National & International

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ

ଅବକାରୀ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରୁ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ଦେଇଛନ୍ତି। କେଜ୍ରିୱାଲ ଇଡିର ଗିରଫଦାରୀକୁ ବିରୋଧ କରିଥିବା ବେଳେ ସୁପ୍ରିମକୋର୍ଟ ଦେଶରେ ଚାଲିଥିବା ନିର୍ବାଚନକୁ ଦୃଷ୍ଟରେ ରଖି ଜୁନ…

କେଜ୍ରିୱାଲଙ୍କୁ ଜାମିନ କୌଣସି ଚତ୍ମକାର ଠାରୁ କମ ନୁହେଁ: ଆପ୍‌

ଇଡିର ଗିରଫଦାରୀକୁ ବିରୋଧ କରି ସୁପ୍ରିମକୋର୍ଟରେ ଯାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ଅନ୍ତରୀଣ ଜାମିନ ମିଳିଛି। କେଜ୍ରିୱାଲଙ୍କୁ ଜାମିନ ମିଳିବା ପରେ ତାଙ୍କ ଦଳ ଆପ୍‌ ପୂରା ଉତ୍ସାହିତ ହୋଇପଡ଼ିଛି। ଏପରି ଜାମିନ କୌଣସି ଚତ୍ମକାର ଠାକୁ କମ…

ଖଡଗେଙ୍କ ଭୋଟିଂ ହାର ବିସଙ୍ଗତି ଅଭିଯୋଗକୁ ଖଣ୍ଡନ କଲେ ଇସିଆଇ

ଦେଶରେ ବର୍ତ୍ତମାନ ନିର୍ବାଚନ ପର୍ବ ଚାଲିଛି। ଦେଶର ପରବର୍ତ୍ତୀ ସରକାର ଗଠନ ପାଇଁ ଲୋକମାନେ ୩ଟି ପର୍ଯ୍ୟାୟରେ ମତାଧିକାର ସାବ୍ୟସ୍ତ କରି ସାରିଛନ୍ତି। କିନ୍ତୁ ଭୋଟିଂ ହାରରେ ବିସଙ୍ଗତି ଦେଖାଯାଉଥିବା ଅଭିଯୋଗ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଭୋଟିଂ ଶେଷ…

କଂଗ୍ରେସକୁ ୮୫ ପଇସାର ହିସାବ ମାଗିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଆଜି ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କଂଗ୍ରେସକୁ ୪୦ ବର୍ଷ ପୁରୁଣା ହିସାବ ମାଗି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ୪୦ ବର୍ଷ ପୁରୁଣା ରାଜନୈତିକ ବିବୃତ୍ତି ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ମୋହନ ଯାଦବ କଂଗ୍ରେସକୁ…

ବ୍ରିଜଭୂଷଣଙ୍କ ବିରୋଧରେ ମିଳିଲା ଯୌନ ନିର୍ଯାତନାର ତଥ୍ୟ, ଚାର୍ଜଫ୍ରେମ କଲେ କୋର୍ଟ

ବଢ଼ିଲା ବିଜେପି ସାଂସଦ ତଥା କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ଅଡ଼ୁଆ। ଆଜି ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ତାଙ୍କ ବିରୋଧରେ ଚାର୍ଜଫ୍ରେମ କରିଛନ୍ତି। ତାଙ୍କ ବିରୋଧରେ ୬ ଜଣ ମହିଳା ରେସଲର…

NEETରେ କପି ଦେବାକୁ ମୁଣ୍ଡ ପିଛା ଡିଲ୍‌ ହୋଇଥିଲା ୧୦ ଲକ୍ଷ, ୩ ଜଣ ବନ୍ଧା ହେଲେ

ସର୍ବଭାରତୀୟ ସ୍ତରରେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ନିଟ୍‍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି । ତେବେ ଏହି ପରୀକ୍ଷାରେ କପି ଯୋଗାଇ ପାସ୍‌ କରାଇ ଦେବାକୁ ୧୬ ଛାତ୍ରଙ୍କ ସହ ହୋଇଥିଲା ଡିଲ୍‌ । ମୁଣ୍ଡ ପିଛା…

‘ପାକିସ୍ତାନ ରଖିଛି ପରମାଣୁ ବୋମା, ତେଣୁ ତା’ର ସମ୍ମାନ କର’

ବିବାଦ କଂଗ୍ରେସର ପିଛା ଛାଡ଼ୁନି। ନିର୍ବାଚନ ବେଳେ ବର୍ଣ୍ଣ ବୈଷମ୍ୟ ଉପରେ ବିବାଦୀୟ ବୟାନ ଦେଇ ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡା ଇସ୍ତଫା ଦେବା ପରେ ଏବେ ଦଳର ବରିଷ୍ଠ ନେତା ମଣିଶଙ୍କର ଆୟାରଙ୍କ ଏକ ବୟାନକୁ ନେଇ ବିବାଦ…

ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ଗାଡ଼ି ଉପରକୁ ବୋମାମାଡ଼

କୋଲକାତା: ପଶ୍ଚିମବଙ୍ଗର କାନ୍ଥୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସୌମେନ୍ଦୁ ଅଧିକାରୀଙ୍କ ଗାଡ଼ି ଉପରକୁ ବୋମା ମାଡ଼ ହୋଇଛି। ବିଜେପି ପ୍ରାର୍ଥୀ ସୌମେନ୍ଦୁ ଅଧିକାରୀଙ୍କ ଶୋଭାଯାତ୍ରା ଓ କାରକେଡକୁ ଟାର୍ଗେଟ କରି ଦୁର୍ବୃତ୍ତମାନେ ରାସ୍ତା ଉପରେ ବୋମା ମାଡ଼ କରିଥିବା ଜଣାପଡ଼ିଛି।…

ପ୍ରଚାର କରିବା ମୌଳିକ ଅଧିକାର ନୁହେଁ: କେଜ୍ରିୱାଲଙ୍କ ଜାମିନକୁ ଇଡିର ବିରୋଧ, କାଲି ଦାଖଲ କରିବ ଚାର୍ଜଶିଟ୍‌

ମାର୍ଚ୍ଚ ୨୧ରୁ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନକୁ ବିରୋଧ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଆଜି ସୁପ୍ରିମକୋର୍ଟରେ ଇଡି ଗୋଟିଏ ସତ୍ୟପାଠ ଦାଖଲ କରି ଜାମିନକୁ ବିରୋଧ କରିଛି। ଦେଶରେ ନିର୍ବାଚନ ପର୍ବ ଚାଲିଥିବାରୁ…

ପ୍ରିୟଙ୍କା ଓ ରାହୁଲ ଗାନ୍ଧିଙ୍କୁ ଟିଭି ବିତର୍କ ପାଇଁ ଚ୍ୟାଲେଞ୍ଜ ଦେଲେ ସ୍ମୃତି ଇରାନୀ

ଆମେଠିର ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଆଜି ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ରାହୁଲ ଗାନ୍ଧିଙ୍କୁ ଟିଭି ବତର୍କକୁ ଆସିବା ପାଇଁ ଚ୍ୟାଲେଞ୍ଜ କରିଛନ୍ତି। ଦେଶର ଯେକୌସି ଚ୍ୟାନେଲ, ଇଚ୍ଛା ଅନୁସାରେ ଆଙ୍କର, ସମୟ, ସ୍ଥାନ ଓ ପ୍ରସଙ୍ଗ…