State

ବିଜେଡି ଜିଲ୍ଲା ସଭାପତି ନିର୍ବାଚନ; ୧୬ ଜିଲ୍ଲାରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଭୁବନେଶ୍ବର: ୧୬ ଜିଲ୍ଲାରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବିଜେଡି ଜିଲ୍ଲା ସଭାପତି । ଏନେଇ ସୂଚନା ଦେଇଛନ୍ତି ବିଜେଡିର ବିଧାୟକ ପ୍ରତାପ କେଶରୀ ଦେବ। ଚତୁର୍ଥ ପର୍ଯ୍ୟାୟ ପ୍ରକ୍ରିୟାରେ ୧୬ ଜିଲ୍ଲାର ନାମାଙ୍କନ ଆସିଛି। ୧୬ ଜିଲ୍ଲାରୁ ଜଣେ ଲେଖାଏଁ ସଦସ୍ୟ…

ଆକ୍ରମଣ ନେଇ ବିଜେପି ବିଧାୟକଙ୍କୁ ଦୋଷ ଦେଲେ ପ୍ରଣବ, ଜାଣିନି କହିଲେ ହିମାଂଶୁ

ଯାଜପୁର: ଧର୍ମଶାଳରେ ଚାଲିଥିବା ଏକ ଯଜ୍ଞରେ ଯୋଗ ଦେବାକୁ ଯାଉଥିବାବେଳେ ରବିବାର ଦିନ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପଛରେ ବିଜେପି ବିଧାୟକ ହିମାଂଶୁ ସାହୁଙ୍କ ହାତ ଅଛି ‌ବୋଲି ପ୍ରଣବ ବଳବନ୍ତରାୟ…

‘ଅପରାଜିତାଙ୍କ ପାଇଁ ଦଳ ବଡ, ସହର ନୁହେଁ’- ମେୟର ସୁଲୋଚନା

ଭୁବନେଶ୍ବର: ‘ଅପରାଜିତାଙ୍କ ପାଇଁ ଦଳ ବଡ, ସହର ବଡ ନୁହେଁ’ । ଆଜି ୭୭ ତମ ରାଜଧାନୀ ପ୍ରତିଷ୍ଠା ଦିବସ ଭୁବନେଶ୍ବରରେ ଆୟୋଜିତ ହୋଇଥିବା ବେଳେ ଏଥିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅନୁପସ୍ଥିତକୁ ନେଇ କିଛି ଏପରି ବୟାନ ରଖିଛନ୍ତି…

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀରୁ କଢ଼ାଗଲା ୫ ଡଙ୍ଗା

ପୁରୀ: ପରମ୍ପରା ଅନୁଯାୟୀ ଗତକାଲି ଚୈତ୍ର ପୂର୍ଣ୍ଣିମା ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ବର୍ଷ ସାରା ବୁଡ଼ି ରହିଥିବା ନନ୍ଦା ଓ ଭଦ୍ରା ଚାପ ଡଙ୍ଗା ସମେତ ଅନ୍ୟ ଡଙ୍ଗାକୁ ଭୋଇ ସେବାୟତ ବାହାର କରିଛନ୍ତି । ପରମ୍ପରା ଅନୁସାରେ ଗତବର୍ଷ ଚାପର…

ରାଜଧାନୀର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବାଚସ୍ପତିଙ୍କ ଆହ୍ୱାନ

ଭୁବନେଶ୍ବର: ୭୭ ତମ ରାଜଧାନୀ ପ୍ରତିଷ୍ଠା ଦିବସ ଧୁମଧାମରେ ପାଳିତ ହୋଇଛି । ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ବିଧାନସଭା ବାଚସ୍ପତି ସୁରମା ପାଢୀ ଯୋଗଦେଇଥିଲେ । ଶ୍ରୀମତୀ ପାଢ଼ୀ ପତାକା ଉତ୍ତୋଳନ କରି ବେସାମାରିକ ସମ୍ମିଳିତ…

ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଆକ୍ରମଣ ଅଭିଯୋଗ

ଯାଜପୁର : ଧର୍ମଶାଳାରେ ରାଜନୈତିକ ହିଂସା । ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଆକ୍ରମଣ ଅଭିଯୋଗ । ଯାଜପୁର ଜିଲ୍ଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରେ ଆକ୍ରମଣ ଅଭିଯୋଗ। ଆଜି ନିର୍ବାଚନମଣ୍ଡଳୀର ଆରୁହା ପଞ୍ଚାୟତରେ ଚାଲିଥିବା…

ରାମ ମନ୍ଦିର ଆଗରୁ ଶିଶୁ ପୁତ୍ର ଚୋରି ଅଭିଯୋଗ; ପୋଲିସର ତନାଘନା

ଭୁବନେଶ୍ବର: ଭୁବନେଶ୍ବର ଜନପଥରୁ ଦେଢ଼ ବର୍ଷର ଶିଶୁ ପୁତ୍ର ଚୋରି ଅଭିଯୋଗ ହୋଇଛି । ଜଣେ ଦୃଷ୍ଟିବାଧିତ ମାଆ କୋଳରୁ ଶିଶୁକୁ ଝାମ୍ପି ନେଲେ ଦୁର୍ବୃତ୍ତ । ରାମ ମନ୍ଦିର ପାଖରୁ ରାତି ୩ଟା ବେଳେ ଦୁର୍ବୃତ୍ତ ମାନେ ଝାମ୍ପି ନେଇଥିବା…

ଫେସବୁକରେ ବନ୍ଧୁତା କରୁଥିଲେ ସାବଧାନ, ନିଜକୁ ପୋଲିସ କହି ୮ଲକ୍ଷ ୭୫ହଜାର ଠକି ନେଲେ ମହିଳା

ଭୁବନେଶ୍ୱର : ଫେସବୁକରେ ବନ୍ଧୁତା କରୁଥିଲେ ସାବଧାନ । ବନ୍ଧୁତ୍ବ ଆଳରେ ଟଙ୍କା ଠକିଥିବା ମହିଳା ଗିରଫ । ନିଜକୁ ପୋଲିସ କହି ୮ଲକ୍ଷ ୭୫ହଜାର ଠକେଇ ଅଭିଯୋଗରେ ସଂଯୁକ୍ତା ଭୂୟାଁଙ୍କୁ ଗିରଫ କଲା ଭୁବନେଶ୍ବର ସାଇବର ଥାନା ପୋଲିସ ।…

ଶ୍ରୀମନ୍ଦିର ପତିତପାବନ ବାନା ନେଇ ଉଡିଗଲା ଚିଲ !

ପୁରୀ: ମହାପ୍ରଭୁଙ୍କ ପତିତପାବନ ବାନା ଧରି ଉଡିଗଲା ଚିଲ। ପୁରୀ ଶ୍ରୀ ମନ୍ଦିରରେ ଏପରି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଦୃଶ୍ୟର ଭିଡିଓ ଏବେ ସୋସିଆଲମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ପତିତପାବନ ବନା…

ପ୍ରସିଦ୍ଧ ଚଡକ ଯାତ୍ରାର ଆଜି ଅନ୍ତିମ ପର୍ବ ତଥା ପାଟ ପର୍ବ, ଜନସମୁଦ୍ର ପାଲଟିଛି ପୀଠ

ବିଶ୍ବ ପ୍ରସିଦ୍ଧ ବାବା ଚନ୍ଦନେଶ୍ବର ଶୈବପୀଠରେ ଅନୁଷ୍ଠିତ ହେଉଥିବା ଚଡକ ଯାତ୍ରାର ଆଜି ହେଉଛି ପାଟ ପର୍ବ। ଗତକାଲି ଅନୁଷ୍ଠିତ ହୋଇଥିଲା ମହାନୀଳ ପର୍ବ। ନୀଳ ପର୍ବରେ ମନ୍ଦିର ପରିସରରେ ଥିବା ନୀଳ ପୋଖରୀରୁ ଥମ୍ବୀ କାଠ ଉଠାଇ ମନ୍ଦିର ଚତୁର୍ପାର୍ଶ୍ବରେ…