June 10, 2026

ସାଇବର ଠକେଇର ଶିକାର ହେଲେ ଏସଡିପିଓ, ବ୍ୟାଙ୍କ ଖାତାରୁ ପଳାଇଲା ୯୮ ହଜାର

ଭଦ୍ରକ : ସାଇବର ଠକେଇର ଶିକାର ହୋଇଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ଏସଡିପିଓ ଅନିରୁଦ୍ଧ ମୁଦୁଲି। ତାଙ୍କ ବ୍ୟାଙ୍କ ଖାତାରୁ ସାଇବର ଠକମାନେ ୯୮ ହଜାର ୯୨୮ ଟଙ୍କା ଚଳୁ କରି ଦେଇଛନ୍ତି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର…

ଏସ୍‌ଆଇଆର୍‌: ୧୨ ଦିନରେ ୯୪.୩୭% ଭୋଟରଙ୍କ ପାଖରେ ପହଞ୍ଚିଲା ଫର୍ମ

ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) କାର୍ଯ୍ୟକ୍ରମ ଦ୍ୱାଦଶ ଦିନରେ ବଡ଼ ସଫଳତା ହାସଲ କରିଛି। ରାଜ୍ୟରେ ଏପର୍ଯ୍ୟନ୍ତ ୯୪.୩୭ ପ୍ରତିଶତ ଭୋଟରଙ୍କ ନିକଟରେ ଗଣନା ଫର୍ମ ପହଞ୍ଚାଇବାରେ ବୁଥ୍‌ସ୍ତରୀୟ ଅଧିକାରୀମାନେ ସଫଳ ହୋଇଛନ୍ତି। ସରକାରୀ…

‘ଚୁକ୍ତି କରିବାରେ ବିଳମ୍ୱ କରିଦେଲ, ଏବେ ମୂଲ୍ୟ ଦେବାକୁ ପଡ଼ିବ’, ଆକ୍ରମଣ ପରେ ଇରାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ଉପରେ ଜୋରଦାର ଆକ୍ରମଣ କଥା କହିଛନ୍ତି । ଟ୍ରୁଥ୍ ସୋସିଆଲର ଏକ ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି, ଇରାନର ମିଲିଟ୍ରୀ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇସାରିଛି । ଏହାର ଅଧିକାଂଶ ଅଂଶ…

ତାମିଲନାଡୁ ବିଜେପି ସାଧାରଣ ସମ୍ପାଦକ ଅମର ପ୍ରସାଦ ରେଡ୍ଡୀ ଛାଡିଲେ ପାର୍ଟି, ଆନ୍ନାମଲାଇଙ୍କ ସହ ସାମିଲ ହେବେ

ଚେନ୍ନାଇ: ତାମିଲନାଡୁ ବିଜେପିର ପୂର୍ବତନ ପ୍ରଦେଶ ସଭାପତି କେ. ଆନ୍ନାମଲାଇ ପାର୍ଟିର ଇସ୍ତଫା ଦେବାର ମାତ୍ର କିଛିଦିନ ପରେ ବୁଧବାର ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ଅମର ପ୍ରସାଦ ରେଡ୍ଡୀ ମଧ୍ୟ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ନିଜ ନିଷ୍ପତ୍ତି ଘୋଷଣା…

ଦେଶରୁ ହଟିବନି କାଗଜ ନୋଟ୍

ନୂଆଦିଲ୍ଲୀ: ଭାରତ ସରକାର ଇଣ୍ଟରନେଟ୍ ମିଡିଆରେ ପ୍ରସାର ହେଉଥିବା ସେହି ସବୁ ଖବରକୁ ଖାରଜ କରିଦେଇଛନ୍ତି ଯେଉଁଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଚଳିତମାସ ଶେଷ ସୁଦ୍ଧା ସବୁ କାଗଜ ନୋଟ ହଟାଇ ଦେଶରେ ପ୍ଲାଷ୍ଟିକ ନୋଟ୍ ପ୍ରଚଳନ କରିବେ ବୋଲି…

