National & International

ନିର୍ବାଚନ କମିଶନଙ୍କ ଆଚରଣ ବିଧି ‘ମୋଦୀ ଆଚରଣ ବିଧି’ରେ ପରିଣତ ହେଲାଣି: ମମତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଅଭିଯୋଗ କରିଛନ୍ତି ଯେ ବିଜେପି ନେତାମାନେ ପ୍ରଚାର ସମୟରେ ଘୃଣ୍ୟ ଭାଷଣ ଦେବା ସହ ଆଦର୍ଶ ଆଚରଣ ବିଧିକୁ ‘ମୋଦୀ ଆଚରଣ ବିଧି’ରେ ପରିଣତ କରୁଥିବା ଅଭିଯୋଗ ପ୍ରତି ନିର୍ବାଚନ କମିଶନ ଆଖି…

କଶ୍ମୀରର କୁଲଗାମରେ ସେନାର ଏନକାଉଣ୍ଟର, ଲସ୍କର କମାଣ୍ଡର ବାସିତ୍ ଡାର୍ ମୃତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଚାଲିଥିବା ଏନକାଉଣ୍ଟରରେ ଭାରତୀୟ ସେନାକୁ ବଡ ସଫଳତା ମିଳିଛି । ଦୀର୍ଘ ସମୟ ଧରି ଚାଲିଥିବା ଏନକାଉଣ୍ଟର ପରେ ସୁରକ୍ଷାବାହିନୀ ଲସ୍କର-ଇ-ତୋଏବା କମାଣ୍ଡର ବାସିତ ଅହମ୍ମଦ ଡାରଙ୍କ ସମେତ ମୋଟ ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି।…

ହରିଆଣା ବିଜେପି ସରକାରଙ୍କୁ ଝଟ୍‌କା, କଂଗ୍ରେସ ସମର୍ଥନରେ ୩ ବିଧାୟକ

ନୂଆଦିଲ୍ଲୀ :ହରିଆଣା ବିଜେପି ସରକାରଙ୍କୁ ଲାଗିଲା ବଡ଼ ଝଟ୍‌କା। ମଙ୍ଗଳବାର ଏଠାରେ ବଡଧରଣର ରାଜନୈତିକ ହଲଚଲ ଦେଖିବାକୁ ମିଳିଛି। ଏଠାକାର ତିନି ସ୍ୱାଧୀନ ବିଧାୟକ ନାୟବ ସରକାରଙ୍କ କାନି ଛାଡି କଂଗ୍ରେସକୁ ସମର୍ଥନ କରିଛନ୍ତି। କଂଗ୍ରେସକୁ ସମର୍ଥନ କରିଥିବା ତିନି ବିଧାୟକଙ୍କ…

କେଜ୍ରିଓ୍ୱାଲଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ନିଷ୍ପତ୍ତି ନଶୁଣାଇ ଉଠିଗଲେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ

ନୂଆଦିଲ୍ଲୀ : ଦୀର୍ଘ ସମୟ ଯାଏଁ ଶୁଣାଣି ଚାଲିଲା। ଇଡିକୁ ପ୍ରଶ୍ନ ବାଣରେ ଘାଇଲା ମଧ୍ୟ କଲେ କୋର୍ଟ। ଯୁକ୍ତିତର୍କ ମଧ୍ୟ ହେଲା। କିନ୍ତୁ କେଜ୍ରିଓ୍ୱାଲଙ୍କୁ ଜାମିନ ଦେଲେନି। ଭାବି ଚିନ୍ତି କହିବୁ କହି ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଅନ୍ତରୀଣ ଜାମିନ ଆବେଦନ…

ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ- ମତଦାନ ସାମାନ୍ୟ ଦାନ ନୁହେଁ

ଅହମ୍ମଦାବାଦ : ଆଜି ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ। ଦେଶର ୯୪ ସିଟ୍‌ ପାଇଁ ମତଦାନ ହେଉଥିବା ବେଳେ ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅହମ୍ମଦାବାଦର ନିଶାନ୍ ହାୟର ସେକେଣ୍ଡାରୀ ସ୍କୁଲ ବୁଥରେ ଆଜି…

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟରେ ୧୨ରାଜ୍ୟର ୯୪ଟି ଆସନରେ ହେବ ମତଦାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରଚାର ଜାରି ରହିଛି। ଅନ୍ୟପକ୍ଷରେ ମଙ୍ଗଳବାର ୧୨ଟି ରାଜ୍ୟର ୯୪ଟି ଲୋକସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୧୦୨ ଟି ଆସନ ଏବଂ ଦ୍ୱିତୀୟ ପର୍ୟ୍ୟାୟରେ…

ଆତଙ୍କବାଦୀ ସଂଗଠନରୁ ପାଣ୍ଠି ନେଇଥିବା ଅଭିଯୋଗ: କେଜ୍ରିୱାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ପାଇଁ ଉପରାଜ୍ୟପାଳଙ୍କ ସୁପାରିଶ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ମଦ ଦୁର୍ନୀତି ଅଭିଯୋଗରେ ସେ ପୂର୍ବରୁ ତିହାର ଜେଲ୍‌ରେ ରହିଛନ୍ତି। ବର୍ତ୍ତମାନ ତାଙ୍କ ବିରୋଧରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍‌ଠାରୁ ରାଜନୈତିକ ଦାନ ନେଇଥିବା ଅଭିଯୋଗ ହୋଇଛି।…

ପୁଞ୍ଚ ଆତଙ୍କୀ ହମଲା ପଛରେ କୁଖ୍ୟାତ ଆତଙ୍କୀ ଅବୁ ହମଜା

ଠିକ ନିର୍ବାଚନ ପୂର୍ବରୁ ଜମ୍ମୁ-କଶ୍ମୀରର ପୁଞ୍ଚରେ ଶନିବାର ଆତଙ୍କବାଦୀମାନେ ଯୋଜନାବଦ୍ଧ ଭାବେ ଆକ୍ରମଣ କରିଥିଲେ। ବାୟୁସେନାର କନଭୟକୁ ଟାର୍ଗେଟ କରି ହୋଇଥିବା ଗୁଳିମାଡ଼ରେ ୫ ଜଣ ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୩୩ ବର୍ଷୀୟ କୋର୍ପୋରାଲ ଭିକ୍କି ପାଡାଡେ ସହିଦ ହୋଇଛନ୍ତି।…

କେ.କବିତାଙ୍କୁ ମିଳିଲାନି ଜାମିନ୍‌

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବିଆର୍‌ଏସ୍‌ ନେତ୍ରୀ କେ.କବିତାଙ୍କୁ ପୁଣି ଝଟ୍‌କା। ମିଳିଲାନି ଜାମିନ। ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ ଆଜି ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ଉଭୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ମାମଲାରେ ଜାମିନ…

ଜେପି ନଡ୍ଡା ଓ ଅମିତ ମାଲବ୍ୟଙ୍କ ବିରୋଧରେ ମାମଲା

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଦଳର ଆଇଟି ମୁଖ୍ୟ ଅମିତ ମାଲବ୍ୟ ଓ କର୍ଣ୍ଣାଟକା ବିଜପି ମୁଖ୍ୟ ବିଓାଇ ବିଜୟେନ୍ଦ୍ରଙ୍କ ବିରୋଧରେ ଏଫଆଇଆର ଦେଇଛି କଂଗ୍ରେସ। ଏସ୍‌ସି ଓ ଏସ୍‌ଟି ସଂପ୍ରଦାୟର ଲୋକଙ୍କୁ ଏକ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ ନ…