ମେସି କାର୍ଯ୍ୟକ୍ରମରେ ପ୍ରବଳ ହଙ୍ଗାମା: କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ପ୍ରଶଂସକଙ୍କ ଉତ୍ତେଜନା, ମମତା ବାନାର୍ଜୀ କ୍ଷମା ମାଗି ତଦନ୍ତ ନିର୍ଦ୍ଦେଶ ଦେଲେ
କୋଲକାତା, ୧୩/୧୨ : ଆର୍ଜେଣ୍ଟିନାର ଫୁଟବଲ୍ ସୁପରଷ୍ଟାର ଲିଓନେଲ ମେସିଙ୍କ ‘GOAT ଇଣ୍ଡିଆ ଟୁର୍ ୨୦୨୫’ର ପ୍ରଥମ ଦିନରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍ (ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନ) ରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି | ଶନିବାର ଅନୁଷ୍ଠିତ ଏକ…