କାହିଁକି ହ୍ରାସ ହେଲା ଉଜ୍ଜ୍ୱଳା ଯୋଜନା LPG କୋଟା? ଜବାବ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ)ରେ ବାର୍ଷିକ ସବସିଡି ଏଲପିଜି ସିଲିଣ୍ଡର ସଂଖ୍ୟା ୯ରୁ ହ୍ରାସ କରି ୪ କରିବା ଲାଗି ସରକାରଙ୍କ ନିଷ୍ପତ୍ତିର ସମାଲୋଚନା ମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ବୁଧବାର…

ଭାରତ ମୁତୟନ କଲା ୧୨ ପରମାଣୁ ଯୁଦ୍ଧାସ୍ତ୍ର

ନୂଆଦିଲ୍ଲୀ : ନିଜର ଜଳ ସୀମାର ସୁରକ୍ଷା ଲାଗି ଭାରତ ପରମାଣୁ ଶକ୍ତିସମ୍ପନ୍ନ ଯୁଦ୍ଧାସ୍ତ୍ର ମୁତୟନ କରିଛି। ନିଜର ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ କରିବା ପୂର୍ବକ ଭାରତ ୧୨ଟି ପରମାଣୁ ଯୁଦ୍ଧାସ୍ତ୍ରକୁ ଏହାର ଆଣବିକ କ୍ଷମତା ସମ୍ପନ୍ନ ବୁଡାଜାହାଜ ଆଇଏନଏସ୍‌…

ଆମ ଜାଗା ଛାଡ ନହେଲେ ଉଡେଇ ଦେବୁ- ଆମେରିକାକୁ ଇରାନର ନାଲି ଆଖି

ବେରୁଟ୍ : ଆମେରିକାକୁ ଇରାନର ନାଲି ଆଖି। କହିଲା ଯଦି ସୁରକ୍ଷିତ ରହିବାକୁ ଚାହୁଁଛ ତେବେ ଆମ ସ୍ଥାନ ଛାଡିଦିଏ। ଆମେରିକାର ଆକ୍ରମଣ ପରେ ଇରାନ ଏପରି ଖୋଲା ଚେତାବନୀ ଦେଇଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଏକ ଆମେରିକୀୟ ଅତ୍ୟାଧୁନିକ…

ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ମେଲୋନି

ନୂଆଦିଲ୍ଲୀ: ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦୀ ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ରେକର୍ଡ଼ କରିଛନ୍ତି। ମେଲୋନି ତାଙ୍କ ସାମାଜିକ ଗଣମାଧ୍ୟମ ‘ଏକ୍ସ’ର ଏକ ପୋଷ୍ଟରେ ଶୁଭେଚ୍ଛା…

ପିଓକେରେ ଅଶାନ୍ତି, ଜୋଜିଲାରେ ଖୁସି: ନିୟନ୍ତ୍ରଣ ରେଖା ଦ୍ୱାରା ବିଭାଜିତ ଦୁଇ କାଶ୍ମୀରର କାହାଣୀ

ନୂଆଦିଲ୍ଲୀ: ରାୱଲାକୋଟ୍, ମୁଜାଫରାବାଦ ଓ ମୀରପୁର। ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ଏହି ସହରଗୁଡ଼ିକରେ ଅଶାନ୍ତି, ଗିରଫଦାରୀ ଓ ହତ୍ୟାକାଣ୍ଡ ଜାରି ରହିଛି। ଏହି ଅଞ୍ଚଳର ଲୋକମାନେ ଇସଲାମାବାଦର କର୍ତ୍ତୃପକ୍ଷଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି। ନିୟନ୍ତ୍ରଣ ରେଖା (ଏଲଓସି) ପାର ହୋଇ ପୂର୍ବରେ…