National & International

୨୦ ଫୁଟ ତଳକୁ ଖସିଲା ପିକ୍‌ଅପ୍ ଭ୍ୟାନ୍, ୧୮ ମୃତ

ରାୟପୁର : ଛତିଶଗଡ଼ର କବୀରଧାମ ଜିଲ୍ଲା କବର୍ଧାର ବହପାଣି ଅଞ୍ଚଳରେ ସୋମବାର ଏକ ପିକ୍‌ଅପ୍ ଭ୍ୟାନ୍ ରାସ୍ତାରୁ ୨୦ ଫୁଟ୍ ତଳକୁ ଖସି ପଡ଼ିବାରୁ ୧୮ ଜଣଙ୍କ ମୃତ୍ୟ ଘଟିଛି। ଏଥିରେ ଆହୁରି ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତାହତମାନେ…

ଆତଙ୍କବାଦୀଙ୍କ ଗୁଳିରେ ପୂର୍ବତନ ସରପଞ୍ଚ ମୃତ, ଦୁଇ ପର୍ଯ୍ୟଟକ ଆହତ

ଜମ୍ମୁ ଓ କଶ୍ମୀରର ଶୋପିଆନ ଓ ଅନନ୍ତନାଗ ଜିଲ୍ଲାରେ ଶନିବାର ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜଣେ ବିଜେପି ନେତା ତଥା ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ମୃତ ସରପଞ୍ଚଙ୍କ ନାଁ ଏଜାଜ ଶେଖ।…

ରାଏବରେଲୀକୁ ଗାନ୍ଧି ପରିବାର ନିଜ ସମ୍ପତ୍ତି ଭଳି ଭାବିନେଇଚନ୍ତି: ପ୍ରଧାନମନ୍ତ୍ରୀ ମୋଦି

କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଏଥର ରାଏବରେଲୀ ଆସନରୁ ନ ଲଢି ରାହୁଲ ଗାନ୍ଧିଙ୍କୁ ପ୍ରାର୍ଥୀ କରିବାକୁ ନେଇ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନୀ ରାଲିରେ ଏହି ପ୍ରସଙ୍ଗ ଉଠାଇ ରାଏବରେଲୀ ଆସନକୁ ସୋମାନେ ନିଜ ପରିବାରର ସମ୍ପତ୍ତି…

ଆପ୍ ନେତାଙ୍କୁ ଜେଲ୍ ପଠାଇବାକୁ ପ୍ରଧାନମନ୍ତ୍ରୀ ଲଞ୍ଚ କରିଛନ୍ତି ‘ଅପରେସନ ଝାଡ଼ୁ’: କେଜ୍ରିୱାଲ

ଅନ୍ତରୀଣ ଜାମିନରେ ଆସିବା ପରେ ବିଜେପି ଉପରେ ବର୍ଷି ଚାଲିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଲୋକସଭା ନିର୍ବାଚନ ପ୍ରଚାର ସମୟରେ ବିଜେପିକୁ ଟାର୍ଗେଟ କରୁଥିବା ବେଳେ ଆପ୍ ନେତାଙ୍କ ଗିରଫଦାରୀକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସିଧା ନିଶାନା କରିଛନ୍ତି। ଆପ୍ ନେତାଙ୍କୁ…

ଖଡଗେଙ୍କ ତାଗିଦକୁ ଖାତିର କଲେନି ଅଧୀର ରଞ୍ଜନ

‘ମୁଁ ସେଭଳି ବ୍ୟକ୍ତିଙ୍କ ସପକ୍ଷରେ କହିପାରିବି ନାହିଁ, ଯିଏ ମୋ ରାଜନୀତିକ କ୍ୟାରିୟର ଓ ପଶ୍ଚିମବଙ୍ଗରେ ଆମ ଦଳକୁ ନଷ୍ଟ କରି ଦେବାକୁ ଚାହାଁନ୍ତି। ଏହି ଲଢ଼େଇ ହେଉଛି ପ୍ରତ୍ୟେକ କଂଗ୍ରେସ କର୍ମୀଙ୍କର। ମୁଁ ସେମାନଙ୍କ ତରଫରୁ କହୁଛି।’ ତୃଣମୂଳ କଂଗ୍ରେସ…

