National & International

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସୁନେତ୍ରା ପୱାର

ମୁମ୍ବଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ମୃତ୍ୟୁ ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପତ୍ନୀ ସୁନେତ୍ରା ପୱାର । ଶନିବାର ସନ୍ଧ୍ୟା ୫ଟାରେ ସୁନେତ୍ରା ଶପଥ ନେବେ । ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ଦାୟିତ୍ଵ ସହ ଅଜିତ ପୱାରଙ୍କ ଦାୟିତ୍ଵରେ ଥିବା…

ନିଆମେରେ ବାୟୁସେନା ଘାଟି ଉପରେ ଆକ୍ରମଣ, ୨୦ ମୃତ

ନାଇଜର: ନାଇଜରର ରାଜଧାନୀ ନିଆମେରେ ବଡ଼ ଆକ୍ରମଣ । ଡିଓରି ହାମାନି ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବସ୍ଥିତ ବାୟୁସେନା ଘାଟି ଉପରେ ଏକ ଭୟଙ୍କର ଆକ୍ରମଣ ହୋଇଛି । ନାଇଜରର ରାଷ୍ଟ୍ରାୟତ୍ତ ପ୍ରସାରକ କହିଛନ୍ତି ଯେ, ବୁଧବାର ରାତିରେ ସଶସ୍ତ୍ର ଲୋକମାନେ ରାଜଧାନୀରେ…

କିସ୍ତୱାଡ଼ରେ ସେନା-ଜୈସ୍‌ ଆତଙ୍କବାଦୀ ଏନକାଉଣ୍ଟର, ଇଣ୍ଟରନେଟ୍‌ ସେବା ଠପ୍

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କିସ୍ତୱାଡ଼ରେ ‌ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ଆତଙ୍କୀ ଲୁଚି ରହିଥିବାବେଳେ ସେନା ପକ୍ଷରୁ ସେମାନଙ୍କୁ କାବୁ କରିବାକୁ ବଡ଼ଧରଣ ଅପରେସନ ଚାଲିଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ କିସ୍ତୱାଡ଼ର ଚାତ୍ରୁ ଅଞ୍ଚଳରେ ଗୁରୁବାରଠାରୁ ତଲାସି ଅଭିଯାନ ଚାଲିଛି। ସମ୍ପୃକ୍ତ ଅଞ୍ଚଳରେ…

ଲେହ ଏୟାରଫୋର୍ସ ଷ୍ଟେସନକୁ ମିଳିଲା ନୂଆ ରନୱେ

ନୂଆଦିଲ୍ଲୀ: ଲେହ ଏୟାରଫୋର୍ସ ଷ୍ଟେସନରେ ଏକ ଐତିହାସିକ ସଫଳତା ହାସଲ ହୋଇଛି। ସାମରିକ ଇଞ୍ଜିନିୟରିଂ ସର୍ଭିସ (MES) ମାତ୍ର ୨୧ ମାସ ମଧ୍ୟରେ ଏକ ସମାନ୍ତରାଳ ରନୱେ ନିର୍ମାଣ ସମାପ୍ତ କରିଛି । ଲେହ ଏୟାରଫିଲ୍ଡ, ଯାହା ୧୯୬୦ ଦଶକରେ ଏକ…

ଇସ୍ରାଏଲ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆସନ୍ତାମାସ ଇସ୍ରାଏଲ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ । ଏନେଇ ଛାନିଆ ରେ ପାକିସ୍ତାନ । ଆସନ୍ତା ମାସ ୨୭-୨୮ରେ ଇସ୍ରାଏଲ୍ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଯଦି ଏହା ହୁଏ,ଏହା ତାଙ୍କର ତୃତୀୟ କାର୍ଯ୍ୟକାଳରେ ଏବଂ ୨୦୧୭ରେ ପରେ…

ସ୍ଥଗିତ ହେଲା ୟୁଜିସିର ନୂତନ ନିୟମାବଳୀ

ନୂଆଦିଲ୍ଲୀ: ସର୍ବୋଚ୍ଚ ଅଦାଲତ ୟୁଜିସିର ନୂତନ ନିୟମାବଳୀ-୨୦୨୬ କାର୍ଯ୍ୟକାରୀ କରିବାକୁ ସ୍ଥଗିତ ରଖିଛନ୍ତି । ଏହା କେବଳ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ସମ୍ପ୍ରଦାୟ ସଦସ୍ୟମାନଙ୍କୁ ସଂରକ୍ଷଣର ଲାଭ ପ୍ରଦାନ କରୁଥିବା ବେଳେ ସାଧାରଣ କିମ୍ବା ଉଚ୍ଚ…

ବାରାମତିରେ ସମ୍ପନ୍ନ ହେଲା ପୱାରଙ୍କ ଶେଷକୃତ୍ୟ

ମହାରାଷ୍ଟ୍ର: ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପୱାରଙ୍କ ଶେଷକୃତ୍ୟ ବାରାମତିରେ ସମ୍ପର୍ଣ୍ଣ ହୋଇଛି । ରାଜ୍ୟର ସର୍ବୋଚ୍ଚ ସମ୍ମାନ ସହିତ ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ବିଭିନ୍ନ ରାଜନୈତିକ ନେତା, ପରିବାର ସଦସ୍ୟ ଏବଂ ହଜାର…

ଭାରତ ବିଶ୍ୱରେ ଦୃଷ୍ଟିକେନ୍ଦ୍ର ଭାବରେ ଉଭା : ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଜେଟ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ ଭାରତ ବିଶ୍ୱରେ ଦୃଷ୍ଟିକେନ୍ଦ୍ର ଭାବରେ ଉଭା ହୋଇଛି । ସେ କହିଛନ୍ତି ଯେ ଏହି ତ୍ରୈମାସିକର ଆରମ୍ଭରେ, ଭାରତ ଏବଂ ୟୁରୋପୀୟ ସଂଘ ଏକ…

ମିନି ବସ୍-ଟ୍ରକ ମୁହାଁମୁହିଁ ଧକ୍କା, ଚାଲିଗଲା ୧୧ ଜୀବନ

ଜୋହାନ୍ସବର୍ଗ : ଦକ୍ଷିଣ ଆଫ୍ରିକାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ମିନି ବସ୍ ଏବଂ ଟ୍ରକ ଧକ୍କା ହେବାରୁ ଅତିକମରେ ୧୧ ଜଣଙ୍କ ଜୀବନ ଚାଲିଯାଇଛି । ଏହି ଦୁର୍ଘଟଣା କାଜୁଲୁ-ନେଟାଲ ପ୍ରାନ୍ତରେ ଡରବନ ସହର ନିକଟରେ ହୋଇଛି ।…

ମହିଳା କମାଣ୍ଡୋଙ୍କୁ ହତ୍ୟା କଲା ସ୍ବାମୀ

ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସରେ କର୍ତ୍ତବ୍ୟରତ ୨୭ ବର୍ଷୀୟ ଜଣେ ମହିଳା କନଷ୍ଟେବଳଙ୍କୁ ହତ୍ୟା । ମହିଳା କମାଣ୍ଡୋଙ୍କୁ ତାଙ୍କ ସ୍ବାମୀ ଯୌତୁକ ପାଇଁ ହତ୍ୟା କରିଥିବା ଜଣାପଡିଛି । ସେ ସ୍ପେଶାଲ ଓ୍ୱିପନ୍ ଆଣ୍ଡ୍ ଟାକ୍ଟିଟିକ୍ସ ବା ସ୍ୱାଟରେ ନିୟୋଜିତ…