National & International

ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲେ ୧୦ ଅନ୍ତେବାସୀ, ୨୦ ଜଣଙ୍କ ପତ୍ତା ମିଳୁନି

ୱେଲିଂଟନ : ନ୍ୟୁଜିଲାଣ୍ଡର ରାଜଧାନୀ ୱେଲିଂଟନସ୍ଥିତ ଏକ ଚାରି ମହଲା ହଷ୍ଟେଲରେ ଗତ ରାତିରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର ଭୟାବହତା ଏତେ ଅଧିକ ଯେ ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଏହି ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା…

କୋଇଲା ଖଣି ପାଇଁ ପାକିସ୍ତାନରେ ଫୁଟିଲା ଗୁଳି; ଚାଲିଗଲା ୧୬ ଜୀବନ

ଇସଲାମାବାଦ : ପୁଣି ଥରେ ଅଶାନ୍ତ ହୋଇ ଉଠିଛି ପାକିସ୍ତାନ । ଗୁଳି ଫୁଟିବା ସହ ହୋଇଛି ରକ୍ତାକ୍ତ ସଂଘର୍ଷ । ଏଥିରେ ୧୬ ନିରୀହ ଜୀବନ ଚାଲି ଯାଇଥିବା ବେଳେ ବହୁ ଜଣ ଗୁରୁତର ହୋଇ ମରଣ ସହ ସଂଘର୍ଷ…

ଗାଁରେ ଲିଭ-ଇନରେ ରହୁଥିଲେ ୫୦୦ ଦମ୍ପତି, କନ୍ୟାଦାନ କରି ବିବାହ କରାଇଲେ କେନ୍ଦ୍ରମନ୍ତ୍ରୀ

ରାଞ୍ଚି: ଝାଡ଼ଖଣ୍ଡର ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରେ ହଜାର ହଜାର ଦମ୍ପତି ବର୍ଷ ବର୍ଷ ଧରି ଲିଭ ଇନ୍ ସମ୍ପର୍କରେ ରହିଆସୁଛନ୍ତି। ଆଉ ଏହିପରି ଅନେକ ଦମ୍ପତିଙ୍କ ବୟସ ୪୦-୫୦ ବର୍ଷରେ ପହଞ୍ଚିଛି | ବର୍ତ୍ତମାନ ଏଭଳି ସମ୍ପର୍କକୁ ଆଇନଗତ ଏବଂ ସାମାଜିକ…

ପଶ୍ଚିମବଙ୍ଗ ବାଣ କାରଖାନାରେ ବିସ୍ଫୋରଣ, ୭ ମୃତ

କୋଲକାତା : ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ଏଗ୍ରାରେ ଥିବା ଏକ ବେଆଇନ ବାଣ କାରଖାନାରେ ମଙ୍ଗଳବାର ବିସ୍ଫୋରଣ ଘଟିଛି । ଯେଉଁଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଲୋକ ଆହତ ହୋଇଛନ୍ତି ବୋଲି ପୁଲିସ ସୂଚନା…

ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଓଢଣି କାଢି ଫିଙ୍ଗିଲେ ମହିଳା ସରପଞ୍ଚ

ନୂଆଦିଲ୍ଲୀ: ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜନିଜ ରାଜ୍ୟର ସ୍ଥାନୀୟ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଜନଶୁଣାଣି କାର୍ଯ୍ୟକ୍ରମ କରିଥାଆନ୍ତି। ଏହି କାର୍ଯ୍ୟକ୍ରମ ସମୟରେ ଅନେକ ଥର ଆଶ୍ଚର୍ଯ୍ୟଜନକ ଘଟଣା ଘଟିବାର ଖବର ସାମ୍ନାକୁ ଆସିଛି। ଏହି କ୍ରମରେ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ…

ନାସିକର ତ୍ରୟମ୍ବକେଶ୍ୱର ମନ୍ଦିରରେ ସଂଖ୍ୟାଲଘୁ ଲୋକଙ୍କ ପ୍ରବେଶ ନେଇ ଉତ୍ତେଜନା, ଏସଆଇଟି ଗଠନ ନିର୍ଦ୍ଦେଶ ଦେଲେ ଫଡନବୀସ

