State

ଅସ୍ତ୍ର ପରିତ୍ୟାଗ କଲେ ୧୯ ନକ୍ସଲ, ପୁଲିସ ଆଗରେ କଲେ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନାର ଭଦ୍ରଦ୍ରୀ କୋଥାଗୁଡେମ୍ ଜିଲ୍ଲା ପୁଲିସ୍ ଏବଂ ୮୧ ଏବଂ ୧୪୧ ସିଆରପିଏଫ ଅଧିକାରୀଙ୍କ ସମ୍ମୁଖରେ ୧୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆଦିବାସୀଙ୍କ ବିକାଶ ତଥା କଲ୍ୟାଣ ପାଇଁ ଚାଲିଥିବା କାର୍ଯ୍ୟକ୍ରମ ତଥା ଅପରେସନ ଜୋରଦାର କରାଯାଉଥିବାରୁ…

ମୁଁ ବିଜେଡିରେ ଅଛି, ରହିବି – ସନାତନ ମହାକୁଡ଼

ଭୁବନେଶ୍ୱର, ୧୩।୨: ବିଜେଡି ବିଧାୟକ ସନାତନ ମହାକୁଡ଼ ଭାଜପା ମିଶିବା ଚର୍ଚ୍ଚା ମଧ୍ୟରେ ବିଧାୟକ ବିସ୍ଫୋରକ ବୟାନ ଦେଇଛନ୍ତି। ସନା ମହାକୁଡ କହିଛନ୍ତି, ମୁଁ ବିଜେଡିରେ ଅଛି, ରହିବି । ମୁଁ ଦଳ ଠାରୁ ଦୂରେଇନି, ଦଳ ସହ ଅଛି, ରହିଛି,…

୧୫ ପ୍ଲଟ୍‌, କାଜୁ ପ୍ରୋସେସିଂ ୟୁନିଟ୍‌ ସହ ରହିଛି ଲକ୍ଷଲକ୍ଷ ଟଙ୍କାର ସମ୍ପତ୍ତି

କୋରାପୁଟ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ ପକ୍ଷରୁ କୋଟପାଡ଼ ବ୍ଲକ୍‌ ବତାସନା ପଞ୍ଚାୟତ ଆକାଉଣ୍ଟାଣ୍ଟ ତଥା ଅତିରିକ୍ତ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ପାର୍ଥସାରଥି ବିଷୋୟୀଙ୍କ ଚମ୍ପିଆସ୍ଥିତ ବାସଭବନ ସହ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି।…

ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ଯାଏ ବିଧାନସଭାକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ବର: ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ଯାଏ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଶୋକ ପ୍ରସ୍ତାବ ଆଗତ ହେବା ପରେ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଆଜି ଥିଲା ବଜେଟ ଅଧିବେଶନର ପ୍ରଥମ ଦିନ। ଆଜି…

ପୁଲିସର ଅପରେସନ ‘କାଗାର’କୁ ବିରୋଧ କରି ରାୟଗଡ଼ା ଜିଲ୍ଲାରେ ନକ୍ସଲ ପୋଷ୍ଟର

ରାୟଗଡ଼ା: ‘ଅପରେସନ କାଗାର’କୁ ବିରୋଧ କରି ଓଡ଼ିଶା ଓ ପୂର୍ବ ଛତିଶଗଡ଼ ୨୪ ଘଣ୍ଟିଆ ବନ୍ଦ ଡାକରାକୁ ସଫଳ କରିବାକୁ ସିପିଆଇ ମାଓବାଦୀଙ୍କ ତରଫରୁ ଜିଲ୍ଲାର ମୁନିଗୁଡ଼ା ଥାନା ଅନ୍ତର୍ଗତ ସକଟା ଗ୍ରାମ ଛକ ଓ କଲ୍ୟାଣସିଂପୁର ବ୍ଲକ ନାରୀଙ୍ଗତୋଳା ଗ୍ରାମରେ…

