ବିଜେପିର ହିନ୍ଦୁତ୍ୱ ଗୋମୂତ୍ରଧାରୀ, ଆମର ହିନ୍ଦୁତ୍ୱ ସଂସ୍କାରବାଦୀ: ଉଦ୍ଧବ ଦେଲେ ବିବାଦୀୟ ମନ୍ତବ୍ୟ
ମୁମ୍ବାଇ: ଭାରତୀୟ ଜନତା ପାର୍ଟି (ବିଜେପି)କୁ କଡ଼ା ସମାଲୋଚନା କରି ଶିବସେନା (ୟୁବିଟି) ମୁଖ୍ୟ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଣି ଥରେ “ଗୋମୂତ୍ର” ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କୁ ଘେରିଛନ୍ତି। ମହାରାଷ୍ଟ୍ରର ରତ୍ନାଗିରି-ସିନ୍ଧୁଦର୍ଗ ଜିଲ୍ଲାର କଂକାଭାଲିରେ…
