଜିନତ୍ ଓ ଯମୁନା ବ୍ୟତୀତ ଶିମିଳିପାଳରେ ଥିବା ଆଡଲ୍ଟ ମହାବଳ…
ଶିମିଳିପାଳ : ଶିମିଳିପାଳରେ ଅଛନ୍ତି ୪୦ ମହାବଳ । ସେଥିମଧ୍ୟରୁ ୬ଟି ବାଘ ଶାବକ ଅଛନ୍ତି । ଚଳିତ ବର୍ଷ କ୍ୟାମେରା ଟ୍ରାପ୍ ରୁ ଏହା ସ୍ପଷ୍ଟ ହୋଇଛି । ଜିନତ୍ ଓ ଯମୁନା ବ୍ୟତୀତ ଶିମିଳିପାଳରେ ଥିବା ଆଡଲ୍ଟ ମହାବଳ…
ଭୁବନେଶ୍ୱର: ବେସରକାରୀ ସ୍କୁଲ ଓ କଲେଜକୁ ରାଜସ୍ବ ମନ୍ତ୍ରୀଙ୍କ ଚେତାବନୀ। ଛୁଟିରେ ସ୍କୁଲ ଖୋଲିଲେ ହେବ ଆକ୍ସନ। ଘରୋଇ ସ୍କୁଲ ମାଲିକଙ୍କୁ ତାଗିଦ କଲେ ସରକାର। ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କଲେ ନିଆଯିବ ଆକ୍ସନ। ଗ୍ରୀଷ୍ମପ୍ରବାହ ପାଇଁ ଜାରି ହୋଇଛି ଏସଓପି।…
ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ କରାଗଲା ବଡ଼ ମହାସ୍ନାନ । ଜୟବିଜୟ ଦ୍ୱାର ନିକଟରେ କେହି ବାନ୍ତି କରି ଦେବାରୁ ବଡ ମହାସ୍ନାନ ନୀତି ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଜୟ ବିଜୟ ଦ୍ବାର ସମ୍ମୁଖରୁ…
ଭୁବନେଶ୍ବର: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ଏହାରି ଭିତରେ ଭାରତ ସରକାର ଭାରତରେ ରହୁଥିବା ପାକିସ୍ତାନ ନାଗରିକଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାରଣ ଭାରତ…
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ରାଜଧାନୀର ଦୁଇଟି ରେଳ ଷ୍ଟେସନରୁ ୨ଟି ମୃତଦେହ ଠାବ କରାଯାଇଛି । ଭୁବନେଶ୍ୱର ବାଣୀ ବିହାର ଷ୍ଟେସନ ନିକଟରୁ ଜଣେ ଯୁବକଙ୍କ ଓ ଲିଙ୍ଗରାଜ ଷ୍ଟେସନ ରୁ ଜଣେ ମହିଳାଙ୍କ ମୃତଦେହ ଜବତ…
ଭୁବନେଶ୍ୱର: ସରକାରୀ ଅର୍ଥ ହଡ଼ପ ମାମଲାରେ ଠିକାଦାର ଲକ୍ଷ୍ମୀଧର ରାଉତରାୟଙ୍କୁ ଶୁକ୍ରବାର ଭିଜିଲାନ୍ସ ବିଭାଗ ଗିରଫ କରିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ବିନା କାମରେ ସେ ୫୭ ଲକ୍ଷ ଟଙ୍କା ହଡ଼ପ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ…
ସମୁଦ୍ର ମୁହାଁ କଇଁଛ ଛୁଆ । ଦୀର୍ଘ ୫୦ ଦିନ ପରେ ପୁଣି ଚଳଚଂଚଳ କଇଁଛଙ୍କ ଏନ୍ତୁଡ଼ିଶାଳ ଗହୀରମଥା । ଲକ୍ଷ ଲକ୍ଷ କଇଁଛମାନେ ଗହୀରମଥାର ଅଗରନାସୀ-୨ରେ ସମୁହ ଅଣ୍ଡାଦାନ ପକ୍ରିୟା ଶେଷ କରିଥିଲେ । ଗତ ଦୁଇଦିନ ଭିତରେ ୮୨…
ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲାରେ ପୁଣି ଥରେ ଛାନଭିନ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ଗୋପାଳ ଦାସ ପରିବାରକୁ କ୍ରାଇମବ୍ରାଞ୍ଚର ପଚରାଉଚରା। ଗୋପାଳର ବଡ଼ ଭାଇ ସହ ପୁତୁରାକୁ ଗତକାଲି ଟାଉନ ଥାନାରେ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ। ଗୋପାଳଙ୍କ ପରିବାର…
ପୁରୀ : ୫୦ ହଜାର ଟଙ୍କା ଦିଅ ୩ ଲକ୍ଷ ଟଙ୍କା ନିଅ । ଗାଁରେ ପଶି ଟଙ୍କା କାରବାର ବେଳେ ଘେରିଲେ ଗାଁ ଲୋକ । ନକଲି ଟଙ୍କା କାରବାର ସନ୍ଦେହରେ ୩ଜଣଙ୍କୁ ଅଟକ ରଖି ପୋଲିସ ଜିମା ଦେଲେ…
ରାଉରକେଲା: ରାଉରକେଲାରେ ଏନକାଉଣ୍ଟର। ଗୁରୁବାର ରାତି ୧୦ଟାରେ ଲୁଟ୍ କରିବାକୁ ଆସି ହୋଟେଲ ମାଲିକଙ୍କୁ ଗୁଳି ମାଡ଼ କଲେ ୮ ଦୁର୍ବୃତ୍ତ। ହୋଟେଲ ମାଲିକ ଗଙ୍ଗେ ଓରାମଙ୍କ ଡ଼ାହାଣ ଗୋଡ଼ ଆଣ୍ଠୁ ତଳକୁ ବାଜିଛି ଗୁଳି। ଘଟଣା ଘଟିବାର ୪ ଘଣ୍ଟା…