ଓଡ଼ିଆ ଅସ୍ମିତାକୁ ପୁନର୍ଜୀବିତ କରିବା ଦିଗରେ ରାଜ୍ୟ ସରକାର କାମ କରୁଛନ୍ତି: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି

ଭୁବନେଶ୍ବର: ଓଡ଼ିଆ ଅସ୍ମିତାକୁ ପୁନର୍ଜୀବିତ କରିବା ଦିଗରେ ରାଜ୍ୟ ସରକାର କାମ କରୁଛନ୍ତି। ‘ସରକାର ନୂଆ ଶିକ୍ଷାନୀତିକୁ ଓଡ଼ିଶାରେ ଲାଗୁ କରିଛନ୍ତି। ଆଜି ବଜେଟ୍ ଅଧିବେଶନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଅଭିଭାଷଣ ରଖି ଏହା କହିଛନ୍ତି।‘ଜୟ ଜଗନ୍ନାଥ’ କହି ଅଭିଭାଷଣ…

ବିଦ୍ୟାଳୟ ‌ହ‌ଷ୍ଟେଲ, ଘର ଆଗ ଗଛରେ ଝୁଲିପଡ଼ିଲେ ୨ଜଣ ବିଦ୍ୟାଳୟର ଛାତ୍ରୀ

ସୁନ୍ଦରଗଡ଼/ଜଳେଶ୍ବର: କଅଁଳ ବୟସରେ ମାନସିକ ଅବସାଦ। ପାରିପାରିକ ଅଭାବ ଅସୁବିଧା ହେଉ ବା ପାଠ ପଢ଼ା ଚାପ ହେଉ ଏହାକୁ ମୁକାବିଲା କରିନପାରି ୫ଦିନ ଭିତରେ ୪ଜଣ ସ୍କୁଲ ଛାତ୍ରୀ ଜୀବନ ହାରିଛନ୍ତି। ଗତ ୫ ତାରିଖ ଦିନ ମାଲକାନଗିରି ଜିଲ୍ଲାର…

ଓଡ଼ିଶା ଟୁର୍ ରେ ଆସିବ ଆଇପିଏଲ ଟ୍ରଫି

ଭୁବନେଶ୍ୱର : ଓଡ଼ିଶା ଟୁର୍ ରେ ଆସିବାକୁ ଯାଉଛି ଟାଟା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଟ୍ରଫି । ଆଇପିଏଲ ମ୍ୟାଚ୍ ଅନୁଷ୍ଠିତ ହୋଇ ନ ଥିଲା ବେଳେ ଏବେ ଏହାର ଟ୍ରଫି ଆସିବାକୁ ଯାଉଛି । ଆଇପିଏଲ ୨୦୨୪ରେ ଏକ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ୍ ଅଭିନେତା ବୋନି କପୁର ଓ ଅର୍ଜୁନ କପୁର

ଭୁବନେଶ୍ୱର,୧୨ା୨: ସେଲିବ୍ରିଟି କ୍ରିକେଟ୍ ଲିଗ୍ (CCL)ର ୧୧ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଓଡ଼ିଶାର ବାରବାଟୀ ଷ୍ଟାଡିୟମରେ ଲିଗ ପର୍ଯ୍ୟାୟ ମ୍ୟାଚ୍ ଆୟୋଜନ ହେବାକୁ ଥିବା ବେଳେ ଏହା ପୂର୍ବରୁ ବଲିଉଡ ପ୍ରଯୋଜକ ବୋନି କପୁର ଏବଂ ବଲିଉଡ ଅଭିନେତା ଅର୍ଜୁନ…

ନୋଡାଲ ସେଣ୍ଟରରେ ମାଟ୍ରିକ୍ ପ୍ରଶ୍ନପତ୍ର

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ(ବିଏସଇ)ର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମାଟ୍ରିକ ପରୀକ୍ଷା ଫେବ୍ରୁଆରି ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ପରୀକ୍ଷା କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀ ଉଭୟଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବୋର୍ଡ ମୁଖ୍ୟାଳୟରୁ ପ୍ରଶ୍ନପତ୍ର ନୋଡାଲ…