ବାରବାଟୀ ଦିନିକିଆ: କାଉଣ୍ଟର ଟିକେଟ୍ ନପାଇ ନିରାଶ ହେଲେ କ୍ରିକେଟ୍ପ୍ରେମୀ
କଟକ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ୯ ତାରିଖ ଦିନ ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଦ୍ବିତୀୟ ଦିନିକିଆ ମ୍ୟାଚ୍ ପାଇଁ ଆଜି ସନ୍ଧ୍ୟାରେ କାଉଣ୍ଟର ଟିକେଟ୍ ବିକ୍ରି ଶେଷ ହୋଇଛି। କଟକ ଡିସିପି ଜଗମୋହନ ମୀନା ଗଣମାଧ୍ୟମକୁ ଏହି…