ଇଣ୍ଡିଆ ମେଣ୍ଟ ଜନସଭାରେ ଦଳାଚକଟା; ଭାଷଣ ନଦେଇ ଫେରିଆସିଲେ ରାହୁଲ ଗାନ୍ଧି ଓ ଅଖିଳେଶ ଯାଦବ

ଉତ୍ତରପ୍ରଦେଶରେ ରାହୁଲ ଗାନ୍ଧି ଓ ଅଖିଳେଶ ଯାଦବଙ୍କ ନିର୍ବାଚନ ରାଲି ଅଧାରେ ଅଟକି ଯାଇଛି। ଏହି ଦୁଇ ନେତା ମଞ୍ଚ ଉପରେ ପହଞ୍ଚି ସାରିଥିଲେ ବି ଭାଷଣ ଦେଇନପାରି ଫେରି ଆସିଛନ୍ତି। ଆଜି ଫୁଲପୁର ଅଞ୍ଚଳରେ ଇଣ୍ଡିଆ ମେଣ୍ଟର ନିର୍ବାଚନ ରାଲି…

ପାକିସ୍ତାନ ସ୍ଥିତି କଥା କହି ଭୋଟ ମାଗିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପୁଣିଥରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ଆଣିବାକୁ ଲୋକଙ୍କୁ ଅପଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଗୋଟିଏ ଶକ୍ତିଶାଳୀ (ଧକଡ଼) ସରକାର ଥିବାରୁ ପାକିସ୍ତାନ ଯେଉଁ ହାତରେ ବୋମା ଧରିଥିଲା,ଏବେ ଭିକ ମାଗିବା ପାଇଁ ଥାଳି ଧରିଥିବା…

କେନ୍ଦ୍ରରେ ଇଣ୍ଡିଆ ମିଳିତ ମେଣ୍ଟ କ୍ଷମତାକୁ ଆସିବ, ବିଜେପି ୨୦୦ ଆସନ ବି ଜିତିପାରିବନି – ମମତା

କୋଲକାତା : କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ଦାବି କରିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ​​ଇଣ୍ଡିଆ ମିଳିତ ମେଣ୍ଟ ଜିତିବ। କେନ୍ଦ୍ରରେ ଇଣ୍ଡିଆ ମିଳିତ ମେଣ୍ଟ କ୍ଷମତାକୁ ଆସିବ। ସେ ଦାବି କରିଛନ୍ତି ବିଜେପି ଏଥର ୨୦୦…

ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର, ୨୦ରେ ମତଦାନ

ନୂଆଦିଲ୍ଲୀ : ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର । ଆସନ୍ତା ୨୦ତାରିଖରେ ହେବ ମତଦାନ । ତେଣୁ ଆଜି ଶେଷ ଦିନରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବେ ବିଭିନ୍ନ ରାଜନୈତିକ ଦଳ । ୮ଟି ରାଜ୍ୟ…

ରେଭାନ୍ନାଙ୍କ ଭିଡିଓ ଭାଇରାଲ କରିବାକୁ ଶିବକୁମାର ଯାଚିଥିଲେ ଶହେ କୋଟି !

ବେଙ୍ଗାଲୁରୁ : ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ଅଶ୍ଳୀଳ ଭିଡିଓ ଭାଇରାଲ ମାମଲାରେ ଆସିଛି ନୂଆ ମୋଡ଼ । ବିଜେପି ନେତା ଦେବରାଜେ ଗୌଡ଼ା ଆଣିଛନ୍ତି ସାଂଘାତିକ ଅଭିଯୋଗ । ଏହି ସେକ୍ସ ଟେପ୍‌ ମାମଲାରେ କୁମାରସ୍ୱାମୀଙ୍କୁ ଫସାଇବା ନିମନ୍ତେ କର୍ଣ୍ଣାଟକାର…