ଶ୍ରୀନଗରରେ ଲଣ୍ଡନ୍ର ‘ୱାକିଙ୍ଗ୍ ମାର୍କେଟ୍’ ସଦୃଶ ‘ପୋଲୋଭ୍ୟୁ ମାର୍କେଟ୍’ ଉଦ୍ଘାଟନ କଲେ ଉପରାଜ୍ୟପାଳ ମନୋଜ ସିହ୍ନା
ଶ୍ରୀନଗର: ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଶ୍ରୀନଗରରେ ଲଣ୍ଡନ୍ର ‘ୱାକିଙ୍ଗ୍ ମାର୍କେଟ୍’ ଭଳି ଦିଶୁଥିବା ‘ପୋଲୋଭ୍ୟୁ ମାର୍କେଟ୍’ ଉଦ୍ଘାଟନ କରିଛନ୍ତି। ସୂଚନାଯୋଗ୍ୟ, ‘ପୋଲୋଭ୍ୟୁ’ ହେଉଛି ବ୍ୟୟବହୁଳ ସାମଗ୍ରୀ ବିକ୍ରୟ ହେଉଥିବା କଶ୍ମୀରର ସର୍ବପୁରାତନ ବଜାର। ଶ୍ରୀନଗରର…