ନାସିକ : ମହାରାଷ୍ଟ୍ରର ନାସିକ ଜିଲ୍ଲାରେ ଥିବା ଜ୍ୟୋତିର୍ଲିଙ୍ଗ ତ୍ରୟମ୍ବକେଶ୍ୱର ମନ୍ଦିରରେ ସଂଖ୍ୟାଲଘୁ ସଂପ୍ରଦାୟର ଏକ ଗୋଷ୍ଠୀ ପ୍ରବେଶ ଉଦ୍ୟମକୁ ସୁରକ୍ଷା କର୍ମୀମାନେ ବିଫଳ କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ଓ ଏହି ଘଟଣାକୁ…

ଆମେରିକାରେ ବସି ମଧ୍ୟପ୍ରଦେଶରେ ଜୀବନ ହାରୁଥିବା ନାବାଳିକାଙ୍କ ଜୀବନ ବଞ୍ଚାଇଲେ ଫେସବୁକ ଟିମ୍

ସଙ୍ଗରୌଲୀ(ମଧ୍ୟପ୍ରଦେଶ): ଆମେରିକାରେ ବସି ମଧ୍ୟପ୍ରଦେଶରେ ଜୀବନ ହାରୁଥିବା ନାବାଳିକାଙ୍କ ଜୀବନ ବଞ୍ଚାଇଲେ ଫେସବୁକ ଟିମ୍। ମଧ୍ୟପ୍ରଦେଶର ସଙ୍ଗରୌଲୀ ଜିଲ୍ଲାରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ବୈଷୟିକ ସୁବିଧା ହେତୁ ନାବାଳିକାଙ୍କ ଜୀବନ ବଞ୍ଚିଛି। ଯଦି ବୈଷୟିକ ସୁବିଧାକୁ ସଠିକ୍…

ଗିରଫଦାରୀରୁ ବର୍ତ୍ତିବା ପାଇଁ କୋର୍ଟ ଭିତରକୁ ଦୌଡ଼ିଲେ ପିଟିଆଇ ନେତା

ଇସଲାମାବାଦ : ପାକିସ୍ତାନର ଇସଲାମାବାଦ ହାଇକୋର୍ଟ ବାହାରେ ଆଜି ନାଟକୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗିରଫଦାରୀରୁ ବର୍ତ୍ତିବା ପାଇଁ କାର୍‌ ଭିତରୁ ଓହ୍ଲାଇ କୋର୍ଟ ଭିତରକୁ ଦୌଡ଼ିଛନ୍ତି ପିଟିଆଇ ନେତା ଫୱାଦ ଚୌଧୁରୀ। ଜାମିନରେ ମୁକିଳିବା ପରେ କାଳେ ପୁଣି ପୁଲିସ୍‌…

ସାମ୍ବାଦିକଙ୍କ ନାଁରେ ସିବିଆଇ ମାମଲା, ୧୨ ସ୍ଥାନରେ ରେଡ୍‌

ନୂଆଦିଲ୍ଲୀ : ଡିଫେନ୍ସ ରିସର୍ଚ୍ଚ ଡେଭଲପମେଣ୍ଟ ଅର୍ଗାନାଇଜେସନ(ଡିଆରଡିଓ) ସହ ଜଡ଼ିତ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରି ଏହାକୁ ବିଦେଶ ରାଷ୍ଟ୍ରକୁ ଦେବା ଅଭିଯୋଗରେ ଫସିଛନ୍ତି ଜଣେ ଫ୍ରିଲାନ୍ସ ସାମ୍ବାଦିକ। କେବଳ ଡିଆରଡିଓ ନୁହେଁ, ଦେଶର ସେନା ବାହିନୀ ସହ ଜଡ଼ିତ ତଥ୍ୟକୁ…

କର୍ଣ୍ଣାଟକରେ ଅନେକ ମୁଖ୍ୟମନ୍ତ୍ରୀ ଦାବିଦାର

ନୂଆଦିଲ୍ଲୀ : କର୍ଣ୍ଣାଟକରେ ରେକର୍ଡ ବିଜୟ ପରେ କଂଗ୍ରେସର ଚିନ୍ତା ଦୂର ହେଉନି। ଦଳ ଏଠାରେ ୧୩୫ଟି ଆସନ ଜିତି ସରକାର ଗଠନ କରିବାକୁ ସ୍ପଷ୍ଟ ବହୁମତ ପାଇଛି। ହେଲେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ବରିଷ୍ଠ ନେତା ସିଦ୍ଦରମୈୟା ଓ…