National & International

ଦକ୍ଷିଣ-ପୂର୍ବ ଏସିଆରେ ତାଣ୍ଡବ ରଚିଛି ବାତ୍ୟା ସେନ୍ୟାର, ନେଲାଣି ୬ଶହ ଜୀବନ

ନୂଆଦିଲ୍ଲୀ: ୬ଶହ ଜୀବନ ନେଲାଣି ଭୟଙ୍କର ବାତ୍ୟା ସେନ୍ୟାର । ଓଡ଼ିଶା ଆସିଲାନି ସିନା ଦକ୍ଷିଣ-ପୂର୍ବ ଏସିଆରେ ଭୟଙ୍କର ବିଭୀଷିକା ରଚିଛି ସେନ୍ୟାର । ଇଣ୍ଡୋନେସିଆ, ଥାଇଲାଣ୍ଡ ଓ ମାଲେସିଆରେ ବାତ୍ୟା ପ୍ରଭାବରେ ହୋଇଥିବା ଭୟଙ୍କର ବନ୍ୟା ଓଭୂସ୍ଖଳନରେ ପ୍ରାୟ ୬ଶହ…

ଇତିହାସ ରଚିଲା କିଜିଲେଲ୍ମା ଡ୍ରୋନ୍, ବିଶ୍ୱର ପ୍ରଥମ ଦେଶ ଭାବେ ତୁର୍କୀକୁ ସଫଳତା

ନୂଆଦିଲ୍ଲୀ: ଇତିହାସ ରଚିଲା ତୁର୍କୀର କିଜିଲେଲ୍ମା ଡ୍ରୋନ । ତୁର୍କୀର ମାନବବିହୀନ ଯୁଦ୍ଧ ବିମାନ ବା ଡ୍ରୋନ୍ ‘କିଜିଲେଲ୍ମା’ (KIZILELMA) ଏକ ଐତିହାସିକ ସଫଳତା ହାସଲ କରିଛି । ଏହି ଡ୍ରୋନ୍ ଟି ଆକାଶ ମାର୍ଗରେ ଉଡୁଥିବା ଏକ ଦ୍ରୁତଗାମୀ ଟାର୍ଗେଟ୍…

ଭାରତୀୟଙ୍କ ସପକ୍ଷରେ ଏଲନ ମସ୍କ, ଆମେରିକା ସରକାରଙ୍କ ପଦକ୍ଷେପକୁ କଲେ ବିରୋଧ

ନୂଆଦିଲ୍ଲୀ: ଟେସଲା, ସ୍ପେସଏକ୍ସ ପ୍ରତିଷ୍ଠାତା ଏଲୋନ୍ ମସ୍କ ଏକ ଆମେରିକୀୟ ପୋଡକାଷ୍ଟ ରେ ଦେଇଥିବା ଉତ୍ତର ରୁ ଜଣା ପଡିଛି ଯେ ଭାରତୀୟଙ୍କ ଭିସା ବିରୁଦ୍ଧରେ ଆମେରିକା ସରକାରଙ୍କ ପଦକ୍ଷେପକୁ ସହ ସେ ସହମତ ନୁହନ୍ତି । ମସ୍କ କହିଛନ୍ତି ଯେ…

ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ: ଆରମ୍ଭରୁ ଗୃହରେ ବିରୋଧୀଙ୍କ ନାରାବାଜି

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଦିବ୍ୟଙ୍ଗତ ସାଂସଦଙ୍କ ଉର୍ଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ବାଚସ୍ପତି ଓମ୍‌ ବିର୍ଲା । ଦିବ୍ୟଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ୧ମିନିଟ ନିରବ…

ବେଲୁଚିସ୍ତାନରେ ୨୪ ଘଣ୍ଟାରେ ୭ ସ୍ଥାନରେ ବିସ୍ଫୋରଣ

ଇସଲାମାବାଦ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭ଟି ସ୍ଥାନରେ ବିସ୍ଫୋରଣ ଘଟିଛି। କ୍ବେଟା ଓ ଦେରା ମୁରାଦ ଜାମାଲି ଭଳି ସ୍ଥାନକୁ ଟାର୍ଗେଟ କରି ବିଦ୍ରୋହୀ ସଂଗଠନ ପକ୍ଷରୁ ବିସ୍ଫୋରଣ ଘଟାଯାଇଛି। ତେବେ ଏଥିରେ କେହି ମୃତ…

ଦୁଇ ବସ ମୁହାଁମୁହିଁ: ୭ ମୃତ, ୪୦ ଆହତ

ତାମିଲନାଡୁ: ତାମିଲନାଡୁରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ସରକାରୀ ବସ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ତାମିଲନାଡୁର ଶିବଗଙ୍ଗା ଜିଲା…

ଦନ୍ତେୱାଡ଼ାରେ ଆତ୍ମସମର୍ପଣ କଲେ ୩୭ ମାଓବାଦୀ

ଛତିଶଗଡ଼: ଛତିଶଗଡ଼ର ଦନ୍ତେୱାଡ଼ା ଜିଲାରେ ୩୭ ଜଣ ମାଓବାଦୀ ରବିବାର ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କ ଉପରେ ୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ଏହି ମାଓବାଦୀମାନେ ବରିଷ୍ଠ ପୁଲିସ ଏବଂ ସିଆରପିଏଫ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ…

ବଢିଲା ଏସ୍‌ଆଇଆର୍‌ ପ୍ରକ୍ରିୟା ଅବଧି: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ବଡ ସୂଚନା ମିଳିଛି। ଚଳିତ ଏସ୍‌ଆଇଆର୍‌ ପ୍ରକ୍ରିୟା ତାରିଖ ସଂଶୋଧ ବୃଦ୍ଧି ହୋଇଛି। ବର୍ତ୍ତମାନ୍ ଡିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଏସ୍‌ଆଇଆର୍‌ ଫର୍ମ ପୂରଣ କରିପାରିବେ। ବର୍ତ୍ତମାନ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ…

ଡିଟୱା ଅପଡେଟ: ଦକ୍ଷିଣ ଭାରତରେ ବିମାନ ଓ ରେଳସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ: ଭାରତ ମୁହାଁ ଅଗ୍ରସର ହେଉଛି ବାତ୍ୟା ଡିଟୱା । ଫଳରେ ତାମିଲନାଡୁ-ପୁଡୁଚେରୀ ଉପକୂଳରେ ଅତି ପ୍ରବଳ ବର୍ଷା ଯୋଗୁଁ ତାମିଲନାଡୁର ଅନେକ ସ୍ଥାନ ପ୍ରଭାବିତ ହେଉଛି । ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର ଅନେକ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି…

କାଲିଫର୍ନିଆରେ ଭୟଙ୍କର ଗୁଳିକାଣ୍ଡ, ୪ ମୃତ ଓ ୧୯ ଆହତ

କାଲିଫର୍ନିଆ : ୱାଶିଂଟନରେ ନ୍ୟାସନାଲ୍ ଗାର୍ଡ ସଦସ୍ୟଙ୍କ ଉପରେ ଆକ୍ରମଣର ୩ ଦିନ ପରେ କାଲିଫର୍ନିଆର ଷ୍ଟକଟନ୍‌ରେ ଏକ ବଡ଼ ଗୁଳିକାଣ୍ଡ ଘଟିଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଛନ୍ତି । ସୂଚନା…