ହାଇୱାକୁ ଧକ୍କା ଦେଲା ବରଯାତ୍ରୀ ବସ, ୧୦ରୁ ଅଧିକ ଆହତ
ଝାରସୁଗୁଡ଼ା : ହାଇୱାକୁ ଧକ୍କା ଦେଲା ବରଯାତ୍ରୀ ବସ । ଝାରସୁଗୁଡା ବିଜୁ ଏକ୍ସପ୍ରେସ ହାଇୱେ ଠାରେ ରାଉରକେଲା ଯାଉଥିବା ବରଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ ବସରେ ୪୦ଜଣ ଯାତ୍ରୀଙ୍କ ଠାରୁ ୧୦ରୁ ଅଧିକ ଆହତ ହୋଇଛନ୍ତି ।…
ଝାରସୁଗୁଡ଼ା : ହାଇୱାକୁ ଧକ୍କା ଦେଲା ବରଯାତ୍ରୀ ବସ । ଝାରସୁଗୁଡା ବିଜୁ ଏକ୍ସପ୍ରେସ ହାଇୱେ ଠାରେ ରାଉରକେଲା ଯାଉଥିବା ବରଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ ବସରେ ୪୦ଜଣ ଯାତ୍ରୀଙ୍କ ଠାରୁ ୧୦ରୁ ଅଧିକ ଆହତ ହୋଇଛନ୍ତି ।…
କାମାକ୍ଷାନଗର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ । ଦାଦା ଓ ପୁତୁରା ମୃତ। କଙ୍କଡାହାଡ ଥାନା ବନ୍ଦାଣିଆ ଗ୍ରାମ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତକ ଦ୍ବୟ ହେଲେ ଟାଟାମାଇନସ ଗ୍ରାମ ମଲ୍ଲାର ସାହିର ଦାଦା ଡୁଗୁ ମାଙ୍କଡିଆ…
ସୋର: ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ସୋର କଲେଜ ଛକ ନିକଟରେ ହାଇୱାକୁ ପଛରୁ ଏକ କୁକୁଡ଼ା ଟ୍ରକ ଧକା ଦେବା ଫଳରେ ଘଟଣା ସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର…
ଭୁବନେଶ୍ୱର : ପୋଲିସରେ ନିଯୁକ୍ତି ନାଁରେ ଠକେଇ । କନେଷ୍ଟବଳ ଚାକିରି ଦେବାକୁ କହି ୨୫ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଠକେଇ ଟଙ୍କାରେ ଦାମୀ ଗାଡି ଓ ବାଇକ କିଣି ଅୟସ କରୁଥିଲା ଅଭିଯୁକ୍ତ । ଏହି ଘଟଣାରେ ମୟୂରଭଞ୍ଜ…
ବିଲରେ ମୁଗ ଭାଗବଣ୍ଟାକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ପୁଅ ଓ ବୋହୂଙ୍କୁ ଭୁଜାଲିରେ ଆକ୍ରମଣ କରିଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସାନଆଙ୍କୋ ଗାଁରେ ଘଟିଛି ଏହି ଘଟଣା।…
ରାଉରକେଲା: ପଡ଼ୋଶୀଙ୍କୁ ହତ୍ୟା ଅଭିଯୋଗରେ ଦୁଇ ଯୁବକଙ୍କୁ ଗିରଫ କରିଛି ରଘୁନାଥପାଲି ପୁଲିସ। ଦୁଇ ଅଭିଯୁକ୍ତ ହେଲେ ଅମରଜିତ ସାହୁ ଓ ମନୋଜ ସାମସୀ। ସୂଚନା ଅନୁଯାୟୀ ଗତ ମାସ ୨୩ ତାରିଖରେ ଅମରଜିତ ସାହୁ(୩୦) ଓ ମନୋଜ ସାମସୀ(୩୫) ପଡ଼ୋଶୀ…
ଭୁବନେଶ୍ୱର: ରାଜଧାନୀରୁ କୋଡିନ କଫସିରଫ ଜବତ ଘଟଣାକୁ ନେଇ ନୂଆ ଖୁଲାସା ହୋଇଛି। ଅହମ୍ମଦାବାଦ ପରେ ଏବେ ହିମାଚଳପ୍ରଦେଶ ଓ କୋଲକାତା ଲିଙ୍କ ସାମ୍ନାକୁ ଆସିଛି। ଏମଏସ ଫାର୍ମା କେଆର ଇଣ୍ଡିଆକୁ ଏହି ୩ଟି ସହରରୁ କଫସିରଫ ଆସୁଥିଲା ବୋଲି ଜଣାଯାଇଛି।…
ବରଗଡ଼ : ବରଗଡ଼ ଜିଲ୍ଲା ଆଖିଫୁଟା ଗାଁରେ ସ୍ୱାମୀ ଓ ଦୁଇ ପତ୍ନୀଙ୍କୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଛତିଶଗଡ଼ରୁ ମୁଖ୍ୟ ଅଭିଯୁକ୍ତ ବାସୁଦେବ ସାହୁକୁ ଗିରଫ କରିଛି ବରଗଡ଼ ପୋଲିସ । ସେହିପରି ବାସୁଦେବ ରଖିଥିବା ଚୋରି…
କଟକ : ଖୋଲୁଛି ଭଣ୍ଡ ତାନ୍ତ୍ରିକର ଠକେଇ ପେଡ଼ି । ରିମାଣ୍ଡରେ ସତ ଉଗାରୁଛି କଟକରୁ ଗିରଫ ମୁଲାନା କୈଫି ଖାନ୍ । ତାକୁ ଜେରା ବେଳେ ପୋଲିସ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି । ଏପଟେ ଠକ ତାନ୍ତ୍ରିକର…
ସ୍କୁଟି ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଘଟଣାସ୍ଥଳରେ ସ୍କୁଟି ଆରୋହୀଙ୍କର ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଆସିକା ରୋଡର ନୂଆ କାଳୁ ପାତ୍ର ସାହି ନିକଟରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ତୁଳସୀ ନଗର ଅଞ୍ଚଳର…