National & International

ଦାୟିତ୍ୱ ଗ୍ରହଣ କଲେ ମୁମ୍ବଇର ପ୍ରଥମ ବିଜେପି ମହିଳା ମେୟର

ମୁମ୍ବଇ: ମୁମ୍ବଇର ପ୍ରଥମ ମହିଳା ବିଜେପି ମେୟର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଋତୁ ତାୱଡେ। ଶିବସେନାର ସଞ୍ଜୟ ଘାଡି ଡେପୁଟି ମେୟର ଭାବରେ ଦାୟିତ୍ୱ ନେଇଛନ୍ତି। ବୁଧବାର ବିଜେପି କର୍ପୋରେଟର ଋତୁ ତାୱଡେ ବ୍ରିହନ୍ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (BMC)ର ମେୟର…

ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଉପସ୍ଥାପନ କଲେ ଯୋଗୀ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଆଜି ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ ହେଉଛି ଯୋଗୀ ସରକାରଙ୍କ ଦଶମ ବଜେଟ୍। ଅର୍ଥମନ୍ତ୍ରୀ ଭାବରେ ସୁରେଶ ଖାନ୍ନା ସକାଳ ୧୧ଟାରେ ବିଧାନସଭାରେ ବଜେଟ୍…

ବିଧାନସଭାରେ ମନ୍ତ୍ରୀ , ବିଧାୟକଙ୍କୁ ମିଳିବ ଟାବଲେଟ୍

ରାଞ୍ଚି : ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ ବିଧାନସଭା କାର୍ଯ୍ୟ ପାଇଁ ଟାବଲେଟ୍ ଯୋଗାଇ ଦିଆଯିବ। ସେମାନଙ୍କୁ ପୂର୍ବରୁ ଏ ବିଷୟରେ ତାଲିମ ମଧ୍ୟ ଦିଆଯିବ। ଝାଡ଼ଖଣ୍ଡ ବିଧାନସଭାରେ ଜାତୀୟ ଇ-ବିଧାନ ଆବେଦନ (NEVA) କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଶେଷ ହୋଇଛି।…

ଡେ-କେୟାର ସେଣ୍ଟରରେ ଗୁଳିକାଣ୍ଡ, ୨୨ ପିଲାଙ୍କ ସମେତ ୩୪ ମୃତ

ଥାଇଲାଣ୍ଡ : ଥାଇଲାଣ୍ଡ ପୁର୍ବତନ ପୋଲିସ ଅଧିକାରୀଙ୍କ ବର୍ବରକାଣ୍ଡ । ଅଧିକାରୀ ଜଣକ ଏକ ଡେ-କେୟାର ସେଣ୍ଟରରେ ପଶି ଆଖିବୁଜା ଗୁଳିଚାଳନା କରିଛନ୍ତି । ଘଟଣାରେ ଅତିକମରେ ୩୪ ଜଣଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ଏମାନଙ୍କ ଭିତରେ ୨୨…

ଦୁର୍ଘଟଣାରେ ଚାଲିଗଲା ୬ ଜଣ ସାଙ୍ଗଙ୍କ ଜୀବନ

ରାଜସ୍ଥାନ : ରାଜସ୍ଥାନର ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣ ସାଙ୍ଗ ମୃତ୍ୟୁ ହୋଇଛି । ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । କାରରେ ଦ୍ରୁତ ଗତିରେ ଆସୁଥିବା ସମୟରେ ଜୟପୁର-ଆଗ୍ରା ଜାତୀୟ ରାଜପଥ…

ଭାରତ ମହାସାଗରକୁ ଖସିଲା ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଓ କ୍ରୁ ସଦସ୍ୟ

ସୋମାଲିଆ : ସୋମାଲିଆ ସମୁଦ୍ରରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ବ୍ୟାପକ ଉତ୍ତେଜନା ସୃଷ୍ଟି କରିଛି । ଏହି ଘଟଣା ସୋମାଲିଆର ରାଜଧାନୀ ମୋଗାଡିସୁରେ ଘଟିଥିବା ସୂଚନା ମିଳିଛି । ଆଡେନ୍ ଅବଦୁଲ୍ଲେ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ…

ଆସନ୍ତାକାଲି ‘ଭାରତ ବନ୍ଦ’, ସାମିଲ ହେବେ ୩୦ କୋଟିରୁ ଅଧିକ ଶ୍ରମିକ

ନୂଆଦିଲ୍ଲୀ: ୧୨ ଫେବୃଆରୀରେ ‘ଭାରତ ବନ୍ଦ’ । ଦେଶବ୍ୟାପୀ ହେବ ଚକା ଜାମ୍! । ଆସନ୍ତାକାଲି ଭାରତ ବନ୍ଦ ପାଇଁ କୃଷକ ଓ ଶ୍ରମିକ ସଂଘର ବଡ଼ ପ୍ରସ୍ତୁତି । କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ…

ଜାତୀୟ ସଂଗୀତ ଜନ ଗଣ ପୂର୍ବରୂ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଜାତୀୟ ଗୀତ “ବନ୍ଦେ ମାତରମ୍”କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ, “ବନ୍ଦେ ମାତରମ୍” ଏବେ ସରକାରୀ କାର୍ଯ୍ୟକ୍ରମ, ପବ୍ଲିକ୍ ସ୍କୁଲ୍ କାର୍ଯ୍ୟକ୍ରମ କିମ୍ବା ଅନ୍ୟାନ୍ୟ ଆନୁଷ୍ଠାନିକ ସମାବେଶରେ…

କାନାଡାର ଟମ୍ବଲର ରିଜ୍ ସ୍କୁଲରେ ଫାୟାରିଂ: ୧୦ ମୃତ, ୨୪ ଆହତ

କାନାଡ଼ା : କାନାଡାର ଟମ୍ବଲର ରିଜ୍ ସ୍କୁଲରେ ଗୁଳିକାଣ୍ଡ ଘଟିଛି । ଏହି ଆକ୍ରମଣରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୨୪ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଗତକାଲି ଅପରାହ୍ନରେ ଟମ୍ବଲର…

ଡିପଫେକ୍-AI କଣ୍ଟେଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ; ୨୦ରୁ ନୂଆ ନିୟମ

ନୂଆଦିଲ୍ଲୀ: ଇଣ୍ଟରନେଟ୍ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏଆଇ ଦ୍ୱାରା ସୃଷ୍ଟି ହେଉଥିବା ନକଲି ଏବଂ ଭ୍ରମାତ୍ମକ ବିଷୟବସ୍ତୁକୁ ରୋକିବା ପାଇଁ କେନ୍ଦ୍ର ସରକାର ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ୟସ୍ଥି ମାର୍ଗଦର୍ଶିକା ଏବଂ ଡିଜିଟାଲ୍ ମିଡିଆ ନୀତିଶାସ୍ତ୍ର କୋଡ୍) ନିୟମ, ୨୦୨୧ରେ ଗୁରୁତ୍ୱପୂର୍ଣ୍ଣ…